କିଡ୍ନି ପାଇଁ ସ୍ଲୋ ପଏଜନ ହେଇଥାଏ ଏହି ୪ ଟି ଜିନିଷ, ନଂ୩ ର ସେବନ କରିଥାନ୍ତି କେବଳ ମହିଳା

କିଡ୍ନି ଆମ ଶରୀରର ଏକ ଗୁରୁତ୍ଵ ପୂର୍ଣ୍ଣ ଅଙ୍ଗ ଅଟେ । ଆମ ଶରୀର ଭିତରେ ଯେତିକି ଟକସିନ୍ ପ୍ରଡ଼କ୍ଟ ଥାଏ ତାହା ବ୍ଲଡ଼ରୁ ଫିଲ୍ଟର କରିବା କାମ କିଡ୍ନି କରିଥାଏ । କିଡ୍ନି ରେ କିଛି ବି ଅସୁବିଧା ହେଲେ ଆମ ଶରୀର ରୋଗର ପାତ୍ର ହୋଇଥାଏ । ଲୋକୋମାନକ କିଛି ଟା ଖରାପ ଅଭ୍ୟସ ପାଇଁ କିଡ୍ନି ଖରାପ ହେବାର ସମ୍ଭାବନା ରହିଥାଏ । ତେଣୁ ଆଜି ଆମେ ଏହି ସବୁ ଖରାପ ଅଭ୍ଯାସ ବିଷୟରେ କହିବୁ । ଯାହାକି ଆମ ଦୈନଦିନ ଜୀବନର ଏକ ବିଷୟ ।

ପ୍ରଥମ, ମିଠା ଜାତୀୟ ଜିନିଷ –

ଯଦି ଆପଣ ଅଧିକାଂଶ ମିଠା ଜାତୀୟ ଖାଦ୍ୟ ସେବନ କରିଥାନ୍ତି , ତେବେ ଆପଣଙ୍କ ଶରୀରରେ ସୋଡିୟମ ଏବଂ ସୁଗାର ର ମାତ୍ରା ବଢିବାରେ ଲାଗିଥାଏ ଯାହା ଫଳରେ କିଡ୍ନି ରେ ଟକସାଇଟ ପ୍ରଡ୍ୟୁସ୍ ହେବା ପାଇଁ ଅତିରିକ୍ତ ପ୍ରଭାବ ପଡିଥାଏ । ଏହା ଫଳରେ ଆପଣଙ୍କ ଶରୀରରେ ନକରାତ୍ମକ ପ୍ରଭାବ ପଡିଥାଏ ।

ଦ୍ଵିତୀୟରେ, ଅଧିକ ମସଲା ଏବଂ ମାଂସ ଜାତୀୟ ଖାଦ୍ଯ ର ସେବନ –

ମାଛ ଏବଂ ମାଂସ ଆମ ଶରୀର ପାଇଁ ଲାଭଦାୟକ ହୋଇଥାଏ । ହେଲେ ଏହାକୁ ଅତ୍ୟଧିକ ଖାଇବା ଦ୍ଵାରା ଆପଣଙ୍କ କିଡ୍ନି ରେ ନକରାତ୍ମ ପ୍ରଭାବ ପକାଇଥାଏ । ଯାହା ଫଳରେ ଶରୀର ଅସୁସ୍ଛ ହୋଇଥାଏ । ତେଣୁ ଆମ୍ଭ ମାନଙ୍କୁ ଫଳ , ମୂଳ ଏବଂ ପନିପରିବା ଜାତୀୟ ଖାଦ୍ୟ ଖାଇବା ନିହାତି ଦରକାର ।

ତୃତୀୟରେ, ଅଧିକ ମାତ୍ରା ରେ ପେନ କିଲର ବଟିକା କୁ ସେବନ କରିବା –

ବହୁତ ଲୋକ ବିନା ଡକ୍ଟର ର ପରାମର୍ଶ ରେ ପେନ କିଲର ବଟିକା ସେବନ କରିଥାନ୍ତି । ମହିଳା ମାନେ ଗର୍ଭ ନିରୋଧକ ବଟିକା ସେବନ କରିଥାନ୍ତି ଯାହା ଫଳରେ କିଡ୍ନି ଫେଲ୍ ହବାର ସମ୍ଭାବନା ବଢି ଯାଇଥାଏ । ଯାହାକି ଆମ ଶରୀର ପାଇଁ ଅତ୍ୟନ୍ତ ଅନୁପଯୋଗୀ ଅଟେ । ଅଧିକ ସମୟ ଯାଏ ଏହି ବଟିକା କୁ ସେବନ କଲେ କିଡ୍ନି ରେ ନକରାତ୍ମକ ସମସ୍ଯା ଦେଖା ଦେଇଥାଏ ।

ଚତୁର୍ଥରେ, ଧୂମ୍ରପାନ କରିବା –

ସିଗାରେଟ ଏବଂ ବିଡି ର ଧୂଆଁ ଆମ ଶରୀର ରେ ବହୁ କିଛି ସମସ୍ୟ ସୃଷ୍ଠୀ କରିଥାଏ । ଯାହା ଫଳରେ ଆମ କିଡ୍ନି ନିକୋଟିନ ର ଟକସାଇଡ କୁ ଫିଲ୍ଟର କରିପାରେ ନାହି । ଏହା ଦ୍ଵାରା କର୍କଟ ରୋଗ ବା କ୍ୟାନ୍ସର ହେବାର ସମ୍ଭାବନା ମଧ୍ୟ ରହିଥାଏ ।

ତେଣୁ ଏହି ଚାରୋଟିରେ ଥିବା ନୀତି ନିୟମ କୁ ମାନିଲେ କିଡ୍ନି ର ଏବଂ ଶରୀର ର କୌଣସି ସମସ୍ୟା ହେବନାହିଁ ।