ଏହି ସ୍କୁଲ ପିଲାମାନଙ୍କ ପାଇଁ ସଜା ହେଇଗଲା ମଜା, “ଜୁମ” କରି ଫୋଟୋଗୁଡିକୁ ଦେଖନ୍ତୁ, ନିଜ ସ୍କୁଲ ଦିନ କଥା ମନେପଡିଯିବ

ଆଜି କାଲି ଯୁଗରେ ଏମିତି ହୋଇଗଲାଣି ଯେ ସ୍କୁଲ – କଲେଜ ର ସମସ୍ତ ଶିକ୍ଷକ ନିଜର ଦୁଷ୍ଟ ଛାତ୍ର ସହିତ ଭଲ ଭାବରେ ବ୍ୟବହାର କରିବାକୁ ପଡୁଛି । ଏହା ଏଥିପାଇଁ ଯେ କେନ୍ଦ୍ର ସରକାର ର ନିର୍ଧାରିତ କରିଦେଇଛନ୍ତି ଯେ ଯଦି କୌଣସି ଶିକ୍ଷକ ନିଜ ଛାତ୍ର ଙ୍କୁ ନିର୍ମମ ଭାବରେ ମାରନ୍ତି ତେବେ ତାଙ୍କ ବିରୁଦ୍ଧରେ କଡା ପଦକ୍ଷେପ ନିଆଯିବ । ଯାହା ଦ୍ଵାରା ସେହି ଶିକ୍ଷକର କ୍ଯାରିୟର ଖରାପ ହୋଇପାରେ, କିଛି ସମୟ ପୂର୍ବରୁ ଏମିତି କିଛି ଘଟଣା ସାମନ୍ନାକୁ ଆସୁଥିଲା ଯେ ଶିକ୍ଷକ ନିଜ ଛାତ୍ର ଙ୍କୁ ଏମତି ମାରୁଥିଲେ ଯେ ଯାହାଦ୍ୱାରା କେତେକ କ୍ଷେତ୍ରରେ ସେମାନଙ୍କର ମୁତ୍ୟୁ ହୋଇଯାଉଥିଲା ।

ଏବା ସ୍କୁଲ ରେ ଏହି ସବୁ ଘଟଣା ହେଉନାହିଁ । ୯୦ ଦଶକ ସମୟରେ ଯେତେବେଳେ ପିଲାମାନେ ଦୁଷ୍ଟାମି କରୁଥିଲେ ସେତେବେଳେ ତାଙ୍କ ମା-ବାପା ଛଡା ଶିକ୍ଷକ ମଧ୍ୟ ସେହିଭଳି ମାରୁଥିଲେ ଯେମିତି ଧୋବା ଘାଟରେ ଧୋବୀ କପଡା କାଚେ ସେହିଭଳି ମାରୁଥିଲେ । କେମିତି ସ୍କୁଲ ପିଲା ମାନଙ୍କ ପାଇଁ ସଜା ହେଇଗଲା ମଜା ପୂର୍ବରୁ ପିଲାମାନେ ଦୁଷ୍ଟାମି କରିଲେ ତାଙ୍କୁ ଏମିତି ମାରୁଥିଲେ ଯେ, ଯେମିତି ତାଙ୍କ ଠାରୁ ବଡ ଦୁଷ୍ଟ ଆଉ କେହି ନାହାଁନ୍ତି ।

୯୦ ଦଶକର ପଢୁଥିବା ଛାତ୍ରମାନଙ୍କୁ ପଚାରନ୍ତୁ କି ସେମାନଙ୍କୁ ଯେଉଁ ସଜା ମିଳୁଥିଲା ତାହା ତାଙ୍କ ପାଇଁ ସତରେ ସଜା ଥିଲା ନା ତାଙ୍କୁ ସେଥିରେ ମଜା ଆସୁଥିଲା । ଏହା କୁହାଯାଏ ଯେ ସ୍କୁଲ ସମୟର ଜୀବନ ସବୁଠାରୁ ଭଲ ସମୟ ଥାଏ ଯାହାକୁ ଲୋକମାନେ ପୁରା ଜୀବନ ସାରା ଭୁଲି ପାରୁନଥିଲେ ।

୧. ଏହି ଫୋଟୋ କୁ ଦେଖି ଆପଣ କଣ ଭାବିବେ ଯେ କଣ ହେଉଛି ସଜା ଜଣଙ୍କୁ ମିଳିଛି ଆଉ ମଜା ସମସ୍ତେ ନେଉଛନ୍ତି ।

୨. କଣ ଆପଣଙ୍କୁ ମିଳିଛି ବର୍ଷାରେ ଏପରି ମଜା ? ଏହାର ସଜା ର ଅପେକ୍ଷାର ୯୦ ଦଶକର ପିଲାମାନେ ହିଁ ଜାଣିପାରିବେ ଯେଉଁ ମାନେ ଏହି ସଜା କୁ ଉପୋଭୋଗ କରିଛନ୍ତି ।

୩. କୁକୁଡା ପରି ସଜା ୯୦ ଦଶକର ସମସ୍ତ ପିଲାମାନେ ସଜା ପାଇଥିବେ କିନ୍ତୁ ଆଜିକାଲି ଛୁଆ ଏହାକୁ ଜାଣନ୍ତି ନି ।

୪.ସେହି ସମୟରେ ସ୍କୁଲ ରେ ଶିକ୍ଷକ ମାନେ ପିଲାମାଙ୍କୁ ନିଜ ନିଜ ଭିତରେ କାନ ଧରି ଛିଡା କରିଦେଉଥିଲେ ।

୫. ୯୦ ଦଶକରେ ଯେତେବେଳେ ଶିକ୍ଷକମାନେ ପିଲାମାନଙ୍କୁ କ୍ଲାସ ରୁ ବାହାର କରିଦେଉଥିଲେ ସମସ୍ତେ ମିଶି ସେହି ସଜାର ମଜା ନେଉଥିଲେ ।

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ ।