29 September ରୁ ବଦଳିବ ଶନିଙ୍କ ଚଳନ, 5 ରାଶିକୁ ମିଳିବ ଖୁସି ଖବର ତ 7 ଜଣଙ୍କୁ ମିଳିବ ଖରାପ ଖବର! ଜାଣନ୍ତୁ ନିଜର ସ୍ଥିତି

ଅକ୍ଟୋବର ମାସ କିଛି ରାଶିମାନଙ୍କ ପାଇଁ ଅତ୍ୟନ୍ତ ଶୁଭ ହେବାକୁ ଯାଉଛି । ସେପ୍ଟେମ୍ବର ମାସର ୨୯ ତାରିଖରେ ଶନି ନିଜର ଜାଗା ବଦଳାଇବେ। ଗ୍ରହ ନକ୍ଷତ୍ର ଙ୍କ ଗତି ପରିବର୍ତ୍ତନ ର ପ୍ରଭାବ ଜାତକ ଉପରେ ପଡ଼ିଥାଏ। କିଛି ରାଶି ଉପରେ ଭଲ ପ୍ରଭାବ ପଡିଥାଏ ତ କିଛି ରାଶି ଉପରେ ଖରାପ ପ୍ରଭାବ ପଡ଼ିଥାଏ । ଶନିଙ୍କ ଗତି ପରିବର୍ତ୍ତନ କାରଣରୁ ୫ ଟି ରାଶି ଉପରେ ଭଲ ପ୍ରଭାବ ପଡିଛି ଏବଂ ୭ ଟି ରାଶି ଉପରେ ଖରାପ ପ୍ରଭାବ ପଡିଛି । ତେବେ ଚାଲନ୍ତୁ ଜାଣିବା ସେହି ରାଶି ମାନଙ୍କ ବିଷୟରେ।

ମେଷ ରାଶି

ଶନିଙ୍କ ଗତି ପରିବର୍ତ୍ତନ କାରଣରୁ ଏହି ରାଶିର ବ୍ୟକ୍ତି ମାନଙ୍କ ଉପରେ ଖରାପ ପ୍ରଭାବ ପଡ଼ିବ। ଆପଣଙ୍କୁ ବହୁତ ଚିନ୍ତା ଘେରି ରହିବ।ଆପଣଙ୍କ ସମସ୍ୟା ବଢ଼ିବାରେ ଲାଗିବ।ବାହାର ଲୋକଙ୍କ ସହିତ ଝଗଡ଼ା କରିପାରନ୍ତି।ଆର୍ଥିକ ସମସ୍ୟା ଦେଖା ଯିବ।

ବୃଷ ରାଶି

ଶନିଙ୍କ ଗତି ପରିବର୍ତ୍ତନ କାରଣରୁ ଏହି ରାଶିର ବ୍ୟକ୍ତି ମାନଙ୍କ ଉପରେ ଖରାପ ପ୍ରଭାବ ପଡ଼ିବ।ଆପଣଙ୍କ ସବୁ କାର୍ଯ୍ୟ ଅସଫଳ ହେବ।ଆପଣଙ୍କୁ ସବୁ କ୍ଷେତ୍ରରେ ଅସମ୍ମାନ ମିଳିବ।ପାରିବାରିକ ଅଶାନ୍ତି ଦେଖାଯିବ।

ମିଥୁନ ରାଶି

ଶନିଙ୍କ ଗତି ପରିବର୍ତ୍ତନ କାରଣରୁ ଏହି ରାଶିର ବ୍ୟକ୍ତି ମାନଙ୍କ ଉପରେ ବହୁତ ଭଲ ପ୍ରଭାବ ପଡ଼ିବ। ସମ୍ପର୍କରେ ଥିବା ସବୁ ସମସ୍ୟା ଦୂର ହେବ। ବାହାନ କିଣିବାର ଯୋଗ ରହିଛି।ଆପଣଙ୍କର ସବୁ ଚିନ୍ତା ଦୁର ହେବ।ଆପଣଙ୍କ ଆଗାମୀ ସମୟ ଆନନ୍ଦମୟ ରହିବ।ଧନ ବର୍ଷା ହେବାକୁ ଯାଉଛି।ପରିବାରରେ ସୁଖ ଶାନ୍ତି ମିଳିବ।

