ବଜରଙ୍ଗୀ ଭାଇଜାନରେ ମୁନ୍ନୀ ମା ହୋଇଥିବା actress ଅସଲ ଜୀବନରେ ବହୁତ ହଟ ଆଣ୍ଡ ବୋଲ୍ଡ, ଦେଖିଲେ ଚିହ୍ନି ପାରିବେନି

ସଲମାନ ଖାନଙ୍କ ସବୁ ଫିଲ୍ମ ବକ୍ସ ଅଫିସରେ ବହୁତ ଭଲ କଲେକ୍ସନ କରିଥାଏ । କହିବାକୁ ଗଲେ ୨୦୧୫ରେ ରିଲିଜ ହୋଇଥିବା ସଲମାନ ଖାନଙ୍କ ଫିଲ୍ମ ‘ବଜରଙ୍ଗୀ ଭାଇଜାନ’ ବକ୍ସ ଅଫିସରେ ସୁପର ଡୁପର ହିଟ ହୋଇଥିଲା ଓ ବକ୍ସ ଅଫିସରେ ଏହି ଫିଲ୍ମ ବହୁତ ରେକର୍ଡ ଭାଙ୍ଗି ଦେଇ ଥିଲା । ଦର୍ଶକମାନେ ନା ହିଁ କେବଳ ସଲମାନ ଖାନଙ୍କ କିରଦାରକୁ ପସନ୍ଦ କରିଲେ ଏହା ଛଡା ଫିଲ୍ମର ସମସ୍ତ କଳାକାରମାନଙ୍କୁ ବି ପସନ୍ଦ କରିଲେ ।

ଛୋଟ କଳାକାର ରୂପରେ ହର୍ଷାଲୀ ମଲ୍ହୋତ୍ରା ରାତାରାତି ଷ୍ଟାର ହୋଇ ଯାଇ ଥିଲା । ଏହା ଛଡା ଲୋକମାନେ ଏହି ଫିଲ୍ମରେ ମୁନି ଉର୍ଫ ହର୍ଷାଲୀ ମଲ୍ହୋତ୍ରାଙ୍କ ମାଙ୍କ ଅଭିନୟରେ ନଜର ଆସିଥିବା ଅଭିନେତ୍ରୀଙ୍କୁ ତାଙ୍କର ଅଭିନୟ ପାଇଁ ପ୍ରଶଂସା କରିଥିଲେ ଓ ସେହି ଅଭିନେତ୍ରୀଙ୍କ ନାମ ହେଉଛି ମେହର ଭିଜ ।

ମେହର ଭିଜ ଏହି ଫିଲ୍ମରେ ଏକ କାଶ୍ମିରୀ ମହିଳାର ଭୂମିକାରେ ନଜର ଆସିଥିଲେ । ଫିଲ୍ମରେ ତାଙ୍କୁ ବହୁତ ଛୋଟ ରୋଲ ମିଳିଥିଲା । ତଥାପି ସେ ଏହି ଅଳ୍ପ ସମୟ ମଧ୍ୟରେ ବି ନିଜର ଭଲ ପ୍ରଦର୍ଶନ ଦେଇଥିଲେ । ବର୍ତ୍ତମାନ ସମୟରେ ମେହର ଭିଜ ୩୫ ବର୍ଷର ଅଟନ୍ତି । କହିବାକୁ ଗଲେ ମେହର ଭିଜ ନିଜର କ୍ୟାରିୟରରେ ବହୁତ ଫିଲ୍ମ ଓ ବିଜ୍ଞାପନରେ କାମ କରିଛନ୍ତି । କିନ୍ତୁ ତାଙ୍କୁ ଅସଲ ପରିଚୟ ବଜରଙ୍ଗୀ ଭାଇଜନ ଫିଲ୍ମରୁ ହିଁ ମିଳିଥିଲା । ଏହା ଛଡା ଆପଣଙ୍କୁ କହିଦେଉଛୁ କି ମେହର ଭିଜ ଫିଲ୍ମ ‘ସୀକ୍ରେଟ ସୁପରସ୍ଟାର’ରେ ବି ଏକ ମୁଖ୍ୟ ଭୂମିକାରେ ନଜର ଆସିଥିଲେ ।

