ଅଯୋଧ୍ୟା ରେ ତିଆରି ହେଉଥିବା ରାମ ମନ୍ଦିର ବିଷୟରେ 9ଟି ପ୍ରଶ୍ନ ଓ ଉତ୍ତର

ଅଯୋଧ୍ୟା ରାମ ମନ୍ଦିର ବିଷୟରେ କିଛି ପ୍ରଶ୍ନ ଓ ଉତ୍ତର, ଯାହା ଆପଣଙ୍କୁ କେହି କହିନଥିବେ । ପ୍ରଭୁ ଶ୍ରୀ ରାମଚଦ୍ର ହେଉଛନ୍ତି ଭାରତୀୟ ମାନ ଙ୍କର ଆଧାର ଶିଳା । ଭଗବାନ ରାମଚନ୍ଦ୍ରଙ୍କ ଜନ୍ମସ୍ଥଳୀ ଅଯୋଧ୍ୟା । ଆପଣ ମାନେ ତ ପ୍ରଭୁ ରାମଚନ୍ଦ୍ରଙ୍କ ବିଷୟରେ ବହୁତ୍ କଥା ଶୁଣିଥିବ । ସେ କିପରି ରାଜା ହେଲେ ।

ରାଜା ହୋଇକି ମଧ୍ୟ କିପରି ୧୪ ବର୍ଷ ବାନ ବାସ କରି ଏକ ସାଧାରଣ ଜୀବନଯାପନ ଅତିବାହିତ କରୁଥିଲେ । ପ୍ରଭୁ ରାମଚନ୍ଦ୍ର ବହୁ ଜନବାସୀଙ୍କର ହୁର୍ଦ୍ୱୟରେ ସ୍ଥାନ ପାଇଛନ୍ତି । ରାମଚନ୍ଦ୍ର ଜନ୍ମସ୍ଥଳୀ ଅଯୋଧ୍ୟା ରେ ବହୁତ୍ ଦିନ ଧରି ବିବାଦ ଲାଗିରହିଥିଲା ଏବଂ ଏବେ ଏହି ବିବାଦ ର ସମାଧାନ ହୋଇଗଲା । ଆଜି ଆମେ ଏଠାରେ ରାମ ମନ୍ଦିରର ଜନ୍ମ ଭୂମିରେ ରାମମନ୍ଦିରର ନିର୍ମାଣ ଏବଂ କେତେ ବର୍ଷ ଲାଗିଲା ତ ବିଷୟରେ କିଛି ପ୍ରଶ୍ନ ଓ ଉତ୍ତର ଆଲୋଚନା କରିବା ।

(୧) ଅଯୋଧ୍ୟା କେଉଁ ରାଜ୍ୟ ରେ ଅବସ୍ତିତ ?

ଏହାର ଉତ୍ତର ହେଉଛି: ଉତ୍ତରପ୍ରଦେଶ

 

(୨) ରାମ ମନ୍ଦିରର ଶିଳାନ୍ୟାସ କେବେ ହେଲା ଏବଂ କିଏ କରିଥିଲେ ?

ଏହାର ଉତ୍ତର ହେଉଛି:5 Aug 2020 ଏବଂ ନରେନ୍ଦ୍ର ମୋଦି

(୩) ରାମ ମନ୍ଦିର ବନେଇବା ପାଇଁ କେତେ ବର୍ଷ ଲାଗିଲା ?

ଏହାର ଉତ୍ତର ହେଉଛି: 3.3 ବର୍ଷ

(୪) ଅଯୋଧ୍ୟା ବିବାଦ କେତେ ଏକର ଜମି ନେଇ ଅବସ୍ଥିତ ?

ଏହାର ଉତ୍ତର ହେଉଛି: 2.27 ଏକର

(୫) ଅଯୋଧ୍ୟା ସ୍ଥିତ ମସଜିଦ ର ନାମ କଣ?

ଏହାର ଉତ୍ତର ହେଉଛି: ବାବ୍ରି ମସଜିଦ

 

(୬) ଅଯୋଧ୍ୟା ବିବାଦର ଲଗାତାର କେତେ ଦିନ ଶୁଣାଣି ଚାଲିଲା ?ଏହାର ଉତ୍ତର ହେଉଛି: 40 ଦିନ

(୭)ଅଯୋଧ୍ୟା ବିବାଦ ଫଇସଲା ପରେ କେତେ ଜମି ମସଜିଦ କୁ ଦିଆଗଲା ?

ଏହାର ଉତ୍ତର ହେଉଛି: 5 ଏକର

(୮) ଅଯୋଧ୍ୟା ବିବାଦ ଫଇସଲା କାହା ପକ୍ଷରୁ ଆସିଥିଲା ?

ଏହାର ଉତ୍ତର ହେଉଛି: ରାମ ଜନ୍ମଭୂମି ନ୍ୟାସରୁ

(୯) ଅଯୋଧ୍ୟାର ପ୍ରାଚୀନ ନାମ କଣ ଥିଲା?

ଏହାର ଉତ୍ତର ହେଉଛି: ଫେଜାବାଦ

ଏହା ତ ଥିଲା ମାତ୍ର ୯ ଟି ପ୍ରଶ୍ନ ଓ ତାର ଉତ୍ତର । ଆଶା କରୁଛୁ ଆପଣମାନଙ୍କ ଏହା ବହୁତ୍ ଭଲ ଲାଗିଥିବା ଏବଂ ଏହା ସବୁ ଆପଣ ମାନଙ୍କ ପାଇଁ ଲାଭ ଦାୟକ ହେବ ଓ ଭବିଷ୍ୟତରେ ନିଶ୍ଚୟ ଏହା ଆପଣଙ୍କୁ ସାହାଯ୍ୟ କରିବ । କିଛିଟା ଜ୍ଞାନର ସୀମା ଆପଣଙ୍କର ବଢିଲା ଏହା ମାଧ୍ୟମରେ । ସମସ୍ତେ ସଫଳ ହେବାକୁ ପସନ୍ଦ କରିଥାନ୍ତି । କିନ୍ତୁ ସେଥିପାଇଁ ବହୁତ ପରିଶ୍ରମ ଇଚ୍ଛାଶକ୍ତି ଓ ବୁଦ୍ଧି ର ଆବଶ୍ୟକ ହୋଇଥାଏ ।

ଏବେ ଆପଣମାନଙ୍କ ପାଇଁ ଏକ ପ୍ରଶ୍ନ- ରାମଚନ୍ଦ୍ରଙ୍କ ପିତା ଙ୍କ ନାମ ଟି କଣ?ଏହାର ଉତ୍ତର ଆପଣମାନେ ନିଜେ ଖୋଜିବାକୁ ଚେଷ୍ଟା କରନ୍ତୁ ଓ ନିଜର ଜ୍ଞାନର ସୀମା କୁ ସଙ୍କୁଚିତ କରନ୍ତୁ ନାହିଁ । ଏହାକୁ ସର୍ବଦା ବଢ଼େଇବା ପାଇଁ ଚେଷ୍ଟା କରନ୍ତୁ । ଏହାର ଫଳପ୍ରଦ ନିଶ୍ଚୟ ଆପଣଙ୍କୁ ମିଳିବ । ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।