ଭୋଲି – ଭାଲି ଅଙ୍ଗୁରୀ ଭାଭି ଛାଡିଲେ ସଂସ୍କାରୀ ଅବତାର, ଦେଖନ୍ତୁ ତାଙ୍କର ଗ୍ଲାମରସ ଫଟୋସୁଟ

ଆଣ୍ଡ ଟିଭି ର ପପୁଲାର ଶୋ ‘ଭାଭୀ ଜୀ ଘର ପର ହୈ’ରେ ନିଜର ସୁନ୍ଦର ଅଭିନୟ ଦ୍ଵାରା ଲୋକମାନଙ୍କୁ ନିଜର ଦିବାନା କରିଥିବା ଅଭିନେତ୍ରୀ ଶୁଭାଙ୍ଗୀ ଆତ୍ରେ ଅସଲ ଜୀବନରେ ବିଲକୁଲ ଏମିତି ନୁହନ୍ତି । ସେ ନିଜର ଅଭିନୟ କ୍ୟାରିୟରରେ ବହୁତ ଶୋ ଓ ସିରିୟଲ କରିଛନ୍ତି । କିନ୍ତୁ ଅଙ୍ଗୁରୀ ଭାଭିଙ୍କର ଅଭିନୟ ତାଙ୍କ ପାଇଁ ସବୁଠୁ ଅଲଗା ଓ ଖାସ ଥିଲା । ଏହା ଛଡା ଲୋକମାନଙ୍କୁ ତାଙ୍କର ଅନ୍ଦାଜ ବି ବହୁତ ପସନ୍ଦ ଆସିଥାଏ । ଭୋଲି – ଭାଲି ଅଙ୍ଗୁରୀ ଭାଭି ଛାଡିଲେ ସଂସ୍କାରୀ ଅବତାର, ଚାଲନ୍ତୁ କହିଦେଉଛୁ ତାଙ୍କ ବିଷୟରେ ।

ଭୋଲି – ଭାଲି ଅଙ୍ଗୁରୀ ଭାଭି ଛାଡିଲେ ସଂସ୍କାରୀ ଅବତାର

‘ଭାଭୀ ଜୀ ଘର ପର ହୈଂ’ରେ ଆଙ୍ଗୁରୀ ଭାଭିଙ୍କର ଅଭିନୟ କରୁଥିବା ଅଭିନେତ୍ରୀ ଶୁଭାଙ୍ଗୀ ଆତ୍ରେ ବର୍ତ୍ତମାନ ସୋସିଆଲ ମିଡିଆରେ ବହୁତ ଆକ୍ଟିବ ରହୁଛନ୍ତି । ସେ ସବୁଦିନ ନିଜର ଫଟୋ ଶେୟାର କରିଥାନ୍ତି । ଶୋ ରେ ସେ ଯେତେ ସାଧାରଣ ଓ ଭୋଲି ନଜର ଆସୁଥିଲେ ଅସଲ ଜୀବନରେ ସେ ସେତିକି ହିଁ ବୋଲ୍ଡ ଓ ଗ୍ଲାମରସ ଅଟନ୍ତି ।

ଶୁଭାଙ୍ଗୀ ଆତ୍ରେ ଇଂଷ୍ଟାଗ୍ରାମରେ ଅଧିକ ଆକ୍ଟିବ ରହି ନିଜର ବୋଲ୍ଡନେସର ଭରପୁର ଫଟୋ ଅପଲୋଡ କରିଥାନ୍ତି । ଆପଣଙ୍କୁ କହିଦେଉଛୁ କି ଶୁଭାଙ୍ଗୀ ନିଜର ଅଲଗା ଅଲଗା ଲୁକ ସହିତ ଏକ୍ସପେରିମେଂଟ କରନ୍ତି ।

ଏହା ମଧ୍ୟରେ ଶୁଭାଙ୍ଗୀ ନିଜର ସଂସ୍କାରୀ ଲୁକ ଛାଡି ପୁଣି ଥରେ ନିଜର ଲୁକ ସହିତ ଏକ୍ସପେରିମେଂଟ କରିଛନ୍ତି । ଶୁଭାଙ୍ଗୀଙ୍କର ଇଂଷ୍ଟାଗ୍ରାମ ଆକାଉଂଟ ତାଙ୍କର ହଟ ଫଟୋରେ ଭରପୁର ଅଛି ଓ ବର୍ତ୍ତମାନ ହିଁ ସାମ୍ନାକୁ ଆସିଥିବା ତାଙ୍କର ଲାଟେସ୍ଟ ଫଟୋରେ ସେ ଫ୍ଲୱର ପ୍ରିଂଟେଡ ଡ୍ରେସରେ ନଜର ଆସିଛନ୍ତି । ଏହି ଫଟୋରେ ସେ ଟ୍ରେଂଡୀ ପ୍ରିଂଟ ବାଲା ଶଟ ଡ୍ରେସ ପିନ୍ଧିଛନ୍ତି । ତାଙ୍କର ଏହି ଅନ୍ଦାଜ ଲୋକମାନଙ୍କର ହୃଦୟ ଜିତି ନେଇଛି ।

ଏହି ସିରିୟଲ ରେ କାମ କରିସାରିଛନ୍ତି

୧୧ ଏପ୍ରିଲ, ୧୯୮୧ ରେ ଇନ୍ଦୋର ରେ ଜନ୍ମିଥିବା ଶୁଭାଙ୍ଗୀ ଆତ୍ରେ ଏକ ମରାଠୀ ପରିବାରର ଅଟନ୍ତି । କିନ୍ତୁ ତାଙ୍କର ପିତା ଇନ୍ଦୋର ରେ ଜବ କରୁଥିଲେ ସେଥିପାଇଁ ତାଙ୍କର ଜନ୍ମ ଇନ୍ଦୋର ରେ ହୋଇଥିଲା । ଶୁଭାଙ୍ଗୀ “ଭାଭୀ ଜୀ ଘର ପର ହେ”,”କସ୍ତୂରୀ”, “ଦୋ ହଂସୋ କା ଜୋଡା”, “କସୌଟୀ ଜିଂଦଗୀ କି” ଓ ଡେଡବଡୀ ଭଳି ଶୋ ରେ ବି କାମ କରି ସାରିଛନ୍ତି । ଶୁଭାଙ୍ଗୀ ପିୟୁଷ ପୁରେଙ୍କ ସହ ବିବାହ କରିଥିଲେ ଓ ତାଙ୍କର ଏକ ଝିଅ ବି ଅଛି । ଶୁଭାଙ୍ଗୀ MBAର ଡିଗ୍ରୀ ବି ହାସଲ କରିଛନ୍ତି ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।