କେବିସିରେ ନଜର ଆସିଲେ ଚୋର ବଜାରରେ ଦୋକାନ ଚଲାଉଥିବା ବ୍ୟକ୍ତି, କହିଥିଲେ କିଛି ଏମିତି କି ମହାନୟକ ନାରାଜ ହୋଇଯାଇଥିଲେ, ଜାଣନ୍ତୁ

ସୋନି ଚ୍ୟାନେଲରେ କୌନ ବନେଗା କରୋଡ଼ପତିର ୧୧ ତମ ସିଜିନ ପ୍ରସାରିତ ହେଉଛି । ସବୁଦିନ ଗୋଟିଏ ରୁ ବଢି ଗୋଟିଏ ପ୍ରତିଯୋଗୀ ଏଠି ସୋରେ ଅଂସ ଗ୍ରହଣ କରିଥାନ୍ତି ଓ ହଜାର, ଲକ୍ଷ, କୋଟି ଟଙ୍କା ଜିତି ଯାଇଥାନ୍ତି । ସବୁଥର ଅଲଗା ଅଲଗା ପ୍ରତିଯୋଗୀ ଆସିଥାନ୍ତି କିନ୍ତୁ ଏଥର ଯେଉଁ ପ୍ରତିଯୋଗୀ ଆସିଛି ତାହା ବିଷୟରେ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇ ପାରନ୍ତି । KBCରେ ନଜର ଆସିଲା ଚୋର ବାଜାରର ଦୋକାନ ଚଲାଉଥିବା ବ୍ୟକ୍ତି, ଖବର ଅଛି କି ସେ ଏମିତି ଏମିତି କଥା କହିଥିଲେ କି ଶେଷରେ ଅମିତାଭ ବଚ୍ଚନ ଅଳ୍ପ ନାରାଜ ହୋଇ ଯାଇଥିଲେ ।

KBCରେ ନଜର ଆସିଲା ଚୋର ବଜାରରେ ଦୋକାନ ଥିବା ବ୍ୟକ୍ତି

ମହାରଷ୍ଟ୍ରର ଡୋଂବୀୱଲୀରେ ରହୁଥିବା ମୁସ୍ତଫା ପରଦାୱାଲା KBC ର ହଟ ସୀଟ ଉପରେ ପହଞ୍ଚିଲେ । ଏହା ପରେ ମୁସ୍ତଫାଙ୍କୁ ପ୍ରଶ୍ନ କରା ଯାଇଥିଲା କି ଅଜୟ ଦେବଗନଙ୍କର ଫିଲ୍ମ ଫୁଲ ଔର… କୁ ପୁରା କରନ୍ତୁ । ଏହି ପ୍ରଶ୍ନର ଉତ୍ତର ଦେଇ ନ ପାରିବାରୁ ମୁସ୍ତଫା କହିଲେ କି ସେ ଫିଲ୍ମ ଦେଖନ୍ତି ନାହିଁ ସେଥିପାଇଁ ତାଙ୍କୁ ଜବାବ ଜଣା ନାହିଁ । ତେବେ ଏହା ଉପରେ ଅମିତାଭ ମୁସ୍ତଫାଙ୍କୁ କହିଲେ କି, ଏହା ଭଲ କଥା ନୁହେଁ, ଏହା ଦ୍ଵାରା ଆମର ଘର ଚାଲିଥାଏ ।‘ ଏହି କଥାକୁ ନେଇ ଅମିତାଭ ନିଜର ନାରାଜଗୀ ଜାହିର କରିଥିଲେ । ପରେ ସେ ମୁସ୍ତଫାକୁ ଫିଲ୍ମ ଦେଖିବା ପାଇଁ ମଧ୍ୟ କହିଥିଲେ ।

ଏହା ପରେ ଚତୁର୍ଥ ପ୍ରଶ୍ନର ଉତ୍ତର ପାଇଁ ମୁସ୍ତଫା ଫିଫ୍ଟୀ-ଫିଫ୍ଟୀ ଲାଇଫଲାଇନ ନେଲେ ଓ ଏହା ସତ୍ବେ ବି ପ୍ରଶ୍ନର ଉତ୍ତର ଦେଇ ପାରିଲେ ନାହିଁ । ଏହା ମଧ୍ୟରେ ଅମିତାଭ ମୁସ୍ତଫାଙ୍କୁ ପଚାରିଲେ କି ଆପଣ ବିଜନେସ କଣ କରନ୍ତି ଓ କେଉଁଥିରେ ହିସାବ କରନ୍ତି ।

ଏହା ଉପରେ ମୁସ୍ତଫା ଜବାବ ଦେଲେ କି ହିସାବ କରିବା ପାଇଁ ସେ କୈଲକୁଲେଟରର ବ୍ୟବହାର କରନ୍ତି । ମୁସ୍ତଫାଙ୍କୁ ଅନ୍ୟ ଏକ ପ୍ରଶ୍ନ କରାଗଲା କି ୨୦୧୯ରେ ଭାରତ ଓ ସଉଦୀ ଅରବ ସରକାର ମଧ୍ୟରେ କଥାବାର୍ତ୍ତାରେ କେଉଁ ଧାର୍ମିକ ସ୍ଥଳର କୋଟା ବଢା ଯାଇ ୨ ଲକ୍ଷ କରି ଦିଆଯାଇଥିଲା ତେବେ ଏହାର ଉତ୍ତର ମକ୍କା ଥିଲା । ମୁସ୍ତଫାଙ୍କୁ ପୁଣି ପ୍ରଶ୍ନ କରାଗଲା କି ଦିଲ୍ଲୀର ରାଷ୍ଟ୍ରୀୟ ଗାନ୍ଧୀ ସଂଗ୍ରହାଲୟ କେଉଁଠି ଅବସ୍ଥିତ ।

ତେବେ ଏହାର ଉତ୍ତର ଥିଲା ରାଜଘାଟ । କିନ୍ତୁ ଏହାର ଉତ୍ତର ବି ମୁସ୍ତଫାଙ୍କୁ ଜଣା ନ ଥିଲା । ଏହା ପରେ ସେ ଗେମକୁ ଛାଡି ଦେଲେ । କହିବାକୁ ଗଲେ ମୁସ୍ତଫା କେବିସିରେ ୮୦ ହଜାର ଟଙ୍କା ଜିତିଲେ । ଶୋରେ ଅମିତାଭଙ୍କ ସହିତ  କଥାବାର୍ତ୍ତା କରି କହିଲେ କି ତାଙ୍କର ପିତାଙ୍କର ନିଧନ ଲଂଗ କ୍ୟାନ୍ସର କାରଣରୁ ହୋଇଯାଇଥିଲା । ଏହା ପର ଠାରୁ ସେ ନିଜର ପରିବାରର ଖର୍ଚ ନିଜେ ହିଁ ବହନ କରୁଛନ୍ତି । ମୁସ୍ତଫା ନିଜ ପିତାଙ୍କର ଦୋକାନ ମୁମ୍ବାଇର ପ୍ରସିଦ୍ଧ ଚୋର ବଜାରରେ ଚଲାନ୍ତି ।