ଭାରତର 6 ଜଣ ସବୁଠୁ ସୁନ୍ଦରୀ ରାଜନେତା, ନମ୍ବର 1 ଙ୍କ ପାଇଁ ତ ପୁରା ଦେଶ ଦିବାନା

ସୌନ୍ଦର୍ଜ୍ୟ ଓ ଗ୍ଲାମର ପାଇଁ ଅନ୍ତରାଷ୍ଟ୍ରୀୟ ସ୍ତରରେ ଭାରତ ନିଜର ସ୍ଥାନ ସୃଷ୍ଟି କରିଛି । ମିସ ୱାର୍ଲ୍ଡ ଓ ମିସ ୟୁନିବର୍ଷ ଅନେକ ମହିଳା ମାନେ ଜିତିଛନ୍ତି । ଆମ ଦେଶରେ ମହିଳା ମାନେ କେବଳ ମିସ ବାରଳା ବା ମିସ ୟୁନିଭର୍ସ ଜିତି ନାହାନ୍ତି ବରଂ ଦେଶର ରାଜନୀତି ମଧ୍ୟ ବହୁତ ନିପୁଣ ଭାବେ ତୁଲାଇଛନ୍ତି ।

ଆସନ୍ତୁ ଜାଣିବା ସେମିତି କିଛି ମହିଳାଙ୍କ ବିଷୟରେ ଯେଉଁମାନେ ରାଜନୀତିରେ ପାଦ ଦେଇଛନ୍ତି । “ନୁସରତ ଯହାଁ” : ନୁସରତ ଭାରତର ଜଣେ ସୁନ୍ଦରୀ ଅଭିନେତ୍ରୀ ଓ ରାଜନେତ୍ରୀ ଅଟନ୍ତି । ସେ ୧୯୯୦ ଜାନୁଆରୀ ୮ରେ କୋଲକାତାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ଶିକ୍ଷା ଭବାନିପୁର ଏଜୁକେସନ ସୋସାଇଟିରେ ସମ୍ପୂର୍ଣ କରିଥିଲେ ।

୨୦୧୯ରେ ସେ ରାଜନୀତିରେ ପାଦ ଦେଇ ତୃଣାମୂଳ କଂଗ୍ରେସର ନେତା ଭାବେ ବସିରହାଟରୁ ନିର୍ବାଚନ ଲଡିଥିଲେ । ୨୦୧୧ରେ ସେ ରାଜ ଚକ୍ରବର୍ତ୍ତୀଙ୍କ ଫିଲ୍ମ ସାନଟୁରେ ଡେବ୍ୟୁ କରିଥିଲେ । ୨୦୧୯ରେ ସେ ନିଖିଲ ଜେନଙ୍କ ସହ ମ୍ୟାରେଜ କରିଥିଲେ ।

“ଦିବ୍ୟା ସମ୍ପାଦନା” : ସବୁଠାରୁ ସୁନ୍ଦରୀ ଦିବ୍ୟା ସମ୍ପାଦନାଙ୍କୁ ଫିଲ୍ମରେ ରାମ୍ୟା ନାମରେ ଜଣାଯାଏ । ସେ ଦକ୍ଷିଣ ଭାରତର ପ୍ରସିଦ୍ଧ ଅଭିନେତ୍ରୀ ହେବା ସହ କାନାଡା ଓ ତାମିଲ ଫିଲ୍ମରେ କାମ କରିଛନ୍ତି । ୧୯୮୨ ନଭେମ୍ବର ୨୯ରେ ବ୍ୟାଙ୍ଗଲରରେ ଜନ୍ମଗ୍ରହଣ କରିଥିଲେ । ୨୦୦୮ରେ କନଦ ଫିଲ୍ମ “ମୃସଜ୍ୟମାର୍ତ୍ତୁ” ରେ ସେ ଅଭିନୟ କରିଥିଲେ । ସେ ୨୦୧୩ରେ ଭାରତୀୟ ରାଷ୍ଟ୍ରୀୟ କଂଗ୍ରେସର ସଦସ୍ୟ ଭାବେ କର୍ଣ୍ଣାଟକରେ ନିର୍ବାଚନ ଲଢି ପ୍ରଥମ ଥର ରାଜନୀତିରେ ପ୍ରବେଶ କରିଥିଲେ ।

“ଅଲ୍କା ଲାମ୍ବା” : ଅଲ୍କା ଲାମ୍ବା ରାଜନୀତି ବ୍ଯତୀତ ନିଜର ସୁନ୍ଦରତା ପାଇଁ ଜଣାଶୁଣା ମହିଳା ଅଟନ୍ତି । ମାତ୍ର ୧୯ ବର୍ଷରୁ ସେ କଂଗ୍ରେସର ଚତ୍ର ସଂଘ NSUIରେ ଯୋଗ ଦେଇଥିଲେ । କଂଗ୍ରେସ ସହ ୨୦ ବର୍ଷ ଯୋଡିହୋଇ ରହିବା ପରେ ସେ ଆମ ଆଦ୍ମି ପାର୍ଟିରେ ସାମିଲ ହୋଇଥିଲେ ଓ ୨୦୧୫ ଫେବ୍ରୁଆରିରେ ଚାନ୍ଦିନୀଚୋକରୁ ଦିଲ୍ଲୀ ବିଧାନସଭା ପାଇଁ ସିଲେକ୍ସନ ହୋଇଥିଲେ ।

“ଅଙ୍ଗୁରଲତା ଡେକା” : ଅଙ୍ଗୁରଲତା ଜଣେ ମଡେଲ ଓ ଅଭିନେତ୍ରୀ ହେବା ସହ ଭାରତୀୟ ଜନତା ପାର୍ଟିର ସୁନ୍ଦରୀ ନେତ୍ରୀ ଅଟନ୍ତି । ସେ ବଙ୍ଗାଳୀ ଓ ଅସମୀୟା ଫିଲ୍ମରେ କାମ କରିଛନ୍ତି । ସେ ୨୦୧୬ରୁ ଅସମର ବତଦ୍ରୋବା ନିର୍ବାଚନ ତରଫରୁ ଭାରତୀୟ ଜନତା ପାର୍ଟିର ବିଧାୟକ ଅଛନ୍ତି ।

“ଡିମ୍ପଲ ଯାଦବ’ : ସବୁ ସମୟରେ ଶାଢୀରେ ଦେଖା ଯାଉଥିବା ଡିମ୍ପଲ ୟାଦବ ଜଣେ ସୁନ୍ଦର ଓ ଗ୍ଲାମରିୟସ ରାଜନେତ୍ରୀ ଅଟନ୍ତି । ସେ କତ୍ରୋଜରୁ ଦୁଇ ଥର ସମଜାବାଦୀ ପାର୍ଟିର ସାଂସଦ ଭାବେ ରହିଛନ୍ତି । ତାଙ୍କର ସ୍ଵାମୀ ଅଖିଳେଶ ୟାଦବ ଓ ଶଶୁର ମୁଲାୟାମ ସିଂ ୟାଦବ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଥିବାରୁ ତାଙ୍କର ରାଜନୈତିକ ସମ୍ଭଧ ରହିଛି ।

“ଗୁଲ ପନାଗ” : ଗୁଲ ପନାଗ ଜଣେ ପୂର୍ବତନ ବିୟୁଟି କୁଇନ, ଭାରତୀୟ ଅଭିନେତ୍ରୀ ଓ ରାଜନେତ୍ରୀ ଅଟନ୍ତି । ବଲିଉଡରେ ସେ ୨୦୦୩ରେ “ଧୂପ” ଫିଲ୍ମରୁ ଅଭିନୟ କ୍ଯାରିୟର ଆରମ୍ଭ କରିଥିଲେ । ୨୦୧୪ରେ ଲୋକସଭା ନିର୍ବାଚନରେ ଚଣ୍ଡିଗଡ ଠାରୁ ଆମ ଆଡକି ପାର୍ଟିର ନିର୍ବାଚନରେ ଲଢିଥିଲେ ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଆର୍ଟିକଲଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।