30 ପାର କରି ସାରିଥିବା TV ର ଏହି 5 ଜଣ Actress ସ୍କୁଲ ୟୁନିଫର୍ମ ରେ ଲାଗନ୍ତି ବିଲକୁଲ ଛୋଟ ପିଲାଙ୍କ ପରି, 5 ନମ୍ବର Actress ତ ଲାଗନ୍ତି ସବୁଠୁ ଅଧିକ କ୍ୟୁଟ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଟିଭି ସିରିଆଲ ରେ ଅଭିନୟ କରୁଥିବା ଅଭିନେତ୍ରୀ ମାନଙ୍କୁ ଦିନେ ନା ଦିନେ ୟୁନିଫର୍ମ ପିନ୍ଧିବାକୁ ପଡ଼ିଥାଏ । ତାଙ୍କୁ ବେଳେବେଳେ ଏଭଳି ରୋଲ କରିବାକୁ ପଡ଼େ ଯେଉଁଥିରେ ସେମାନେ ୟୁନିଫର୍ମ ପିନ୍ଧିଥାନ୍ତି ଏବଂ ୟୁନିଫର୍ମ ରେ ଅଭିନେତ୍ରୀ ମାନେ ଖୁବ ସୁନ୍ଦର ଏବଂ କ୍ୟୁଟ ଦେଖାଯାଆନ୍ତି । ଯଦିଓ ଅଭିନେତ୍ରୀ ମାନେ ସମସ୍ତ ଗେଟଅପ ରେ ସୁନ୍ଦର ଦେଖା ଯାଆନ୍ତି । କିନ୍ତୁ ୟୁନିଫର୍ମ ପିନ୍ଧିବା ଦ୍ୱାରା ସେମାନେ ଅଧିକ ସୁନ୍ଦର ଓ କ୍ୟୁଟ ଦେଖାଯାଆନ୍ତି ଏବଂ ୟୁନିଫର୍ମ ରେ ସେମାନେ କୌଣସି ଛୋଟ ଛୁଆ ଙ୍କ ଠାରୁ ମଧ୍ୟ କମ ଦେଖା ଯାଆନ୍ତି ନାହିଁ ।

ତେବେ ଆଜି ଆମେ ଆପଣ ମାନଙ୍କୁ କିଛି ଏଭଳି ଅଭିନେତ୍ରୀ ମାନଙ୍କ ସମ୍ବନ୍ଧରେ କହିବୁ ଯେଉଁମାନେ ୟୁନିଫର୍ମ ରେ ବହୁତ ସୁନ୍ଦର ଏବଂ ଛୋଟ ଛୁଆ ଙ୍କ ଭଳି କ୍ୟୁଟ ଦେଖା ଯାଆନ୍ତି । ତେବେ ଆସନ୍ତୁ ଜାଣିବା ସେହି ଅଭିନେତ୍ରୀ ମାନଙ୍କ ସମ୍ବନ୍ଧରେ ।

ଦିବ୍ୟଙ୍କା ତ୍ରିପାଠୀ- ବର୍ତ୍ତମାନ ସମୟରେ ଅଭିନେତ୍ରୀ ‘ଦିବ୍ୟଙ୍କା ତ୍ରିପାଠୀ’ ଙ୍କୁ ‘ଦ ଭଏସ’ ସୋ ରେ ଆଙ୍କର ରୂପରେ ଦେଖିବାକୁ ମିଳୁଛି । ସେ ଟିଭି ସିରିଆଲ ‘ୟେ ହେ ମୋହବତେ’ ରେ ‘ଇସୀତା’ ନାମକ ଚରିତ୍ର ରେ ଅଭିନୟ କରି ବେଶ ଲୋକପ୍ରିୟତା ହାସଲ କରିଥିଲେ । ଆପଣ ମାନେ ଏହି ଫଟୋ ମାଧ୍ୟମରେ ଦେଖି ପାରୁଥିବେ ଯେ, ଅଭିନେତ୍ରୀ ଦିବ୍ୟଙ୍କା ତ୍ରିପାଠୀ ସ୍କୁଲ ୟୁନିଫର୍ମ ରେ କେତେ କ୍ୟୁଟ ଦେଖା ଯାଉଛନ୍ତି ।

