ଦୁନିଆର ସବୁଠୁ ଶକ୍ତିଶାଳୀ ସେନାମାନଙ୍କ ମଧ୍ୟରେ ଭାରତ ରହିଛି ଏହି ନମ୍ବରରେ, ଜାଣିଲେ ଗର୍ବ କରିବେ, ପାକିସ୍ତାନ ଭାରତର ଆଖପାଖରେ ବି ନାହିଁ

ଭାରତୀୟ ସେନା ଗତ କିଛି ସମୟ ହେବ ପ୍ରଶଂସନୀୟ କାମ କରୁଛନ୍ତି । ଗତ କିଛି ମାସରେ ଭାରତୀୟ ସେନା ଏମିତି କିଛି କାମ କରି ଦେଖାଇଛନ୍ତି, ଯାହା ଦ୍ଵାରା ପୁରା ଦୁନିଆରେ ଭାରତର ପ୍ରଶଂସା କରା ଯାଉଛି । କିନ୍ତୁ ଏଥର କିଛି ଏମିତି ହେଲା କି ଭାରତୀୟଙ୍କର ଛାତି ଗର୍ବରେ ଫୁଲିଯିବ । ଦୁନିଆର ସବୁଠୁ ଶକ୍ତିଶାଳୀ ସେନା ମାନଙ୍କ ମଧ୍ୟରେ ବାଜିଲା ଭାରତର ଡଙ୍କା, ଏହି ଲିସ୍ଟରେ ପାକିସ୍ତାନର ନାମ ବି ନାହିଁ ।

ଦୁନିଆର ସବୁଠୁ ଶକ୍ତିଶାଳୀ ସେନାମାନଙ୍କ ମଧ୍ୟରେ ଏହିଭଳି ରହିଛି ଭାରତର ନାଁ

ଦୁନିଆରେ ସର୍ବାଧିକ ଶକ୍ତିଶାଳୀ ସେନାମାନଙ୍କ ମଧ୍ୟରେ ଭାରତୀୟ ସେନା ଚତୁର୍ଥ ସ୍ଥାନରେ ଅଛନ୍ତି । ଏହି ସୂଚୀରେ ପାକିସ୍ତାନୀ ସେନାକୁ ୧୫ତମ ସ୍ଥାନରେ ରଖା ଯାଇଛି । ଗ୍ଲୋବଲ ଫାୟରପାୱର୍ସ ୨୦୧୯ ର ସୈନ୍ୟ ସମ୍ବନ୍ଧିତ ରିପୋର୍ଟ ସାମନାକୁ ଆସିଛି କି ବିଶ୍ଵର ସର୍ବାଧିକ ଶକ୍ତିଶାଲୀ ସେନାମାନଙ୍କ ମଧ୍ୟରେ ପ୍ରଥମ ସ୍ଥାନ ଉପରେ ଆମେରିକା ସେନାର ନାମ ଅଛି । ଦ୍ଵିତୀୟ ନମ୍ବର ଉପରେ ରୁସ ଓ ତୃତୀୟରେ ଚୀନ ର ନାମ ଅଛି ।

ଭାରତର ସ୍ଥାନ ଚତୁର୍ଥ ସ୍ଥାନରେ ଅଛି । ରିପୋର୍ଟରେ କୁହାଯାଇଛି କି ଗ୍ଲୋବଲ ଫାୟର ପାୱରର ସୂଚୀରେ ୧୩୭ଟି ଦେଶର ସେନାମାନଙ୍କୁ ସାମିଲ କରାଯାଇଛି । ଏମାନଙ୍କର ରୈଂକିଂଗ ଏମାନଙ୍କ ପାଖରେ ଥିବା ହଥିୟାର ଓ ସୈନିକମାନଙ୍କର ସଂଖ୍ୟାକୁ ନେଇ କରାଯାଇ ନାହିଁ । ଏହା ଛଡା ଏହି ସୂଚନାକୁ ଏହିଭଳି କରାଯାଇଛି କି ହଥିୟାର କେତେ ପ୍ରକାରର ଅଛି, ସେନାର ଶ୍ରମଶକ୍ତି କେତେ ଅଟେ, ସେହି ଦେଶର ଜନସଂଖ୍ୟା, ଭୂଗୋଳ ଓ ବିକାଶ ସଂଦର୍ଭରେ ସୈନ୍ୟ ଶକ୍ତିର କଣ ସ୍ୱରୂପ ଅଛି ଓ ରୈଂକିଂଗ ରେ ପରମାଣୁ ହଥିଯାର ସଂପନ୍ନ ଦେଶମାନଙ୍କୁ ବୋନସ ଅଙ୍କ ମିଳିଛି ।

ବିଭିନ୍ନ ମାନଦଣ୍ଡ ଆଧାରରେ ସର୍ବାଧିକ ୨୫ ଟି ଶକ୍ତିଶାଳୀ ସେନାମାନଙ୍କର ସୂଚୀ ପ୍ରସ୍ତୁତ କରାଯାଇଛି । ରୈଂକିଂଗ ଅନୁସାର ଭାରତ ପାଖରେ ୩୪୬୨୫୦୦ ସୈନ୍ୟ କର୍ମୀ ଅଛନ୍ତି । ସବୁ ମିଶି କରି ୨୦୮୨ ବିମାନ ଓ ୪୧୮୪ ଲଢାକୁ ଟ୍ୟାଙ୍କ ଅଛି ଓ ଏକ ବିମାନବାହକ ପୋତ ଓ ସବୁ ମିଶି କରି ୨୯୫ ନୌସେନା ସମ୍ପତି ଅଛି । ଭାରତର ସବୁ ମିଶି କରି ରକ୍ଷା ବଜେଟ ୫୫.୨ ଅରବ ଡଲାର ପ୍ରସ୍ତୁତ କରାଯାଇଛି ।

ରୈଂକିଂଗ ଅନୁସାର, ପାକିସ୍ତାନ ପାଖରେ ସବୁ ମିଶି କରି ୧୨୦୪୦୦୦ ସୈନ୍ୟ କର୍ମୀ ଅଛି । ସେନା ପାଖରେ ୧୩୪୨ ବିମାନ ଅଛି । ଯେଉଁଥିରେ ୩୪୮ ଲଢାକୁ ବିମାନ ଅଛି । ଦେଶର ରକ୍ଷା ବଜେଟ ୭ ଅରବ ଡଲାର ଅଟେ ଓ ଗ୍ଲୋବଲ ଫାୟରପାୱର ଅନୁସାର ବିଶ୍ଵର ୧୫ଟି ଶକ୍ତିଶାଲୀ ସେନାମାନେ ଅମେରିକା, ରୁସ, ଚୀନ, ଭାରତ, ଫ୍ରାଂସ, ଜାପାନ, ଦକ୍ଷିଣ କୋରିୟା, ଯୁନାଇଟେଡ କିଂଗ୍ଡମ, ତୁର୍କୀ, ଜର୍ମନୀ, ଇଟଲୀ, ମିସ୍ର, ବ୍ରାଜୀଲ, ଈରାନ ଓ ପାକିସ୍ତାନ ଭଳି ଦେଶଗୁଡିକର ନାମ ସାମିଲ ଅଛି ।

ଗର୍ବରେ ଗୋଟେ ସେଆର କରନ୍ତୁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଓଡିଆ ଫାଷ୍ଟ ପେଜ କୁ ଲାଇକ କରନ୍ତୁ ।