ସୀକ୍ରେଟ ସୁପରସ୍ଟାର ଫିଲ୍ମରେ ସେ ଜ଼ାୟରା ବସୀମଙ୍କ ମା ଭୂମିକାରେ ନଜର ଆସିଥିଲେ । ଏହି ରୋଲ ପାଇଁ ବି ତାଙ୍କୁ ବହୁତ ପ୍ରଶଂସା ମିଳିଥିଲା । କିନ୍ତୁ ଆମେ ଆପଣଙ୍କୁ କହିଦେଉଛୁ କି ମେହର ଭିଜ ନିଜର ଅସଲ ଜୀବନରେ ବିବାହିତା ଅଟନ୍ତି । ସେ ୨୦୦୫ରେ ଅଭିନେତା ମାନବ ଭିଜଙ୍କ ସହ ବିବାହ କରିଛନ୍ତି । ମେହର ଭିଜ ଅନ୍ୟ କେତେକ ଫିଲ୍ମରେ ବି କାମ କରିଛନ୍ତି । ତାଙ୍କର ଅନ୍ୟ ଏକ ହିଟ ଫିଲ୍ମ ହେଉଛି Bhoot Part One: The Haunted Ship ।

ଏହି ଫିଲ୍ମରେ ବି ତାଙ୍କର ଅଭିନୟକୁ ଦର୍ଶକମାନେ ବହୁତ ପସନ୍ଦ କରିଥିଲେ । କିନ୍ତୁ ଏହା ସତ୍ବେ ବି ସେ କୌଣସି ବଡ ସଫଳତା ହାସଲ କରି ପାରି ନାହାନ୍ତି । ଆପଣଙ୍କୁ କହିଦେଉଛୁ କି ମେହର ଭିଜ ନିଜର ଅସଲ ଜୀବନରେ ବୋଲ୍ଡ ଓ ଗ୍ଳେମରେସ ଜୀବନଶୈଳୀକୁ ପସନ୍ଦ କରନ୍ତି । ତାଙ୍କର ଇଂଷ୍ଟାଗ୍ରାମ ଆକାଉଣ୍ଟରେ ଆପଣ ତାଙ୍କର ବୋଲ୍ଡ ଫଟୋ ଦେଖି ଆଶ୍ଚର୍ଯ୍ୟ ହୋଇଯିବେ । ଅସଲ ଜୀବନରେ ସେ ନିଜର ଖୋଲା ଚିନ୍ତାଧାରା ଓ ନିଜର ସିରିୟସ ରୋଲ ପାଇଁ ଅଧିକ ଚର୍ଚିତ ରହିଥାନ୍ତି ।

ଯେଉଁଠି ମେହର ଭିଜ ନିଜର ଅସଲ ଜୀବନରେ ବହୁତ ବୋଲ୍ଡ ଅଟନ୍ତି କିନ୍ତୁ ଫିଲ୍ମରେ ସେ ଆଦିକ ବୟସ ମହିଳାର ରୋଲରେ ନଜର ଆସନ୍ତି । କହିବାକୁ ଗଲେ ମେହର ଭିଜ ନିଜର ସବୁ ଫିଲ୍ମରେ ସାଇଡ ରୋଲ ଓ ସପୋର୍ଟିଙ୍ଗ ରୋଲରେ ନଜର ଆସିଛନ୍ତି । କିନ୍ତୁ ସେ ନିଜର ଅଭିନୟ ଦ୍ଵାରା ମୁଖ୍ୟ କଳାକାରଙ୍କୁ ବି ପଛରେ ଛାଡି ଦିଅନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।