ଏହି ତାରିଖରେ ଆରମ୍ଭ ହେବ ଭାରତରେ ପ୍ରଥମ ବୁଲେଟ ଟ୍ରେନ, ୭ ଘଣ୍ଟାର ଯାତ୍ରା ପୁରା ହେବ ୨ ଘଣ୍ଟାରେ, ଜାଣନ୍ତୁ ଏହାର ଭଡା

ଆପଣଙ୍କୁ କହିଦେଉଛୁ ଯେ ୨୦୨୨ ସୁଧା ଭାରତରେ ବୁଲେଟ ଟ୍ରେନ ଆରମ୍ଭ ହୋଇଯିବ । କହିବାକୁ ଗଲେ ବୁଲେଟ ଟ୍ରେନ ପ୍ରସ୍ତୁତ କରିବାରେ ଜାପାନ ଭାରତକୁ ସାହାର୍ଯ୍ୟ କରୁଛି । ଜାପାନରେ ପ୍ରାୟତଃ ଟ୍ରେନ ବୁଲେଟ ଟ୍ରେନ ହିଁ ହୋଇଥାଏ । ବୁଲେଟ ଟ୍ରେନର ଖାସ କଥା ଏହା ଅଟେ କି ଏହା ବିଜୁଳି ଠାରୁ ବି ଜଲ୍ଦି ଚାଲିଥାଏ । ଏଥିରେ ଯାତ୍ରା କରିବା ଦ୍ଵାରା ଆପଣ ବହୁ ଦୂର ଦୂର ଜାଗାକୁ କିଛି ଘଣ୍ଟା ମଧ୍ୟରେ ହିଁ ପୁରା କରି ପାରିବେ ।

ସୂଚନା ନିମନ୍ତେ କହିଦେଉଛୁ ଯେ ଭାରତରେ ପ୍ରଥମ ବୁଲେଟ ଟ୍ରେନ ମୁମ୍ବାଇରୁ ଅହମଦାବାଦ ମଧ୍ୟରେ ଦୌଡିବ ।

ସରକାରଙ୍କର ଲକ୍ଷ ଅଛି କି ବର୍ଷ ୨୦୨୨ ପର୍ଯ୍ୟନ୍ତ ଭାରତର ସର୍ବପ୍ରଥମ ବୁଲେଟ ଟ୍ରେନ ରେଳ ରାସ୍ତାରେ ସାଧାରଣ ନାଗରିକମାନଙ୍କୁ ନେଇ ଓଲହାଇ ଯାଉ । ମାନେ ଅଗଷ୍ଟ ୨୦୨୨ ପର୍ଯ୍ୟନ୍ତ ଆପଣ ଭାରତରେ ବୁଲେଟ ଟ୍ରେନର ମଜା ନେଇ ପାରିବେ ।

କହିବାକୁ ଗଲେ ୨୦୨୨ରେ ଇଣ୍ଡିଆ ନିଜର ୭୫ ତମ ସ୍ଵତନ୍ତ୍ରତା ଦିବସ ପାଳନ କରିବ । ଏହି କଥାକୁ ଧ୍ୟାନରେ ରଖି ୨୦୨୨ରେ ସାର୍ବଜନିକ ପରିବହନ ବ୍ୟବସ୍ଥାରେ ବୁଲେଟ ଟ୍ରେନର ଉନ୍ନତିକୁ ପ୍ରତୀକ ରୂପରେ ସାମିଲ କରାଯାଉଛି ।

ବର୍ତ୍ତମାନ ପର୍ଯ୍ୟନ୍ତ ମୁମ୍ବାଇରୁ ଅହମଦାବାଦ ଯିବା ପାଇଁ ଲୋକମାନଙ୍କୁ ଟ୍ରେନରେ କମ ରୁ କମ ୭ ଘଣ୍ଟା ସମୟ ଲାଗୁଥିଲା । କିନ୍ତୁ ୨୦୨୨ରେ ବୁଲେଟ ଟ୍ରେନ ଆସିବା ପରେ ଏହି ସମୟ କମ ହୋଇ ୨ ଘଣ୍ଟା ହୋଇଯିବ । ମାନେ ଆପଣଙ୍କର ୫ ଘଣ୍ଟା ବଞ୍ଚିଯିବ । କହିଦେଉଛୁ ଯେ ବୁଲେଟ ଟ୍ରେନ ମୋଦୀ ସରକାରଙ୍କର ଡ୍ରୀମ ପ୍ରୋଜେକ୍ଟ ଅଟେ । ଏହି ବୁଲେଟ ଟ୍ରେନ ପାଇଁ ଅହମଦାବାଦ ଷ୍ଟେସନର ଏକ ଲେଆଉଟ ବି ପ୍ରସ୍ତୁତ କରାଯାଇଛି ।

କେତେ ହେବ ଏହାର ଭଡା ?

ବର୍ତ୍ତମାନ ସମସ୍ତଙ୍କ ମନରେ ଏହି ପ୍ରଶ୍ନ ଉଠୁଛି କି ଏହି ବୁଲେଟ ଟ୍ରେନର ଭଡା କେତେ ହେବ ? ବୁଲେଟ ଟ୍ରେନ ପରିଯୋଜନା ର ଏମଡୀ ଅଚଲ ଖାରେଙ୍କ ଅନୁସାରେ ମୁମ୍ବାଇ ରୁ ଅହମଦାବାଦ କିମ୍ବା ଅହମଦାବାଦ ରୁ ମୁମ୍ବାଇ ଯିବାରଥିବା ଏହି ବୁଲେଟ ଟ୍ରେନର ସମ୍ଭାବିତ ଭଡା ୩ ହଜାର ଟଙ୍କା ପାଖାପାଖି ରହିବ ।

ବର୍ତ୍ତମାନ ଏହି ରାଶି ଆପଣଙ୍କ ପାଇଁ ସଠିକ ଅଟେ ନା ନାହିଁ ନିଜର କମେନ୍ଟ ବକ୍ସରେ ନିଶ୍ଚିତ ଲେଖନ୍ତୁ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।