ମାଲଡିଭ୍ସରେ ସ୍ଵୀମିଂ ପୁଲରେ ଗାଧେଇବା ସମୟରେ Rakul Preet ଙ୍କ ଭିଡିଓ ହେଉଛି ଭାଇରାଲ

ବଲିଉଡ ର ଅଭିନେତ୍ରୀ ରକୁଲ ପ୍ରିତ ସିଂ ଏବେ ମାଲଦିଭରେ ଛୁଟି ବିତାଉଛନ୍ତି । ଅଭିନେତ୍ରୀ ମାଲଦିଭରେ ରହି ମଧ୍ୟ ସୋସିଆଲ ମିଡିଆରେ ବହୁତ ଆକ୍ଟିଭ ଅଛନ୍ତି । ସେ ନିଜ ଫୋଟୋ ଏବଂ ଭିଡିଓ ସେୟାର କରି ନିଜ ଫ୍ୟାନ ମାନଙ୍କ ସହିତ ସବୁବେଳେ ଯୋଡ଼ିରହିଛନ୍ତି । ରକୁଲଙ୍କ ଗୋଟେ ଭିଡିଓ ବହୁତ ବେଶି ଭାଇରାଲ ହେବାରେ ଲାଗିଛି । ଯୋଉଥିରେ ସେ ସୁଇମୀଙ୍ଗ ପାଇଁ ସମୁଦ୍ରରେ ଓହ୍ଲାଉଛନ୍ତି ।

ଭିଡ଼ିଓରେ ରକୁଲ ପ୍ରୀତ ବହୁତ ଖୁସି ଦେଖାଯାଉଛନ୍ତି । ରକୁଲ ଙ୍କର ଏହି ଭିଡିଓ ଫିଲ୍ମଫିୟର ନିଜ ଆକାଉଣ୍ଟ ରେ ସେୟାର କରିଛି ଯାହାକୁ ଏବେ ପର୍ଯ୍ୟନ୍ତ ଅଠର ହଜାରରୁ ଅଧିକ ଭିଉଜ ଆସିସରିଲାଣୀ । ଭିଡ଼ିଓରେ ସେ ସମୁଦ୍ରକୁ ସୁଇମିଙ୍ଗ ପାଇଁ ଯାଉଥିବାର ନଜର ଆସିଛନ୍ତି । ସେ ଯିବାବେଳେ କହିଛନ୍ତି କି ପାଣି କେତେ ସୁନ୍ଦର ଦେଖାଯାଉଛି । ଭିଡ଼ିଓରେ ରକୁଲ ଙ୍କ ଷ୍ଟାଇଲ ଏବଂ ଲୁକ ମଧ୍ୟ ବହୁତ ଚର୍ଚ୍ଚାରେ ରହିଛି ।

ସେ ବହୁତ ବେଶି ହଟ ଏବଂ ସେକ୍ସି ଲାଗୁଛନ୍ତି । ତାଙ୍କର ଏହି ବୋଲ୍ଡ ଅନ୍ଦାଜ ଦେଖି ତାଙ୍କ ଫ୍ୟାନସ ମାନେ ମଧ୍ୟ ଫିଦା ହୋଇଯାଇଛନ୍ତି । ଭିଡିଓ ସହିତ ଅଭିନେତ୍ରୀଙ୍କ ଫଟୋ ମଧ୍ୟ ବହୁତ ଚର୍ଚ୍ଚାରେ ରହିଛି । ଫଟୋ ଗୁଡିକରେ ଅଭିନେତ୍ରୀ ବହୁତ ଏଞ୍ଜୟ ଏବଂ ଖୁସି ଥିବାର ଦେଖିବାକୁ ମିଳୁଛି । ରକୁଲ ଙ୍କ ବିଚ ରେ ପୋଜ ଦେଇଥିବା ଫଟୋ ଟି ବହୁତ ବେଶି ଚର୍ଚ୍ଚାରେ ରହିଛି । ଏହି ଫଟୋକୁ ନିଜେ ରକୁଲ ପ୍ରୀତ ନିଜ ସୋସିଆଲ ମିଡିଆ ଆକାଉଣ୍ଟରୁ ସେୟାର କରିଛନ୍ତି ।

