ସିରିଏଲ ଝାଂସି କି ରାନୀର ଏହି ଝିଅ ଏବେ ହେଇଯାଇଛି ଏତେ ସୁନ୍ଦର, ସୁନ୍ଦରତା ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହେଇଯିବେ

ନମସ୍କାର ବନ୍ଧୁଗଣ ଆମ ଟିଭି ଜଗତରେ ଅନେକ ଧାରାବାହିକ ଏବେ ପ୍ରସାରିତ ହେଉଛି । ଏବଂ ଦର୍ଶକ ମାନେ ମଧ୍ୟ ଏହି ଧାରାବାହିକ ଗୁଡିକ କୁ ବହୁତ ପସନ୍ଦ ମଧ୍ୟ କରିଛନ୍ତି । ଏବଂ ପ୍ରତିଦିନ ଏହି ଧାରାବାହିକ ଗୁଡିକୁ ଦେଖି ଦର୍ଶକ ମାନେ ନିଜର ମନୋରଞ୍ଜନ ମଧ୍ୟ ହୋଇଥାନ୍ତି । ଏବଂ ନିଜ ସମସ୍ତ କାର୍ଯ୍ୟ କୁ ଶେଷ କରି ଠିକ ସମୟରେ ଟିଭି ଆଗରେ ବସି ଯାଆନ୍ତି । ଏହି ଧାରାବାହିକ ରେ ଅନେକ କଥାବସ୍ତୁ କୁ ଆଧାର କରି ପ୍ରସାରିତ କରିଥାନ୍ତି । କେବେ ପରିବାର ର ସମସ୍ୟା ଖୁସି ଦୁଃଖ ଆଦି କୁ ନେଇ ଆଉ କେତେକ ଧାରା ବାହିକ ଧାର୍ମିକ ପୁରାଣ ଯେପରି ରାମାୟଣ ଏବଂ ମହାଭାରତ ଆଦି କୁ ନେଇ ।

ଏବଂ ଆହୁ କିଛି ଧାରାବାହିକ ଇତିହାସ କୁ ନେଇ ପ୍ରସ୍ତୁତ କରା ଯାଇଥାଏ । ଏହି ଭଳି ଏକ ଧାରାବାହିକ ଅଛି ଝାଂସି କି ରାନୀ । ଏହା ଆମ ସ୍ବାଧୀନତା ସଂଗ୍ରାମୀ ଲକ୍ଷ୍ମୀ ବାଈ ଙ୍କ ଜୀବନୀ ଉପରେ ପ୍ରସ୍ତୁତ କରା ଯାଇଥିଲା । ଏହି ଧାରାବାହିକ ୨୦୦୯ ରୁ ଆରମ୍ଭ କରି ୨୦୧୧ ରେ ଏହାର ଶେଷ ଏପିସଡ଼ ପ୍ରସାରିତ ହୋଇଥିଲା । ଏବଂ ଏହି ଧାରାବାହିକକୁ ଦର୍ଶକ ମାନେ ଖୁବ ପସନ୍ଦ କରିଥିଲେ ଏବଂ ବହୁତ ଭଲ ପାଇବା ମଧ୍ୟ ଦେଇଥିଲେ ।

ଏବଂ ଏହି ଧାରାବାହିକ ରେ ଥିବା ସମସ୍ତ ଚରିତ୍ର କୁ ମଧ୍ୟ ଦର୍ଶକ ମାନେ ଖୁବ ପସନ୍ଦ କରୁଥିଲେ । ଏବଂ ମୁଖ୍ୟ ଚରିତ୍ର ଲକ୍ଷ୍ମୀ ବାଈ କିମ୍ବା ଝାନ୍ସି କି ରାନୀ ଏବଂ ଏହି ଚରିତ୍ର କୁ ଯିଏ ଅଭିନୟ କରିଥିଲେ ସେହି ଅଭିନେତ୍ରୀ ହେଉଛନ୍ତି ଅଲକା ଗୁପ୍ତା । ଆଜି ଆମେ ତାଙ୍କ ବିଷୟରେ ହିଁ ଆଲୋଚନା କରିବା । ତେବେ ଚାଲନ୍ତୁ ଜାଣିନେବା ତାଙ୍କ ବିଷୟରେ । ଅଲକା ଗୁପ୍ତା ଙ୍କ ଜନ୍ମ ୧୨ ଏପ୍ରିଲ ୧୯୯୭ମସିହାରେ ମୁମ୍ବାଇ ମହାରାଷ୍ଟ୍ର ରେ ହୋଇଥିଲା । ଏବଂ ସେ ନିଜର ପାଠ ପଢା ମଧ୍ୟ ସେହି ଠାରେ ସମ୍ପନ୍ନ ହୋଇଥିଲା । ଏବଂ ସେ ବାଲ୍ୟ କଳାକାର ଭାବେ ନିଜର ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ । ଏବଂ ଝାଂସି କି ରାନୀ ଧାରାବାହିକ ରୁ ହିଁ ତାଙ୍କୁ ପ୍ରସିଦ୍ଧ ଏବଂ ଲୋକପ୍ରିୟତା ମିଳି ଥିଲା ।