ଅଙ୍କିତା ଶର୍ମା- କିଛି ସମୟ ପୂର୍ବରୁ ନେହା କକ୍କର ଏବଂ ଟୋନି କକ୍କର ଙ୍କ ଏକ ଗୀତ ‘କୁଛ କୁଛ’ ରେ ଅଭିନେତ୍ରୀ ଅଙ୍କିତା ଶର୍ମା ସ୍କୁଲ ୟୁନିଫର୍ମ ରେ ପଫର୍ମ କରିଥିଲେ । ଏହି ଅଭିନେତ୍ରୀ ଙ୍କୁ ଟିଭି ସିରିଆଲ ‘ଶୃଙ୍ଗାର ଏକ ସ୍ୱାଭିମାନ’ ଏବଂ ‘ଲାଞ୍ଜବନ୍ତି’ ରେ ଅଭିନୟ କରିଥିବାର ଦେଖିବାକୁ ମିଳେ । ଅଙ୍କିତା ସ୍କୁଲ ୟୁନିଫର୍ମ ରେ ଜଣେ ସ୍କୁଲ ଗୋଇଂଗ ଗାର୍ଲ ଭଳି ଦେଖା ଯାଉଛନ୍ତି ।

ସନାୟା ଇରାନୀ- ଅଭିନେତ୍ରୀ ସନାୟା ଇରାନୀ ଛୋଟ ପରଦାର ଜଣେ ପ୍ରସିଦ୍ଧ ଅଭିନେତ୍ରୀ ଅଟନ୍ତି । ତାଙ୍କୁ ଟିଭି ସିରିଆଲ ‘ଇସ ପ୍ୟାର କୋ କ୍ୟା ନାମ୍ ଦୁଂ’, ‘ମିଲେ ଜବ ହମ ତୁମ’, ‘ରଙ୍ଗ ରସିୟା’ ରେ ଦେଖିବାକୁ ମିଳିଥିଲା । ଏହି ଅଭିନେତ୍ରୀ ଜଣକ ଅଭିନେତା ‘ମୋହିତ ସହଗଲ’ ଙ୍କୁ ବିବାହ କରିଛନ୍ତି । ଏହି ଫଟୋ ମାଧ୍ୟମରେ ଆପଣ ଦେଖି ପାରୁଥିବେ ଯେ, ସନାୟା କେତେ ସୁନ୍ଦର ଏବଂ କ୍ୟୁଟ ଦେଖା ଯାଉଛନ୍ତି ।

କୃତିକା କାମରା- ଟିଭି ସିରିଆଲ ଇଣ୍ଡଷ୍ଟ୍ରୀ ର ପ୍ରସିଦ୍ଧ ଅଭିନେତ୍ରୀ ‘କୃତିକା କାମରା’ ଫିଲ୍ମ ‘ମିତ୍ରୋ’ ରେ ଡେବ୍ୟୁ କରିଥିଲେ । ଏକ ସମୟ ଥିଲା ଯେବେ ତାଙ୍କର ଏବଂ ଅଭିନେତା ‘କରନ କୁନ୍ଦ୍ରା’ ଙ୍କ ଆଫେୟାର ଚର୍ଚ୍ଚା ର ବିଷୟ ହୋଇଥିଲା । କିନ୍ତୁ କୌଣସି କାରଣରୁ ଏହି ଯୋଡ଼ିଙ୍କ ବ୍ରେକଅପ୍ ହୋଇଯାଇଥିଲା । ଆପଣ ମାନେ ଅଭିନେତ୍ରୀ କୃତିକା କାମରା ଙ୍କୁ ଏହି ଫଟୋ ମାଧ୍ୟମରେ ଦେଖି ପାରୁଥିବେ ଯେଉଁଥିରେ ସେ ବହୁତ କ୍ୟୁଟ ଏବଂ ଛୋଟ ଛୁଆ ଙ୍କ ଭଳି ଦେଖା ଯାଉଛନ୍ତି ।

ଜନ୍ନତ ଜୁବେର- ଅଭିନେତ୍ରୀ ‘ଜନ୍ନତ ଜୁବେର’ ବର୍ତ୍ତମାନ ନିଜର ଅଭିନୟ କ୍ୟାରିଅର କୁ ଜାରି ରଖି ନିଜର ଦ୍ଵାଦଶ ପାଠପଢା ମଧ୍ୟ କରୁଛନ୍ତି । ସେ ଖୁବ କମ ବୟସରେ ଅଭିନୟ ଦୁନିଆରେ ପାଦ ରଖିଥିଲେ । ତାଙ୍କୁ ଟିଭି ସିରିଆଲ ‘ତୁ ଆସିକି’ ରେ ଲିଡ଼ ରୋଲ ରୂପରେ ଦେଖିବାକୁ ମିଳିଥିଲା । ଆପଣ ମାନେ ଏହି ଫଟୋ ମାଧ୍ୟମରେ ଦେଖି ପାରୁଥିବେ ଯେ ଏହି ଅଭିନେତ୍ରୀ ସ୍କୁଲ ୟୁନିଫର୍ମ ରେ ଅବିକଳ ଛୋଟ ଛୁଆ ଙ୍କ ଭଳି ଦେଖା ଯାଉଛନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।