ପ୍ରଥମ ଥର ପାଇଁ ଦେଖନ୍ତୁ ଓଡିଆ ସିରିଏଲ “ଦିବ୍ୟଦୃଷ୍ଟି”ର କଳାକାର ମାନଙ୍କ ପ୍ରକୃତ ବୟସ କେତେ ?

ଓଲିଉଡ ଜଗତରେ ଅଭିନୟ କରୁଥିବା କଳାକାର ମାନେ ନିଜର ସାନଦାର ଅଭିନୟ ପାଇଁ ଦର୍ଶକ ମାନଙ୍କ ହୃଦୟରେ ନିଜ ପାଇଁ ସ୍ଵତନ୍ତ୍ର ସ୍ଥାନ ସୃଷ୍ଟି କରି ପାରାଇଛନ୍ତି ।

ଏହି କଳାକାର ମାନେ କେବେଳ ଅଭିନୟ ପାଇଁ ନୁହେ ବରଂ ନିଜର ଷ୍ଟାଇଲିସ ଅନ୍ଦାଜ, ସୁନ୍ଦରତା, ପର୍ଶନାଲିଟି ପାଇଁ ମଧ୍ୟ ବେଶ ଚର୍ଚ୍ଚାରେ ରହି ଆସିଛନ୍ତି । ବଲିଉଡ ଭଳି ଓଲିଉଡ ଇଣ୍ଡଷ୍ଟ୍ରିରେ ମଧ୍ୟ ଅଭିନୟ କରୁଥିବା ଅଭିନେତା ଓ ଅଭିନେତ୍ରୀ ମାନେ ବହୁତ ଆଗରେ ରହିଛନ୍ତି । ଆଜି ଆମେ ଆପଣ ମାନଙ୍କୁ ଓଡିଆ ମେଗା ଧାରାବାହିକ “ଦିବ୍ୟଦ୍ରୁଷ୍ଟି” ସିରିଏଲରେ ଅଭିନୟ କରୁଥିବା କଳାକାର ମାନଙ୍କର ପ୍ରକୃତ ବୟସ କେତେ ରହିଛି ସେହି ବିଷୟରେ କିଛି ବିଶେଷ କଥା କହିବାକୁ ଯାଉଛୁ ।

ପୁରା ଦେଶରେ ସାର୍ଥକ ଚ୍ଯାନେଲ ବର୍ତ୍ତମାନ ନମ୍ବର ୱାନ ଚ୍ଯାନେଲ ଭାବେ ଆଗେଇ ଚାଲିଛି । ଏଥିରେ ପ୍ରସାରିତ ହେଉଥିବା ପ୍ରତେକଟି ସିରିଏଲ ଗୁଡିକ ବହୁତ ଲୋକପ୍ରିୟ ହୋଇ ପାରିଛି । ସେଥି ମଧ୍ୟରୁ “ଦିବ୍ୟଦ୍ରୁଷ୍ଟି” ସିରିଏଲଟି ଖୁବ ଚର୍ଚ୍ଚାରେ ରହି ଆସିଛି । ଏହି ସିରିଏଲରେ ଅଭିନୟ କରୁଥିବା କଳାକାର ଦିବ୍ୟ ଓ ଦ୍ରୁଷ୍ଟିଙ୍କ ସୁନ୍ଦର ଅଭିନୟ ପାଇଁ ଘରେ ଘରେ ଏହି ସିରିଏଲଟି ଖୁବ ଲୋକପ୍ରିୟ ହୋଇ ପାରିଛି ।

“ଦିପୁ” : “ଦିବ୍ୟଦୃଷ୍ଟି” ସିରିଏଲରେ ଅଭିନେତା ଦିପୁ ଦିବ୍ୟଙ୍କର ଭାଇ ଭୂମିକାରେ ନଜର ଆସୁଛନ୍ତି । ଦିପୁଙ୍କର ପ୍ରକୃତ ବୟସ ହେଉଛି ୨୪ ବର୍ଷ ଅଟେ ।

“ସଞ୍ଜୁକ୍ତା” : “ଦିବ୍ୟଦୃଷ୍ଟି” ସିରିଏଲରେ ଦିବ୍ୟାଙ୍କ ମା ଭୂମିକରେ ସଞ୍ଜୁକ୍ତା ଅଭିନୟ କରୁଛନ୍ତି । ତାଙ୍କର ପ୍ରକୃତ ବୟସ ହେଉଛି ୪୮ ବର୍ଷ ଅଟେ ।

“ଦିବ୍ୟ” : ଏହି ସିରିଏଲରେ ଦିବ୍ୟ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି । ତାଙ୍କର ପ୍ରକୃତ ବୟସ ହେଉଛି ୨୪ ବର୍ଷ ଅଟେ ।

“ଜେଜେମା” : ଏହି ସିରିଏଲରେ ଜେଜେମା ଭୂମିକାରେ ଅଭିନୟ କରୁଥିବା ଅଭିନେତ୍ରୀଙ୍କର ପ୍ରକୃତ ବୟସ ହେଉଛି ୬୨ ବର୍ଷ ଅଟେ ।

“ଜ୍ୟାସମୀନ” : ଏହି ସିରିଏଲରେ ଦିବ୍ୟଙ୍କର ପ୍ରେମିକା ଭୂମିକରେ ଜ୍ୟାସମୀନ ଅଭିନୟ କରୁଛନ୍ତି । ତାଙ୍କର ପ୍ରକୃତ ବୟସ ହେଉଛି ୨୩ ବର୍ଷ ଅଟେ ।

“ତାପସ” : ଏହି ସିରିଏଲରେ ଦିବ୍ୟଙ୍କର ପିତାଙ୍କ ଭୂମିକରେ ତାପସ ଅଭିନୟ କରୁଛନ୍ତି । ତାଙ୍କର ପ୍ରକୃତ ବୟସ ହେଉଛି ୫୩ ବର୍ଷ ଅଟେ ।

“ଦ୍ରୁଷ୍ଟି” : ଏହି ସିରିଏଲରେ ମୁଖ୍ୟ ଅଭିନେତ୍ରୀ ଭାବେ ଦ୍ରୁଷ୍ଟି ଅଭିନୟ କରୁଛନ୍ତି । ତାଙ୍କର ପ୍ରକୃତ ବୟସ ହେଉଛି ୧୮ ବର୍ଷ ଅଟେ ।

“ସୁନନ୍ଦା” : ଏହି ସିରିଏଲରେ ଦ୍ରୁଷ୍ଟିଙ୍କର ବଡ ଜା ଭୂମିକରେ ସୁନନ୍ଦା ଅଭିନୟ କରୁଛନ୍ତି । ତାଙ୍କର ପ୍ରକୃତ ବୟସ ହେଉଛି ୨୭ ବର୍ଷ ଅଟେ ।

“ପ୍ରତିମା” : ଏହି ସିରିଏଲରେ ଦିବ୍ୟଙ୍କର ଖୁଡୀ ଭୂମିକରେ ପ୍ରତିମା ନଜର ଆସୁଛନ୍ତି । ତାଙ୍କର ପ୍ରକୃତ ବୟସ ହେଉଛି ୩୫ ବର୍ଷ ଅଟେ ।

“ପିକୁ” : ଏହି ସିରିଏଲରେ ଦିବ୍ୟଙ୍କର ଭାଇ ଭୂମିକରେ ପିକୁ ଅଭିନୟ କରିଛନ୍ତି ।  ତାଙ୍କର ପ୍ରକୃତ ବୟସ ହେଉଛି ୨୫ ବର୍ଷ ଅଟେ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