ଜୀବନ ସାଥି ସିରିଏଲ ର ଅଭିନେତ୍ରୀ ଜେସୀ (Jessy Samal) ଙ୍କ ଜୀବନୀ ଓ ପରିବାର ଆଗରୁ ଦେଖି ନ ଥିବେ

ଓଲିଉଡ ଜଗତରେ ଅଭିନୟ କରୁଥିବା କଳକାର ମାନେ ନିଜର ସାନଦାର ପର୍ଫୋମାଂସ ପାଇଁ ଆଜି ଦର୍ଶକ ମାନକ ହୃଦୟରେ ନିଜ ପାଇଁ ଅଲଗା ଜାଗା ସୃସ୍ତୁୟ କରିପାରିଛନ୍ତି ।

ସେମାନେ ନିଜର ଷ୍ଟାଇଲ, ଲୁକ, ବ୍ୟକ୍ତିତ୍ବ ପାଇଁ ମଧ୍ୟ ଖୁବ ଚର୍ଚ୍ଚାରେ ରହିଥାନ୍ତି । ଟିଭି ଇଣ୍ଡଷ୍ଟ୍ରିରେ କାମ କରୁଥିବା ଅଭିନେତା ଓ ଅଭିନେତ୍ରୀ ମାନେ ନିଜର ଜବରଦସ୍ତ ଅଭିନୟ ପାଇଁ ଖୁବ ଲୋକପ୍ରିୟ ହୋଇ ପାରିଛନ୍ତି । ସେମାନେ ବଲିଉଡର କଳାକାର ମାନଙ୍କ ଠାରୁ କିଛି କମ ନୁହନ୍ତି । ଆଜି ଆମେ ଆପଣ ମାନଙ୍କୁ “ତୁ ମୋ ଜୀବନ ସାଥୀ” ସିରିଏଲରେ ଅଭିନୟ କରୁଥିବା ଜେସୀଙ୍କ ଲାଇଫ ଷ୍ଟାଇଲ ଓ ପରିବାର ବିଷୟରେ ସଂକ୍ଷିପ୍ତ ବିବରଣୀ ଦେବାକୁ ଯାଉଛୁ ।

ଟିଭି ଜଗତରେ ସାର୍ଥକ ଚ୍ୟାନେଲରେ ପ୍ରସାରିତ ହେଉଥିବା “ତୁ ମୋ ଜୀବନ ସାଥୀ” ସିରିଏଲରେ ଅଭିନୟ କରୁଥିବା କଳାକାର ମାନେ ନିଜର ଜବରଦସ୍ତ ଅଭିନୟ ପାଇଁ ନିଜର ସ୍ଵତନ୍ତ୍ର ସ୍ଥାନ ପୁରା ଟିଭି ଇଣ୍ଡଷ୍ଟ୍ରିରେ ସୃଷ୍ଟି କରି ପାରିଛନ୍ତି ।

ଏହି ସିରିଏଲରେ ମୁଖ୍ୟ ଭୁମିକାରେ ଭକ୍ତି ଚରିତ୍ରରେ ଅଭିନୟ କରୁଥିବା ଅଭିନେତ୍ରୀ ଜେସୀଙ୍କୁ କିଏ ନ ଜାଣିଛନ୍ତି । ସେ ତାଙ୍କର ସାନଦାର ପର୍ଫୋମାଂସ ପାଇଁ ଆଜିକା ଡେଟରେ ଖୁବ ଫ୍ୟାମସ ହୋଇ ପାରିଛନ୍ତି । ସେ ଦେଖିବାକୁ ଯେତିକି ସୁନ୍ଦର ତାଙ୍କର ବ୍ୟବହାର ମଧ୍ୟ ସେତିକି ସୁଶୀଳ ଅଟେ । ତାଙ୍କର ଜବରଦସ୍ତ ଅଭିନୟ ପାଇଁ “ତୁ ମୋ ଜୀବନ ସାଥୀ” ସିରିଏଲଟି ସାର୍ଥକ ଚ୍ୟାନେଲରେ ନମ୍ବର ୱାନ ସିରିଏଲ ଭାବେ ବିବେଚନା କରା ଯାଉଛି ।

ଲୋକ ମାନେ ମଧ୍ୟ ଏହି ସିରିଏଲ ଦେଖିବା ପାଇଁ ଅଧିକ ମାତ୍ରାରେ ପସନ୍ଦ କରୁଛନ୍ତି । ଭକ୍ତି ବା ଜେସୀ ନିଜ ଅଭିନୟ ବଳରେ ଦର୍ଶକ ମାନଙ୍କୁ ବାନ୍ଧି ରଖିଛନ୍ତି । ସେ ଏହି ସିରିଏଲ କରିବା ପୂର୍ବରୁ “ତୋ ଅଗଣାର ତୁଳସୀ ମୁଁ” ସିରିଏଲରେ ସାନଦାରର ଅଭିନୟ କରି ଖୁବ ଲୋକପ୍ରିୟ ହୋଇ ପାରିଛନ୍ତି । ସେ ବର୍ତ୍ତମାନ ଭୁବନେଶ୍ବରରେ ରହୁଛନ୍ତି । ତାଙ୍କ ପରିବାରରେ ତାଙ୍କ ମାଙ୍କ ବ୍ଯତୀତ ତାଙ୍କର ଜଣେ ଭାଇ ଓ ଭଉଣୀ ଅଛନ୍ତି ଯାହା ସହ ଜେସୀ ଅଧିକ ସମୟ ସ୍ପେନ୍ଡ କରିବାକୁ ପସନ୍ଦ କରନ୍ତି ।

ସେ ତାଙ୍କର ଅଭିନୟ ପାଇଁ ଖୁବ କମ ସମୟରେ ଦର୍ଶକ ମାନଙ୍କ ହୃଦୟରେ ନିଜ ପାଇଁ ଘର କରି ପାରିଛନ୍ତି । ସମୟ ମିଳିଲେ ଜେସୀ ନିଜ ପରିବାର ଲୋକଙ୍କ ସହ ହସ ଖୁସିରେ ସମୟ ଅତିବାହିତ କରନ୍ତି । ଏହି ସିରିଏଲରେ ତାଙ୍କର ଓ  ମୁଖ୍ୟ ଚରିତ୍ରରେ ଅଭିନୟ କରୁଥିବା ଆଦିଙ୍କ ସହ ତାଙ୍କ ଯୋଡିକୁ ଖୁବ ଲୋକପ୍ରିୟ ମିଳି ପାରିଛି । ଏହି ସିରିଏଲରେ ଆଦି ଓ ଜେସୀଙ୍କ ସମ୍ପର୍କ ଖୁବ ମନୋଲୋଭା ଅଟେ ଯାହା ହୃଦୟକୁ ଛୁଇଁ ଥାଏ ।

ବନ୍ଧୁଗଣ ଆଶା କରୁଛୁ ଆପଣ ମାନଙ୍କୁ ଅଭିନେତ୍ରୀ ଜେସୀଙ୍କର ଅଭିନୟ ଖୁବ ପସନ୍ଦ ଆସୁଥିବ । ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