କଥା ହେବା ସମୟରେ ଝିଅମାନେ ଯଦି ଏହି ଇଶାରା ଦିଅନ୍ତି ସେ ତୁମକୁ ପସନ୍ଦ କରୁଛନ୍ତି ।

କେମିତି ଜାଣିବେ, କେଉଁ ଝିଅ ଆପଣ ଙ୍କୁ ପସନ୍ଦ କରୁଛି କି ନାହିଁ । ଝିଅ ମାନଙ୍କ ର ୪ ଟି ଲକ୍ଷଣ ଥାଏ, ଯାହା ଦ୍ୱାରା ଜଣାପଡେ କେଉଁ ଝିଅ ପକା ଲଭ୍ କରୁଛି ଆଉ କେଉଁ ଝିଅ ଟାଇମ୍ ପାସ୍ କରୁଛି। ଯଦି ଆପଣ ଙ୍କୁ କେଉଁ ଝିଅ ଲଭ୍ କରୁଥାଏ ତେବେ ସେ ଝିଅ ର ଅଜାଣତରେ ତାକୁ ଲକ୍ଷ୍ୟ କରନ୍ତୁ। ଦେଖିବେ ଆପଣ ଯାହା ସବୁ କରୁଛନ୍ତି ଝିଅ ଟି ସେଇଆ ହିଁ କରିବ , ଯଦି କେହି କାହା କୁ ଲଭ୍ କରିଥାଏ ତେବେ ତାର ଗତି ବିଧି କୁ ଲକ୍ଷ କରାଯାଏ । ଆପଣ ଯଦି କାହା ସହ ହସି ହସି କଥା ହୁଅନ୍ତି ତେବେ ସେ ଝିଅ ମଧ୍ୟ ଆପଣ ଙ୍କୁ ଦେଖେଇଲା ଭଳି ହସି ହସି କଥାହୁଏ।

ଯାହାଦ୍ୱାରା ସେ ଭାବେ କି ତାର ନଜର ଆପଣଙ୍କ ଉପରେ ପଡୁ ।

ଯଦି ଆପଣ ନଖ କାମୁଡ଼ି ଥିବା ର ସେ।ଝିଅ ଟି ଦେଖେ ତେବେ ସେ ଝିଅ ମଧ୍ୟ ଅଜାଣତରେ ନଖ କାମୁଡି ଥାଏ। ଆପଣ ଯଦି ବାରମ୍ବାର ନିଜ ଫୋନ ଦେଖନ୍ତି ତେବେ ସେ ମଧ୍ୟ ନିଜ ଫୋନ ଦେଖିବା କୁ ଲାଗେ । ଏଠାରେ ଆପଣ ଙ୍କୁ କନ୍ଫର୍ମ ହେବା କୁ ହେବ ଯେ ଆପଣ ଯାହା କରୁଛନ୍ତି ସେ ଝିଅ ସେଇଟା କରୁଛି କି ନାହିଁ। ଝିଅ ଟି ଯଦି ଆପଣ ଙ୍କୁ ପସନ୍ଦ କରୁଛି ତେବେ ସେ ବାରମ୍ବାର ଆପଣ ଙ୍କୁ ଦେଖିବା କୁ ଚେଷ୍ଟା କରିବ। ଆପଣଙ୍କ ଶରୀର କୁ ଲକ୍ଷ କରିବ। ଆପଣଙ୍କ ଚାଲି, ଚଳନ ସାର୍ଟ, ଫୋନ ଇତ୍ୟାଦି କୁ ଚାହିଁବ । କିନ୍ତୁ ଆପଣଙ୍କ ନଜର ତା ଉପରେ ପଡିଲେ ସେ ନଜର ବୁଲାଇଦେବ ।

ଝିଅ ର ଦୂର କୁ ଗଲା ପରେ ଦୂର କୁ ଯାଇ ଝିଅ ର ଆଖି କୁ ଦେଖିଲେ ତା ଇଶାରା ରୁ ଜଣା ପଡ଼େ ଯେ ସେ ଖୋଜୁଛି ବୋଲି। ଖୋଜି ପାଇବା ପରେ ସେ ଜାଣିବା କୁ ଚେଷ୍ଟା କରିବ ଆପଣ ଚାହିଁଛି ନା ନାହିଁ ।

ଯଦି ଝିଅ ଟି ର ଆଖି ସହ ଆଖି ମିସିଲା ସମୟରେ ସେ ଝିଅ ଖୁସି ଜଣା ପଡ଼ିବ ତେବେ ଜାଣିବ ସେ ବି ଆପଣ ଙ୍କୁ ପସନ୍ଦ କରୁଛି। ଝିଅ ଟି ଯଦି ଆପଣ ଙ୍କୁ ପସନ୍ଦ କରୁଛି ତେବେ ସେ ଝିଅ ଚେଷ୍ଟା କରିବ ଆପଣ ଙ୍କ ପାଖକୁ ଆସିବା ପାଇଁ।

ଆପଣଙ୍କ ସହ କଥା ହେବା ପାଇଁ ଓ ଆପଣଙ୍କ ନଜର ରେ ରହିବା ପାଇଁ। ଝିଅ ଟି ଆପଣ ଙ୍କୁ ଛୁଇଁବା କୁ ଚେଷ୍ଟା କରୁଥିବ । ଆପଣଙ୍କ ସବୁ କଥା କୁ ପସନ୍ଦ କରୁଥିବ । ଝିଅ ର ଏହି ସବୁ ଇସାରା ଦ୍ୱାରା ଜାଣି ପାରିବେ ଝିଅ ଟି ଆପଣ ଙ୍କୁ ପସନ୍ଦ କରୁଛି କି ନାହିଁ । ଝିଅ ର ମାଇଣ୍ଡ କୁ ଆଗ ପଢନ୍ତୁ ତା ପରେ ଆଗକୁ ବଢ଼ନ୍ତୁ।