ବହୁତ ମହଙ୍ଗା ଘରେ ରୁହନ୍ତି bollywood ର ଏହି 11 ଷ୍ଟାର, ଦାମ ଜାଣିଲେ ହେଇଯିବେ ଆଶ୍ଚର୍ଯ୍ୟ

ବଲୀଉଡର ଷ୍ଟାରମାନେ ବଲୀଉଡରୁ ନାଁ ଓ ସଫଳତା ହାସଲ କରିବା ସହିତ ନିଜର ସବୁ ଫିଲ୍ମ ପାଇଁ କୋଟି କୋଟି ଟଙ୍କା ନେଇଥାନ୍ତି । ଏହା ଛଡା ଏମାନେ ପାର୍ଟି, ଇଭେଣ୍ଟ ଓ ଅନ୍ୟ କିଛି କାର୍ଯ୍ୟକ୍ରମକୁ ଯିବା ପାଇଁ ବି ବହୁତ ଟଙ୍କା ନେଇଥାନ୍ତି । ଏମିତିରେ ଏମାନଙ୍କର ଆୟ କୋଟି କୋଟି ଟଙ୍କାରେ ହୋଇଥାଏ । ଏହା ଛଡା ଏମାନଙ୍କର ଆୟ ଛଡା ଏମାନେ ବହୁତ ବଡ ବଡ ଘରେ ବି ରୁହନ୍ତି । ଏମିତିରେ ଆଜି ଆମେ ଆପଣଙ୍କୁ ବଲୀଉଡ ଇଣ୍ଡଷ୍ଟ୍ରିର କିଛି ଏମିତି ହିଁ ବଡ ବଡ ଷ୍ଟାରଙ୍କ ଆଲିସାନ ଘରର ଦାମ ବିଷୟରେ କହିବୁ ।

ରଣବୀର ସିଂହ ଓ ଦୀପିକା ପାଦୁକୋଣ

 

ରଣବୀର ସିଂହ ଓ ଦୀପିକା ପାଦୁକୋଣଙ୍କ ବିବାହ ହେବା ପରେ ମୁମ୍ବାଇର ଜୁହୁରେ ସେମାନେ ଗୋଟିଏ ବଙ୍ଗଳା କିଣିଛନ୍ତି । ଯାହାର ଦାମ ୫୦ କୋଟି ଟଙ୍କାରୁ ବି ଅଧିକ ଅଟେ ।

ଅକ୍ଷୟ କୁମାର ଓ ଟ୍ୱିଂକଲ ଖନ୍ନା

ବଲୀଉଡର ଅଭିନେତା ଅକ୍ଷୟ କୁମାର ଓ ଟ୍ୱିଂକଲ ଖନ୍ନା ନିଜର ପିଲାମାନଙ୍କ ସହ ମୁମ୍ବାଇରେ ଥିବା ନିଜର ଆଲିଶାନ ଘରେ ରୁହନ୍ତି । ଅକ୍ଷୟ କୁମାରଙ୍କର ଏହି ଘରର ମୂଲ୍ୟ ୮୦ କୋଟି ଟଙ୍କା ଅଟେ ଓ ଏହା ମୁମ୍ବାଇର ଜୁହ ନିକଟରେ ଅବସ୍ଥିତ ।

ଶାହରୁଖ଼ ଖ଼ାନ

ବଲୀଉଡର ବାଦଶାହା ଶାହରୁଖ଼ ଖ଼ାନ ନିଜର ପତ୍ନୀ ଗୌରି ଖାନ ନିଜର ପିଲାମାନଙ୍କ ସହିତ ମୁମ୍ବାଇରେ ସ୍ଥିତ ନିଜର ଫେମସ ବଙ୍ଗଳା ମନ୍ନତରେ ରୁହନ୍ତି । ଯଦି ତାଙ୍କର ଘରର ଦାମ ବିଷୟରେ କହିବା ତେବେ ତାଙ୍କର ଘରର ମୂଲ୍ୟ ପାଖାପାଖି ୨୦୦ କୋଟି ଟଙ୍କା ଅଟେ ।

