ଗର୍ଭବତୀ ସମୟରେ ଶରୀର ଦେଇଥାଏ ପୁଅ ହେବାର ଏହି ୮ ଟି ଲକ୍ଷଣ, ଆଜି ହିଁ ଜାଣନ୍ତୁ

ଆଜି ଆମେ ଆପଣଙ୍କୁ ଗର୍ଭବତ୍ତୀ ମହିଳାଙ୍କ ବିଷୟରେ କିଛି ଖାସ କଥା କହିବାକୁ ଯାଉଛୁ । କହିବାକୁ ଗଲେ ଯଦି ଆପଣଙ୍କ ଗର୍ଭରେ ପୁତ୍ର ସନ୍ତାନ ଅଛି କିମ୍ବା କନ୍ୟା ସନ୍ତାନ ଅଛି ତେବେ ଆପଣଙ୍କୁ କଣ କଣ ଲକ୍ଷଣ ନଜର ଆସିଥାଏ ସେହି ବିଷୟରେ ଆଜି ଆମେ ଚର୍ଚ୍ଚା କରିବା । କହିବାକୁ ଗଲେ ଏମିତି କିଛି ଲକ୍ଷଣ ବିଷୟରେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ଯାହାକୁ ଜାଣିବା ପରେ ଆପଣ ଜାଣି ପାରିବେ କି ଆପଣଙ୍କ ଗର୍ଭରେ ପୁତ୍ର ସନ୍ତାନ ଅଛି ନା କନ୍ୟା ସନ୍ତାନ ଅଛି ।

୧ – ଯଦି ଆପଣଙ୍କ ଗର୍ଭରେ ପୁତ୍ର ସନ୍ତାନ ଅଛି ତେବେ ଆପଣଙ୍କ ଶରୀରରେ Testistorin ନାମକ ଏକ Hermoneର ମାତ୍ରା ବହୁତ ବଢିଯାଏ । ଯାହା ଦ୍ଵାରା ଆପଣଙ୍କ ମଧ୍ୟରେ ପୁରୁଷଙ୍କ ଭଳି କିଛି ଗୁଣ ନଜର ଆସିଥାଏ । ଠିକ ସେହିଭଳି ଯଦି ଆପଣଙ୍କ ଗର୍ଭରେ ଏକ କନ୍ୟା ସନ୍ତାନ ଅଛି ତେବେ ଆପଣଙ୍କ ଶରୀରରେ Estrogen ନାମକ ଏକ Hermoneର ମାତ୍ରା ବଢିଯାଏ ଯାହା ଦ୍ଵାରା ଆପଣଙ୍କ ମଧ୍ୟରେ କନ୍ୟା ପ୍ରକୃତି ନଜର ଆସିଥାଏ ।

୨ – ଯଦି କୌଣସି ଗର୍ଭବତ୍ତୀ ମହିଳା ସକାଳୁ ସକାଳୁ ଅଧିକ ଦୁର୍ବଳତା ଅନୁଭବ କରୁଛନ୍ତି ତେବେ ଏହା ଏକ ପୁତ୍ର ସନ୍ତାନର ଲକ୍ଷଣ ଅଟେ ।

୩ – ଯଦି କୌଣସି ଗର୍ଭବତ୍ତୀ ମହିଳାଙ୍କୁ ଅଧିକ ସମୟ ପର୍ଯ୍ୟନ୍ତ ମୁଣ୍ଡ ବିନ୍ଧା ହେଉଛି ତେବେ ଏହା ବି ଏକ ଲକ୍ଷଣ ଅଟେ କି ଆପଣଙ୍କ ଗର୍ଭରେ ପୁତ୍ର ସନ୍ତାନ ଅଛି ।

୪ – ଯେତେବେଳେ କୌଣସି ମହିଳା ଗର୍ଭବତ୍ତୀ ହୋଇଥାଏ ତେବେ ସେହି ସମୟରେ ସେହି ମହିଳା ଜଣକ ବିଭିନ୍ନ ପ୍ରକାରର ଡାକ୍ତରୀ ଚେକଅପ କରିଥାଏ । ଏହି ସମୟରେ ଅଲ୍ଟ୍ରା ସାଉଣ୍ଡ ବି ହୋଇଥାଏ ଓ ଅଲ୍ଟ୍ରା ସାଉଣ୍ଡରେ ଶିଶୁର ବହୁତ ଜିନିଷ ଚେକ ହୋଇଥାଏ ଓ ଏହି ସମୟରେ ଦେଖନ୍ତୁ କି ଶିଶୁର Pulse Rate କେତେ ରହୁଛି । ଯଦି Pulse Rate 150 per minute ରୁ କମ ରହୁଛି ତେବେ ଏହା ଲକ୍ଷଣ ଦେଇଥାଏ କି ଆପଣଙ୍କ ପେଟରେ ପୁଅ ଅଛି ।

୫ – ଯଦି କୌଣସି ଗର୍ଭବତ୍ତୀ ମହିଳା ଅଧିକ ଆଚାର କିମ୍ବା ଖଟା ଜିନିଷର ସେବନ କରୁଛି ତେବେ ସମ୍ଭବତଃ ଆପଣଙ୍କ ଗର୍ଭରେ ପୁତ୍ର ସନ୍ତାନ ଅଛି ।

୬ – ଗର୍ଭାବସ୍ତା ସମୟରେ ଯଦି ଜଣେ ମହିଳାର ଗୋଡ ହାତ ଅଧିକ ଶୁଖି ଯାଉଛି କିମ୍ବା ତାଙ୍କର ଗୋଡ ହାତ ଅଧିକ ଥଣ୍ଡା ପଡି ଯାଉଛି ତେବେ ଏହା ବି ଏକ ଲକ୍ଷଣ ଅଟେ ପୁତ୍ର ସନ୍ତାନ ହେବାର ।

୭ – ଯଦି ଗର୍ଭବତ୍ତୀ ମହିଳାଙ୍କ Urine କିମ୍ବା Toilet ଅଧିକ ଗାଢା ଆସୁଛି କିମ୍ବା ହଳଦିଆ ଆସୁଛି ତେବେ ଏହା ବି ଏକ ଲକ୍ଷଣ ଅଟେ କି ତାଙ୍କ ପେଟରେ ପୁତ୍ର ସନ୍ତାନ ଅଛି ।

୮ – ଯଦି କୌଣସି ଗର୍ଭବତ୍ତୀ ମହିଳାଙ୍କ ପେଟରେ ପୁତ୍ର ସନ୍ତାନ ଅଛି ତେବେ ତାଙ୍କ ମୁହଁରେ ଧୀରେ ଧୀରେ ବ୍ରଣ ବାହାରିବା ଆରମ୍ଭ ହୋଇଥାଏ ତେବେ ଏହା ଏକ ଲକ୍ଷଣ କି ଆପଣଙ୍କ ଗର୍ଭରେ ପୁତ୍ର ସନ୍ତାନ ଅଛି ।

ସାଙ୍ଗମାନେ ଆଶା କରୁଛୁ କି ଆପଣଙ୍କୁ ଆମର ଏହି ଆର୍ଟିକିଲଟି ନିଶ୍ଚୟ ଭଲ ଲାଗିଥିବ । ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହାକୁ ନେଇ ଆପଣଙ୍କ ମତାମତ ଆମକୁ ଜଣାନ୍ତୁ । ଆମ ପେଜକୁ ଲାଇକ କରନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ, ଧନ୍ୟବାଦ ।