ସେଲିବ୍ରେଟି ହେବା ପରେ ବି ଏହି କଳାକାର ମାନଙ୍କର ନାହି ଗର୍ବ ଅହଂକାର, ଆଗରୁ ଭଲପାଉଥିବା ଝିଅ ସହ ବିବାହ କରି ଦେଲେ ଉଦାହରଣ

କୌଣସି ବ୍ୟକ୍ତି ଯେବେ ସଫଳ ତା ର ପାହାଚ ଚଢିଥାଏ ତା ର ଦୁଇ ଗୋଡ ମାଟି ଉପରେ ରହିବା ଦରକାର । କାରଣ ସଫଳ ହେବା ପରେ ସେହି ବ୍ୟକ୍ତି ଭୁଲି ଯାଇଥାଏ ଯେ ସେ ତା ଜୀବନ ରେ କେତେ କଷ୍ଟ କରି ସେହି ସଫଳତା ପାଇଛି । ଲୋକମାନଙ୍କୁ ସେମାନଙ୍କର ଖରାପ ସମୟ କୁ କେବେବି ଭୁଲିବା କଥା ନୁହ । କାରଣ ସେ ଜାଣିଛି ଯେ ସେ ବହୁତ କଷ୍ଟ କରିକି ସେହିସଫଳତା ର ଅଧିକାର ହୋଇଛି  ।

ସେଥିପାଇଁ ସେ ଅନ୍ୟ କାହାକୁ ବି ଖରାପ ବ୍ୟବହାର କରିବନି । ଧନୀ ହେଇକି ଗର୍ବ କରିବାର ନିଶା ଟି ହେଉଛି ସବୁଠୁ ବଡ ଖରାପ ନିଶା ।  ହେଲେ ସଫଳ ସେହି ବ୍ୟକ୍ତି ହୋଇଥାଏ ଯିଏ ସଫଳ ହେବା ପରେ ବି ନିଜ ମାଟି ସହ ଜଡିତ ହୋଇରହିଥାଏ । ତା ଜୀବନ ରେ ଥିବା ସମସ୍ତ ଲାକୋଙ୍କୁ ସମ୍ମାନ ଦେଇଥାଏ । ଗୋଟେ ଲୋକ ତା ଜୀବନ ରେ ବହୁତ କଷ୍ଟ କରି ସଫଳତା ର ମାର୍ଗ କୁ ଗତି କରିଥାଏ । ସଫଳ ହେବା ପରେ ସେ ଗର୍ବ ଓ ଅହଂକାର କରିବାକୁ ଲାଗିଥାଏ ।

ଯାହା ଫଳରେ ସେ ତା ଦାମ୍ପତ୍ୟ ଜୀବନ ବା ତାର ବୈବାହିକ  ଜୀବନରେ କେବେବି ଖୁସିରେ ରହିନଥାଏ  । ଯାହା ଫଳସ୍ୱରୂପ ସେ ବହୁ ଅସୁବିଧା ର ସମୁଖୀନ ହୋଇଥାଏ । ସଫଳ ସେହି ବ୍ୟକ୍ତି ହୋଇଥାଏ ଯିଏ ସମ୍ପର୍କର ମୂଲ୍ୟ କୁ ବୁଝିଥାଏ ।  ଆଜିର ଏହି ଯୁଗ ରେ ଆମେ ଆପଣମାନଙ୍କୁ ଆମ ଫିଲ୍ମ ଇଣ୍ଡଷ୍ଟ୍ରି ସହ ଜଡିତ କେତେକ କଳାକାର ମାନଙ୍କ ବିଷୟରେ କହିବୁ ଯେଉଁମାନେ ସଫଳ ହେବା ପରେ ବି ନିଜ ଭଲ ପାଇବାକୁ ଭୁଲିନାହାନ୍ତି ଓ ସେମାନଙ୍କୁ ବିବାହ କରିକି ଖୁସିରେ ରହୁଛନ୍ତି ।

କିଂଶୁକ ଓ ଦିୟା ମହାଜନ

କିଂଶୁକ ଛୋଟ ପରଦାର ଜଣେ ଅଭିନତା ସେ ତାଙ୍କ ପିଲା ଦିନରୁ ଦିୟା ନାମକ ଏକ ଝିଅକୁ ଭଲ ପାଉଥିଲେ  । ହେଲେ ସେ ଏକ୍ଟିଂ କରିବା ପାଇଁ ମୁମ୍ବାଇ ଆସିଥିଲେ  । ଏହା ପରେ ସେ ଛୋଟୋ ପରଦା ର ଏକ ଜଣାଶୁଣା କଳାକାର ରୂପେ ପରିଚିତ ହୋଇଥିଲେ  । ସଫଳ ହେବା ପରେ ବି ସେ ଟିକେ ବି ଗର୍ବ ନ କରିକି ସେ ଦିୟା କୁ ବିବାହ କରିକି ଖୁସିରେ ରହିଛନ୍ତି  ।

ମନିଶ ଓ ସଂଯୁକ୍ତା ପଲ

ମନିଶ ପାଲ ଛୋଟୋପରଦାର ଏକ ଜଣାଶୁଣା ଆକ୍ଟର ଅଟନ୍ତି  ଆଜି କଲି ସେ ଇଣ୍ଡିଆନ ଆଇଡଲ ରେ ଆଙ୍କରିଂ କରୁଛନ୍ତି । ସେ ବି ତାଙ୍କର ଛୋଟବେଳର ଭଲ ପାଇବାକୁ ପାଇଛନ୍ତି  ।

ରୋହିତ ଓ ନେହା ଖୁରାନା

2009 ମସିହାରେ ରୋହିତ ଟିଭି ର ସବୁଠୁ ବଡ ସୋ  (ଉତରଣ )ରେ ଅଭିନୟ କରିଥିଲେ । ହେଲେ ସଫଳ ହେଇକି ବି ସେ ଗର୍ବ କରିନଥିଲେ  । ଯାହା ଦ୍ଵାରା ସେ ତାଙ୍କର ପିଲା ଦିନର ସାଙ୍ଗ ନେହା କୁ ବିବାହ କରିଥିଲେ । ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।