ସଲମାନ ଖାନ

ବଲୀଉଡର ଭାଇଜାନ ସଲମାନ ଖାନ Galaxy Apartmentରେ ରୁହନ୍ତି । ତାଙ୍କର ବଙ୍ଗଳା ମୁମ୍ବାଇର ବାନ୍ଦ୍ରାରେ ଅବସ୍ଥିତ । ସଲମାନ ଖାନଙ୍କ ଘର ପାଖାପାଖି ୮୦ କୋଟି ଟଙ୍କା ଅଟେ ।

ଟାଇଗର ଶ୍ରଫ

ବର୍ତ୍ତମାନ ସମୟରେ ନିଜର ଅଭିନୟ, ଡାନ୍ସ ଓ ଏକଶନ ଦ୍ଵାରା ସମସ୍ତଙ୍କୁ ନିଜର ଦିବାନା କରିଥିବା ଟାଇଗର ଶ୍ରଫ ବହୁତ କମ ବୟସରେ ସଫଳତା ହାସଲ କରିସାରିଛନ୍ତି । ଟାଇଗର ଶ୍ରଫ ବି ବହୁତ କମ ବୟସରେ ୩୦ କୋଟି ଟଙ୍କାରୁ ଅଧିକ ଟଙ୍କା ନିଜର ଘରେ ଇନଭେସ୍ଟ କରିସାରିଛନ୍ତି । ଟାଇଗର ଶ୍ରଫଙ୍କ ପାଖରେ ୩ଟି ଘର ଅଛି । ଏହା ସହିତ ଟାଇଗର ଶ୍ରଫଙ୍କ ଏହି ସବୁ ଘର କୌଣସି ଆଲିଶାନା ବଙ୍ଗଳା ଠାରୁ କମ ନୁହେଁ ।

ଅମିତାଭ ବଚ୍ଚନ

ବଲୀଉଡର ମହାନାୟକ ଅମିତାଭ ବଚ୍ଚନ ନିଜର ପୁରା ପରିବାର ସହ ନିଜର ବଙ୍ଗଳା ଜଲସାରେ ରୁହନ୍ତି । ଏହି ଘରର ମୂଲ୍ୟ ପାଖାପାଖି ୧୬୦ କୋଟି ଟଙ୍କା ଅଟେ ।

ଆମିର ଖାନ

ବଲୀଉଡର ଅଭିନେତା ଆମିର ଖାନ ନିଜର ଫିଲ୍ମ ଜରିଆରେ ବଲୀଉଡରେ ଏକ ଭିନ୍ନ ପରିଚୟ କରିଛନ୍ତି । ଶେ ବି ନିଜର ପୁରା ପରିବାର ସହ ବାନ୍ଦ୍ରା ବାଲା ଘରେ ରୁହନ୍ତି । ଯାହାର ମୂଲ୍ୟ ପାଖାପାଖି ୬୦ କୋଟି ଟଙ୍କା ଅଟେ ।

ଶିଲ୍ପା ଶେଟ୍ଟୀ

ବଲୀଉଡର ପ୍ରସିଦ୍ଧ ଅଭିନେତ୍ରୀ ଶିଲ୍ପା ଶେଟ୍ଟୀ ନିଜର ସ୍ଵାମୀ ରାଜ କୁନ୍ଦ୍ରାଙ୍କ ସହିତ ନିଜର ଘରେ ରୁହନ୍ତି । ଯାହାର ନାମ ଅଟେ କିନାରା । ଯାହାର ମୂଲ୍ୟ ପାଖାପାଖି ୧୦୦ କୋଟି ଟଙ୍କା ଅଟେ ।

ଜନ ଅବ୍ରାହମ

ଜନ ଅବ୍ରାହମ ସବୁବେଳେ ନିଜର ବଡି ଓ ଲୁକ ପାଇଁ ଚର୍ଚିତ ରହିଥାନ୍ତି । ଆପଣଙ୍କୁ କହିଦେଉଛୁ କି ଜନଙ୍କର ମୁମ୍ବାଇର ବାନ୍ଦ୍ରା ଅଞ୍ଚଲରେ ସମୁଦ୍ରର ପାଖରେ ଏକ ବହୁତ ବଡ ଆଲିଶାନ ଘର ଅଛି । ଯାହାର ଦାମ ୨୦୦ କୋଟି ଟଙ୍କା ପାଖାପାକହି ଅଟେ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।