କର୍କଟ ରାଶି

କର୍କଟ ରାଶିର ସ୍ବାମୀ ଚନ୍ଦ୍ରମା ଅଟନ୍ତି। ତେଣୁ ଶନିଙ୍କ ଗତି ପରିବର୍ତ୍ତନ କାରଣରୁ ଏହି ରାଶିର ବ୍ୟକ୍ତି ମାନଙ୍କ ପାଇଁ ଅତ୍ୟନ୍ତ ଭଲ ରହିଛି । ଆପଣଙ୍କୁ ସବୁ କାର୍ଯ୍ୟରେ ସଫଳତା ମିଳିବ। ଧନ ପ୍ରାପ୍ତି ହେବ।ଜୀବନରେ ବହୁତ ଆଗକୁ ବଢ଼ିବେ। ଆଗାମୀ ସମୟ ସୁଖମୟ ହେବ।

ସିଂହ ରାଶି

ଗ୍ରହ ପରିବର୍ତ୍ତନ କାରଣରୁ ଏହି ରାଶିର ବ୍ୟକ୍ତି ମାନଙ୍କ ପାଇଁ ଏହା ଅତ୍ୟନ୍ତ ଖରାପ ଅଟେ।ଆପଣଙ୍କୁ ସବୁ କାର୍ଯ୍ୟରେ ଅସଫଳତା ପ୍ରାପ୍ତି ହେବ।ବ୍ୟାପାରରେ କ୍ଷତିରେ ପଡିପାରନ୍ତି।ଧନ ହାନି ହେବାର ସମ୍ଭାବନା ରହିଛି।ପରିବାରରେ ଅଶାନ୍ତି ଲାଗିରହିବ।

କନ୍ୟା ରାଶି

ଏହି ରାଶିର ବ୍ୟକ୍ତି ମାନଙ୍କ ପାଇଁ ଗ୍ରହ ପରିବର୍ତ୍ତନ ଅତ୍ୟନ୍ତ ଶୁଭ ରହିଛି।ଆପଣଙ୍କର ଅଟକି ରହିଥିବା ସବୁ କାମ ପୁରଣ ହେବ।ବହୁତ ଧନ ପ୍ରାପ୍ତି କରିବେ।ପାରିବାରିକ ସୁଖ ଶାନ୍ତି ଫେରି ପାଇବେ।ପ୍ରେମ ସମ୍ପର୍କରେ ଆଗକୁ ବଢ଼ିବେ।ସାମାଜିକ କ୍ଷେତ୍ରରେ ମାନ ସମ୍ମାନ ମିଳିବ।

ତୁଳା ରାଶି

ଗ୍ରହ ନକ୍ଷେତ୍ର ପରିବର୍ତ୍ତନ ପାଇଁ ଏହି ରାଶର ବ୍ୟକ୍ତି ମାନଙ୍କ ଉପରେ ଖରାପ ପ୍ରଭାବ ପଡ଼ିବ।ପାରିବାରିକ ଜୀବନରେ ଅଶାନ୍ତି ଲାଗି ରହିବ।ସ୍ବାସ୍ଥ୍ୟ ସମସ୍ୟା ଦେଖା ଦେବ।ବ୍ୟାପାରରେ କ୍ଷତିରେ ପଡିବେ।ବାହାନ କିମ୍ବା ଘର କିଣନ୍ତୁ ନାହିଁ।

ବିଛା ରାଶି

ଗ୍ରହ ମାନଙ୍କ ପରିଚାଳନା ଏହି ରାଶି ପାଇଁ ଶୁଭ ଅଟେ।ଆପଣଙ୍କୁ ବ୍ୟାପାରରେ ଲାଭ ହେବ।ଆର୍ଥିକ ସ୍ଥିତି ରେ ସୁଧାର ଆସିବ।ବିବାହର ଯୋଗ ରହିଛି।ଆପଣଙ୍କ ସବୁ ସମସ୍ୟା ଦୂର ହେବ।

