ଏହି ଦୁଇଟି ଅଭିନେତ୍ରୀଙ୍କ ସହ କିସିଙ୍ଗ ସିନ କରିବା ପାଇଁ ମନା କରିଦେଲେ ଇମରାନ ହାସମୀ , ନାମ ଜାଣିଲେ ଆଶ୍ଚର୍ଯ୍ୟ ହେଇଯିବେ

ବଲିଉଡ ଇଣ୍ଡଷ୍ଟ୍ରିରେ ଇମରାନ ହାସମୀ ହେଉଛନ୍ତି ଏକ ଲୋକପ୍ରିୟ ଅଭିନେତା । ତାଙ୍କ ଫିଲ୍ମ ଗୁଡିକୁ ଲୋକମାନେ ବହୁତ ପସନ୍ଦ କରନ୍ତି । ଇମରାନ ହାସମୀଙ୍କ ଅଧିକାଂଶ ଫିଲ୍ମରେ କିସିଙ୍ଗ ସିନ ଥାଏ । ହେଲେ ଆଜି ଆମେ ଆପଣଙ୍କୁ ଏମିତି ଦୁଇଟି ଅଭିନେତ୍ରୀଙ୍କ ବିଷୟରେ କହିବୁ, ଯେଉଁମାନଙ୍କ ସହ କିସିଙ୍ଗ ସିନ କରିବା ପାଇଁ ଇମରାନ ହାସମୀ ମନା କରିଦେଇଥିଲେ । ତେବେ ଆସନ୍ତୁ ଜାଣିବା ଏହି ଅଭିନେତ୍ରୀଙ୍କ ବିଷୟରେ ।


୧. ଜରିନ ଖାନ

ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ହେଉଛନ୍ତି ଜରିନ ଖାନ । ସେ ବୀର ଫିଲ୍ମରୁ ନିଜର ଡେବ୍ୟୁ କରିଥିଲେ । ଏହା ପରେ ସେ ବହୁତ କମ ଫିଲ୍ମରେ ନଜର ଆସିଥିଲେ । ହେଲେ ଜରିନ ଖାନ ଓ ଇମରାନ ହାସମୀ ବହୁତ ଭଲ ସାଙ୍ଗ ହୋଇଥିବାରୁ ଇମରାନ ହାସମୀ ଜରିନଙ୍କ ସହ କିସିଙ୍ଗ ସିନ କରିବା ପାଇଁ ମନା କରିଦେଇଥିଲେ ।

୨. ଆଲିଆ ଭଟ୍ଟ

google

ବହୁତ କମ ବୟସରେ ଲୋକପ୍ରିୟତା ହାସଲ କରିଥିବା ଅଭିନେତ୍ରୀ ହେଉଛନ୍ତି ଆଲିଆ ଭଟ୍ଟ । ସେ ତାଙ୍କର ବଲିଉଡ କ୍ୟାରିୟରର ଆରମ୍ଭ ୧୭ ବର୍ଷରେ କରିଥିଲେ । ହେଲେ ଆଲିଆ ଭଟ୍ଟ ହେଉଛନ୍ତି ଇମରାନ ହାସମୀଙ୍କ କଜନ ସିଷ୍ଟର । ଏହି କାରଣ ପାଇଁ ଇମରାନ ହାସମୀ ଆଲିଆ ଭଟ୍ଟଙ୍କ ସହ କିସିଙ୍ଗ ସିନ କରିବା ପାଇଁ ମନା କରିଦେଇଥିଲେ ।