ସିରିଏଲ ‘ସିନ୍ଦୂର ର ଅଧିକାର’ ଆକ୍ଟର ମାନଙ୍କର ଦିନକର ସାଲାରୀ କେତେ ଜାଣିଛନ୍ତି କି ? ଜାଣି ଚମକି ପଡିବେ ଆପଣ !

ବନ୍ଧୁଗଣ ଆପଣ ମାନେ ତରଙ୍ଗ ଟିଭିରେ ପ୍ରସାରିତ ସିରିଏଲ ଗୁଇକ ନିଶ୍ଚୟ ଦେଖୁଥିବେ । ତରଙ୍ଗ ଟିଭିରେ ପ୍ରସାରିତ ଲୋକପ୍ରିୟ ସିରିଏଲ ମାନଙ୍କ ମଧ୍ୟରୁ ‘ସିନ୍ଦୂର ର ଅଧିକାର’ ସିରିଏଲ ଟି ମଧ୍ୟ ଖୁବ ଲୋକପ୍ରିୟତା ହାସଲ କରି ପାରିଛି । ଏହି ସିରିଏଲର କାହାଣୀ ଓ ଏହାର ଅଭିନେତା ଏବଂ ଅଭିନେତ୍ରୀ ମାନେ ଦର୍ଶକଙ୍କ ମନକୁ ଛୁଇଁ ପରିଛନ୍ତି ।

ଅନେକ ଯୁବା କଳାକାର ଏହି ସିରିଏଲ ଜରିଆରେ ଖୁବ ନାମ କମାଉଛନ୍ତି । ଗାଁ ଠୁ ନେଇ ସହର ଯାଏ ସବୁ ଆଡେ ଏହି ସିରିଏଲକୁ ଲୋକେ ଖୁବ ପସନ୍ଦ କରୁଛନ୍ତି । ତେବେ ଆପଣଙ୍କ ମନୋରଞ୍ଜନ କରୁଥିବା ଏହି ନାୟକ ଏବଂ ନାୟିକା ମାନେ ଏହି ସିରିଏଲରେ ଅଭିନୟ କରିବା ପାଇଁ ଗୋଟିଏ ଦିନରେ କେତେ ସାଲାରୀ ନେଉଥିବେ ଆପଣ କେବେ ଭାବିଛନ୍ତି କି ? ଆଜି ଆମେ ଆପଣଙ୍କୁ କହିବୁ ଆପଣଙ୍କ ଏହି ପ୍ରିୟ ଆକ୍ଟର ମାନଙ୍କ ଗୋଟିଏ ଦିନର ସାଲାରୀ କେତେ ।

ଆମ ତାଲିକାରେ ପ୍ରଥମେ ଅଛନ୍ତି ଉର୍ଭି । ଯିଏ କି ‘ସିନ୍ଦୂର ର ଅଧିକାର’ ସିରିଏଲରେ ଇତିଙ୍କ ଭଉଣୀ ଭୂମିକାରେ ଅଭିନୟ କରୁଛନ୍ତି । ଉର୍ଭି ଗୋଟିଏ ଦିନର ଶୁଟିଙ୍ଗ ପାଇଁ ୪୫୦୦ଟଙ୍କା ନିଅନ୍ତି । ଏହାପରେ ଅଛନ୍ତି ମିଠୁ, ଯିଏ ଆରବଙ୍କ ଭାଇ ଭୂମିକାରେ ଅଭିନୟ କରୁଛନ୍ତି । ସେ ଗୋଟେ ଦିନର ଶୁଟିଙ୍ଗ ପାଇଁ ୫୦୦୦ ଟଙ୍କା ନେଇଥାନ୍ତି । ଏହାପରେ ଅଛନ୍ତି ନିକି, ଯିଏ ଏହି ସିରିଏଲରେ ଆରବଙ୍କ ଭଉଣୀ ଭୂମିକାରେ ଅଭିନୟ କରୁଛନ୍ତି । ନିକି ଗୋଟେ ଦିନର ଶୁଟିଙ୍ଗ ପାଇଁ ୩୫୦୦ ଟଙ୍କା ନିଅନ୍ତି ।