ଅଲକା ଗୁପ୍ତା ଏହି ଧାରାବାହିକ ରେ ବହୁତ ସୁନ୍ଦର ଅଭିନୟ କରିଥିଲେ ଏବଂ ତାଙ୍କ ଅଭିନୟ ଦର୍ଶକ ମାନଙ୍କୁ ଖୁବ ପସନ୍ଦ ମଧ୍ୟ କରିଥିଲେ । ସେ ନିଜର ଅଭିନୟ ରେ ନିଜର ସମସ୍ତ ଶତ ପ୍ରତିଶତ ଦେଇଥାନ୍ତି । ଏବଂ ସେ ନିଜ ଚରିତ୍ର ଭିତରେ ପଶି ଯାଆନ୍ତି । ଏବଂ ସେହି ଚରିତ୍ର କୁ ପରଦା ଆଗରେ ବହୁତ ଭଲ ଭାବରେ ପରିବେଷଣ ମଧ୍ୟ କରିଥାନ୍ତି । ସେ ଝାନ୍ସି କି ରାନୀ ଧାରବାହିକ ଛଡା ଆହୁରି ଅନେକ ଧାରବାହିକ ରେ ଅଭିନୟ କରିଛନ୍ତି । ଏବଂ ସେ ସମସ୍ତ ଧାରାବାହିକ ରେ ମଧ୍ୟ ଦର୍ଶକ ମାନେ ତାଙ୍କୁ ଖୁବ ପସନ୍ଦ ଏବଂ ଭଲ ପାଇବା ଦେଇଛନ୍ତି ।

ଅଲକା ଏବେ ସାଉଥ ଇଣ୍ଡଷ୍ଟ୍ରୀ ରେ ସାଉଥ ସିନେମା ରେ ଅଭିନୟ କରୁଛନ୍ତି । ତାଙ୍କ ଆଦର୍ଶ ଅଭିନେତ୍ରୀ ହେଉଛନ୍ତି ଅନୁଷ୍କା ସେଠୀ । ଏବଂ ସେ ଅନେକ ସିନେମା ରେ ନିଜର ଅଭିନୟ ରେ ସୁନ୍ଦର ଅଭିନୟ କରି ଲୋକ ମାନଙ୍କ ହୃଦୟ ରେ ଘର କରି ପାରିଛନ୍ତି । ସେ ଆନ୍ଧ୍ର ପୋରି, ରୁଦ୍ରମାଦେବୀ, ଆଦି ସିନେମା ରେ ଅଭିନୟ କରିଛନ୍ତି । ଏବଂ ଏହା ଛଡା ସେ ହିନ୍ଦୀ ଏବଂ ମରାଠୀ ସିନେମାରେ ମଧ୍ୟ ଅଭିନୟ କରିଛନ୍ତି । ଅଲକା ଗୁପ୍ତା ବହୁତ କମ ବୟସ ରୁ ହିଁ ସଫଳତା ହାସଲ କରି ପାରିଛନ୍ତି । ଆମେ ଆଶା କରୁଛୁ କି ଆପଣ ମାନଙ୍କୁ ଏହି ବିଷୟରେ ଆଲୋଚନା ଟି ପସନ୍ଦ ଆସିଥିବ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।