ଦୁଇ ଦୁଇଟି ପିଲାର ମା ହୋଇ ସାରିଛନ୍ତି ଏହି ଅଭିନେତ୍ରୀମାନେ, କିନ୍ତୁ ସୁନ୍ଦରତା ଆଗରେ ଫେଲ ଅଟନ୍ତି ଦୀପିକା ଓ କଟରିନା

ବଲୀଉଡରେ ଅଭିନେତ୍ରୀ ମାନଙ୍କର ସୁନ୍ଦରତା ଏବଂ ଫିଟନେସର ଜବାବ ନାହିଁ । କିନ୍ତୁ ଏହି ଅଭିନେତ୍ରୀଙ୍କୁ ଏମିତି ହିଁ ସୁନ୍ଦରତା ଏବଂ ଫିଟନେସ ମିଳେ ନାହିଁ, ଏହାକୁ ମେଣ୍ଟେନ କରିବା ପାଇଁ ଅଭିନେତ୍ରୀ ମାନଙ୍କୁ ବହୁତ ପରିଶ୍ରମ ବି କରିବାକୁ ପଡିଥାଏ । କିନ୍ତୁ ବଲୀଉଡରେ ଏମିତି ବି କିଛି ଅଭିନେତ୍ରୀ ଅଛନ୍ତି ଯେଉଁମାନେ ଦୁଇ ଦୁଇଟି ପିଲାର ମା ହୋଇ ସାରିଛନ୍ତି ତଥାପି ସେମାନେ ସୁନ୍ଦରତା ଏବଂ ଫିଟନେସ ମାମଲାରେ କୌଣସି ବର୍ତମାନର ଅଭିନେତ୍ରୀ ଠାରୁ କମ ନୁହନ୍ତି । ଏହି ଲିସ୍ଟରେ କେଉଁ କେଉଁ ଅଭିନେତ୍ରୀମାନେ ସାମିଲ ଅଛନ୍ତି ଆସନ୍ତୁ ଜାଣିବା ।

ରବୀନା ଟଂଡନ

Image courtesy: Google

ରବୀନା ଟଂଡନଙ୍କର ନାମ ବଲୀଉଡର ସୁନ୍ଦର ଏବଂ ପ୍ରସିଦ୍ଧ ଅଭିନେତ୍ରୀମାନଙ୍କ ମଧ୍ୟରେ ସାମିଲ ଅଛି । ୯୦ ଦଶକରେ ରବୀନା ଟଂଡନ ବହୁତ ସୁପରହିଟ ଫିଲ୍ମ ଦେଇଛନ୍ତି । କହିଦେଉଛୁ ଯେ ରବିନାଙ୍କର ଦୁଇଟି ସନ୍ତାନ ଅଛନ୍ତି ଯାହାଙ୍କର ନାମ ରକ୍ଷା ଥଡାନୀ ଏବଂ ରଣବୀର ଥଡାନୀ ଅଟେ । ଦୁଇଟି ପିଲାର ମା ହେବା ସତ୍ବେ ବି ୪୪ ବର୍ଷ ବୟସରେ ରବୀନ ଆଜି ବି ସେତିକି ହିଁ ସୁନ୍ଦର ଦେଖା ଯାଉଛନ୍ତି ।

ଭାଗ୍ୟଶ୍ରୀ

Image courtesy: Google

ଫିଲ୍ମ “ମୈଂନେ ପ୍ୟାର କିୟା” ଦ୍ଵାରା ସମସ୍ତଙ୍କ ହୃଦୟରେ ନିଜର ଜାଗା ତିଆରି କରିଥିବା ଭାଗ୍ୟଶ୍ରୀ ଏକ ସୁନ୍ଦର ଅଭିନେତ୍ରୀ ଅଟନ୍ତି । ବର୍ତ୍ତମାନ ଭାଗ୍ୟଶ୍ରୀ ବିବାହିତା ଅଟନ୍ତି ଏବଂ ତାଙ୍କର ଦୁଇଟି ସନ୍ତାନ ବି ଅଛି । ତାଙ୍କର ୨୩ ବର୍ଷର ପୁଅ ଅଭିମନ୍ୟୁ ଏବଂ ୨୧ ବର୍ଷର ଝିଅ ଅବନ୍ତିକା ଅଛି । ୪୯ ବର୍ଷ ବୟସରେ ବି ଭାଗ୍ୟଶ୍ରୀ ବହୁତ ସୁନ୍ଦର ଦେଖାଯାଉଛନ୍ତି ।

କାଜୋଲ

Image courtesy: Google

କାଜୋଲ ଭାରତୀୟ ସିନେମାର ଏକ ଜଣାଶୁଣା ଅଭିନେତ୍ରୀ ଅଟନ୍ତି । ସେ ବଲୀଉଡକୁ ଅନେକ ସୁପରହିଟ ଫିଲ୍ମ ଦେଇଛନ୍ତି । କଜୋଲଙ୍କର ଦୁଇଟି ସନ୍ତାନ ବି ଅଛନ୍ତି । ଯାହାଙ୍କର ନାମ ନ୍ୟାସା ଏବଂ ୟୁଗ ଅଟେ । କିନ୍ତୁ ୪୪ ବର୍ଷୀୟ କାଜୋଲ ଆଜି ବି ସେତିକି ହିଁ ସୁନ୍ଦର ଏବଂ ଚାର୍ମିଙ୍ଗ ଦେଖାଯାନ୍ତି ।

ଜୂହୀ ଚାୱଲା

Image courtesy: Google

୯୦ ଦଶକରେ ଜୂହୀ ଚାୱଲା ବଲୀଉଡର ମୋସ୍ଟ ଡିମାଂଡିଂଗ ଅଭିନେତ୍ରୀ ହେଉଥିଲେ । ୧୯୯୫ ମସିହାରେ ଜୂହୀ ଚାୱଲା ଜୟ ମେହତାଙ୍କ ସହ ବିବାହ କରିଥିଲେ । ଜୂହୀ ଏବଂ ଜୟଙ୍କର ଦୁଇଟି ସନ୍ତାନ ଅଛି । ଯାହାଙ୍କର ନାମ ଜାହ୍ନବୀ ଏବଂ ଅର୍ଜୁନ ମେହେତା ଅଟେ । ୫୧ ବର୍ଷ ବୟସରେ ବି ଜୂହୀ ବହୁତ ସୁନ୍ଦର ଦେଖାଯାନ୍ତି ।

ମାଧୁରୀ ଦୀକ୍ଷିତ

Image courtesy: Google

ବଲୀଉଡରେ “ଧକ-ଧକ ଗର୍ଲ” ନାମରେ ପ୍ରସିଦ୍ଧ ମାଧୁରୀ ଦୀକ୍ଷିତ ଆମେରିକାର ସର୍ଜନ ଡା. ଶ୍ରୀରାମ ନେନେଙ୍କ ସହିତ ବର୍ଷ ୧୯୯୯ ମସିହାରେ ବିବାହ କରିଥିଲେ । ୫୧ବର୍ଷ ବୟସରେ ବି ମାଧୁରୀଙ୍କର ସୁନ୍ଦରତାରେ କିଛି ବି ଫରକ ଆସି ନାହିଁ । ମାଧୁରୀଙ୍କର ଦୁଇଟି ପୁଅ ଯାହାଙ୍କର ନାମ ଅରିନ ନେନେ ଏବଂ ରାୟନ ନେନେ ଅଟେ । ଆଗକୁ ଏମିତି ପୋଷ୍ଟ ସବୁ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।