ବର୍ତମାନ ପର୍ଯ୍ୟନ୍ତ ୧୦ ଲକ୍ଷରୁ ମଧ୍ୟ ଅଧିକ ଲାଇକ ଆସିସାରିଛି । ରକୁଲ ନିଜର ଏହି ଫଟୋର ଡି ସେପରେ ପୋଜ ଦେଇଥିବା ଦେଖିବାକୁ ମିଳିଛି । ଫଟୋରେ ଲାଇକ ସହିତ କମେଣ୍ଟ ର ମଧ୍ୟ ବର୍ଷା ହେଉଛି । ରକୁଲ ଙ୍କ ଫ୍ଲେକ୍ସିବିଲିଟି ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ରକୁଲ ପ୍ରୀତ ଙ୍କ ଏହି ଫଟୋ ଛଡା ବାକି ସବୁ ଫଟୋ ମଧ୍ୟ ବହୁତ ଚର୍ଚ୍ଚାରେ ଲାଗିଛି । ଏହି ଫଟୋରେ ତାଙ୍କ ଅନ୍ଦାଜ ବହୁତ ସୁନ୍ଦର ଏବଂ ଆକର୍ଷଣୀୟ ।

ନିଜ ଫଟୋରେ ଅଭିନେତ୍ରୀ ନିଜ ଭାଇଙ୍କ ସହିତ ମଧ୍ୟ ଦେଖିବାକୁ ମିଳିଛି । ବିଚରେ ଦୁହେଁ ପୋଜ ଦେଇ ଫଟୋ ଉଠାଇବାର ଦେଖିବାକୁ ମିଳିଛି । ଏହା ଛଡା ରକୁଲ ମଧ୍ୟ ନିଜ ସୋସିଆଲ ମିଡିଆରେ ଅନେକ ଫଟୋ ଛାଡିଛନ୍ତି ଯୋଉଥିରେ ତାଙ୍କର ଲୁକ ଅତୁଳନୀୟ ଲାଗୁଛି । ରକୁଲ ପ୍ରୀତ ନିଜର ଅଭିନୟ କ୍ୟାରିୟର କନଡ ଫିଲ୍ମ ଗିଲି ରୁ ଆରମ୍ଭ କରିଥିଲେ । ଏହା ପରେ ରକୁଲ ବହୁତ ତାମିଲ ଏବଂ ତେଲୁଗୁ ଫିଲ୍ମ ମଧ୍ୟ କରିଛନ୍ତି ।

ଏହା ପରେ ରକୁଲ ବଲିଉଡ ଫିଲ୍ମରେ ମଧ୍ୟ ନିଜର ଜଲ୍ୱା ଦେଖାଇଛନ୍ତି । ସେ ବଲିଉଡ ରେ ନିଜର ଡ଼େବ୍ୟୁ ୨୦୧୨ ରେ ଫିଲ୍ମ ୟାରୀୟାନ ରୁ ଆରମ୍ଭ କରିଥିଲେ । ଏହା ପରେ ରକୁଲ ବଲିଉଡ ରେ ବହୁତ ଭଲ ଭଲ ଫିଲ୍ମ କରିଛନ୍ତି । ରକୁଲ ପ୍ରୀତ ଦେଖିବାକୁ ବହୁତ ସୁନ୍ଦର ଏବଂ ସେ ନିଜ ଅଭିନୟ ଏବଂ ଅନ୍ଦାଜରୁ ସମସ୍ତଙ୍କୁ ଆକର୍ଷିତ କରୁଛନ୍ତି । ସମସ୍ତେ ରକୁଲ ଙ୍କ ଦିୱାନା ଅଟନ୍ତି ।

ତେବେ ଆପଣଙ୍କୁ ରକୁଲ ପ୍ରୀତ କେମିତି ଲାଗନ୍ତି ଆମକୁ ନିଶ୍ଚୟ ଜଣାନ୍ତୁ । ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।