ଧନୁ ରାଶି

ଗ୍ରହ ମାନଙ୍କ ପରିଚାଳନା ଏହି ରାଶି ମାନଙ୍କ ପାଇଁ ସୁଭଦାୟକ ରହିବ।ଆପଣଙ୍କୁ ବହୁତ ବଡ଼ ଖୁସି ଖବର ମିଳିବ।ଆପଣଙ୍କ ସବୁ ଚିନ୍ତା ଦୁର ହେବ।ଧନ ପ୍ରାପ୍ତି ହେବାର ସମ୍ଭାବନା ରହିଛି।ଚାକିରି ମିଳିବାର ଯୋଗ ରହିଛି। ଆଗାମୀ ସମୟ ଆନନ୍ଦମୟ ହେବାକୁ ଯାଉଛି।

ମକର ରାଶି

ଶନିଙ୍କ ଗତି ପରିବର୍ତ୍ତନ କାରଣରୁ ଏହି ରାଶିର ବ୍ୟକ୍ତି ମାନଙ୍କ ଉପରେ ଖରାପ ପ୍ରଭାବ ପଡ଼ିବ।ଆପଣଙ୍କୁ ପାରିବାରିକ କଳହ ଦେଖିବାକୁ ପଡ଼ିବ।ଦୂର ଯାତ୍ରା କରନ୍ତୁ ନାହିଁ।ଝଗଡ଼ା ଠାରୁ ଦୂରେଇ ରୁହନ୍ତୁ।ସ୍ବାସ୍ଥ୍ୟ ପ୍ରତି ସତର୍କ ରୁହନ୍ତୁ।

କୁମ୍ଭ ରାଶି

ଗ୍ରହ ପରିବର୍ତ୍ତନ ଏହି ରାଶିର ବ୍ୟକ୍ତି ମାନଙ୍କ ପାଇଁ ଅତ୍ୟନ୍ତ ସୁଭଦାୟକ ରହିବ।ଆପଣଙ୍କୁ ସବୁ କ୍ଷେତ୍ରରେ ସମ୍ମାନ ମିଳିବ ସହ ସଫଳତା ମଧ୍ୟ ମିଳିବ।ଆପଣଙ୍କ ସବୁ ସମସ୍ୟା ଦୂର ହେବ।ଅଟକି ଥିବା କାମ ପୁରଣ ହେବ।ବ୍ୟବସାୟରେ ବହୁତ ଉନ୍ନତି କରିବେ।ପ୍ରଚୁର ଧନ ପ୍ରାପ୍ତି ପାରିବେ।ବୈବାହିକ ଜୀବନ ସୁଖମୟ ରହିବ।

ମୀନ ରାଶି

ଶନିଙ୍କ ଗ୍ରହ ପରିବର୍ତ୍ତନ କାରଣରୁ ଏହି ରାଶିର ବ୍ୟକ୍ତି ମାନଙ୍କ ଉପରେ ଖରାପ ପ୍ରଭାବ ପଡ଼ିବ।ସବୁ ସମସ୍ୟା କୁ ସାମ୍ନା କରିବାକୁ ପଡ଼ିବ।ସାମାଜିକ କ୍ଷେତ୍ରରେ ଅସମ୍ମାନ ମିଳିବାର ସମ୍ଭାବନା ଅଛି।ଧନ ହାନି ହେବାର ଯୋଗ ରହିଛି।ପାରିବାରିକ କଳହ ଠାରୁ ଦୁରେଇ ରୁହନ୍ତୁ।ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ।

ଏହା ଥିଲା ସେହି ରାଶି ଗୁଡ଼ିକ ଯାହା ଉପରେ ଶନିଙ୍କ ଗତି ପରିବର୍ତ୍ତନ କାରଣରୁ ପ୍ରଭାବ ପଡ଼ିବ,ତେବେ ଆପଣଙ୍କ ରାଶି କଣ ଆମକୁ କମ୍ମେନ୍ଟ ରେ ଲେଖି ଜାଣନ୍ତୁ ଏବଂ ଆମ ପେଜ କୁ ଲାଇକ କରନ୍ତୁ।