ଆପଣ ମାନେ ଏହି ସିରିଏଲରେ କାମ୍ୟାଙ୍କୁ ଖୁବ ସୁନ୍ଦର ଅଭିନୟ କରୁଥିବାର ଦେଖୁଥିବେ । କାମ୍ୟା ଗୋଟିଏ ଦିନ ଶୁଟିଙ୍ଗ ପାଇଁ ୪୫୦୦ ଟଙ୍କା ନିଅନ୍ତି । ଏହାପରେ ଅଛନ୍ତି ଦାମିନୀ, ଯିଏ କି ଆରବଙ୍କ ମା ଭୂମିକାରେ ଖୁବ ସୁନ୍ଦର ଅଭିନୟ କରୁଛନ୍ତି । ସେ ମଧ୍ୟ ଗୋଟିଏ ଦିନର ଶୁଟିଙ୍ଗ ପାଇଁ ନିଅନ୍ତି ୪୫୦୦ ଟଙ୍କା ।  ଏହାପରେ ଆମ ତାଲିକାରେ ଅଛନ୍ତି ଏହି ସିରିଏଲରେ ଆରବଙ୍କ ବାପା ଭୂମିକାରେ ଅଭିନୟ କରୁଥିବା ରଞ୍ଜନ ।

ସେ ଗୋଟିଏ ଦିନର ଶୁଟିଙ୍ଗ ପାଇଁ ୪୦୦୦ ଟଙ୍କା ନିଅନ୍ତି । ଆପଣ ଲାଲିଙ୍କୁ ମଧ୍ୟ ଏହି ସିରିଏଲରେ ଅଭିନୟ କରୁଥିବାର ଦେଖୁଥିବେ । ଲାଲି ଗୋଟିଏ ଦିନର ଶୁଟିଙ୍ଗ ପାଇଁ ୩୦୦୦ ଟଙ୍କା ନିଅନ୍ତି । ତାପରେ ଅଛନ୍ତି ପବିତ୍ରା, ଯିଏ କି ଇତିଙ୍କ ମା ଭୂମିକାରେ ଅଭିନୟ କରନ୍ତି । ସେ ମଧ୍ୟ ଗୋଟିଏ ଦିନର ଶୁଟିଙ୍ଗ ପାଇଁ ନିଅନ୍ତି ୩୦୦୦ ଟଙ୍କା । ସିନ୍ଦୂର ର ଅଧିକାର ସିରିଏଲରେ ମୁଖ୍ୟ ନାୟିକା ଭାବେ ଅଭିନୟ କରୁଥିବା ଇତିଙ୍କୁ ତ ଆପଣ ନିଶ୍ଚୟ ପସନ୍ଦ କରୁଥିବେ । ଇତି ଗୋଟିଏ ଦିନର ଶୁଟିଙ୍ଗ ପାଇଁ ୬୦୦୦ ଟଙ୍କା ନିଅନ୍ତି ।

ଆମ ତାଲିକାରେ ଶେଷରେ ଅଛନ୍ତି ଆରବ, ଯିଏ କି ଏହି ସିରିଏଲରେ ମୁଖ୍ୟ ନାୟକ ଭାବେ ଅଭିନୟ କରୁଛନ୍ତି । ଆରବଙ୍କ ଗୋଟିଏ ଦିନର ସାଲାରୀ ହେଉଛି ୭୦୦୦ ଟଙ୍କା । ଏହି ସିରିଏଲରେ କାହା ଅଭିନୟ ଆପଣଙ୍କୁ ଅଧିକ ପସନ୍ଦ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଏହିପରି ଅପଡେଟ ପାଇବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।