ସିରିଏଲ “ୟେ ରିସ୍ତା କ୍ଯା କେହେଲାତା ହୈ” ରୁ ଫେମସ ହୋଇଥିବା ଅଭିନେତ୍ରୀ Hina Khan ଙ୍କର ଇଏ ହେଉଛନ୍ତି ରିଅଲ ଲାଇଫ ବୟଫ୍ରେଣ୍ଡ, ମା’ ଓ ଫାମିଲି

ହୀନା ଖାନ ସିରିୟାଲ ଜଗତର ଏକ ପରିଚିତ ଚେହେରା । ହୀନା ଖାନଙ୍କ ଜୀବନ ବିଷୟରେ ଆପଣମାନ କିଛି  ଜାଣିଛନ୍ତି କି ? ତାହେଲେ ଆସନ୍ତୁ ଆଜି ଆମେ ଆପଣମାନଙ୍କୁ କିଛି କହିବା । ଆସନ୍ତୁ ଜାଣିବା ତାଙ୍କରି ବିଷୟରେ । ହିନା ଖାନ ଇଣ୍ଡଷ୍ଟ୍ରିରେ ୧୨ ବର୍ଷ ପୂରଣ କରିଛନ୍ତି। ସେ ଜାନୁଆରୀ ୧୨ ୨୦୦୯ ରେ ଅକ୍ଷରା ଭାବରେ ନିଜର କ୍ୟାରିଅର୍ ଆରମ୍ଭ କରିଥିଲେ । ସେ ଆଠ ବର୍ଷ ଧରି ଶୋ’ରେ ଅକ୍ଷରା ଭୂମିକାରେ ଅଭିନୟ କରିଥିଲେ । “ୟେ ରିସ୍ତା କୟା କେହଲତା ହେ” ରୁ ଅକ୍ଷରା ଭଳି ଲୋକମାନେ ତାଙ୍କୁ ଭଲ ପାଆନ୍ତି ଏବଂ ଆଜି ବି ତାଙ୍କୁ ସୋ’ରେ ଦେଖିବାକୁ ଚାହୁଁଛନ୍ତି ।

ସେ ଛାଡିଥିବା ପୋଷ୍ଟରେ ଏହା ଦେଖା ଯାଇଥିଲା  । ଶୋରେ  ଆମେ ତାଙ୍କୁ ସମ୍ପୂର୍ଣ୍ଣ ରୂପେ ବଦଳାଇ ଥିବାର ଦେଖିଲୁ ଏବଂ ସେ ରିଅଲିଟି ଟିଭିର ରାଣୀ ହୋଇଗଲେ । ଶୋ ରେ ଆମେ ତାଙ୍କର ଚମତ୍କାର ଯାତ୍ରା ଦେଖିଛୁ । ସେ  ସମର୍ଥନ ଏବଂ ପ୍ରେମ ପାଇଁ ତାଙ୍କ ପ୍ରଶଂସକମାନଙ୍କୁ ଧନ୍ୟବାଦ ଜଣାଇଥିଲେ   ସାହସ, ସ୍ଥିରତା ଏବଂ ପ୍ରତିଯୋଗିତାର ମିଶ୍ରଣ ହିଁ ମୋତେ ପ୍ରତ୍ୟେକ ପଦକ୍ଷେପରେ ମୋ କ୍ୟାରିୟର ପାଇଁ ଉପଯୁକ୍ତ  ବାଛିବାରେ ସାହାଯ୍ୟ କଲା ।

ଏବଂ ମୁଁ ଯଥେଷ୍ଟ ବିସ୍ତାର କରିପାରିବି ନାହିଁ .. ଶବ୍ଦଗୁଡ଼ିକ ମୋର ସମ୍ମାନ ଏବଂ କୃତଜ୍ଞତା ପାଇଁ ନ୍ୟାୟ ପ୍ରଦାନ କରିବ ନାହିଁ, ଯେଉଁମାନେ ମୋର ଶିଳ୍ପକୁ ପସନ୍ଦ କରିଛନ୍ତି, ମୋର କାର୍ଯ୍ୟକୁ ପ୍ରଶଂସା କରିଛନ୍ତି ଏବଂ ମୋତେ ଉତ୍ସାହିତ କରିଛନ୍ତି । ମୁଁ କିଛି ନୁହେଁ ଏହି ଅମୂଲ୍ୟ ଉତ୍ସାହ ବିନା ଏବଂ ତୁମେ ଏହାକୁ ମୂଲ୍ୟବାନ କର ପ୍ରତ୍ୟେକ ଦିନ ଏବଂ ମୁଁ ଆଶା କରେ ତୁମ ସମସ୍ତଙ୍କ ସହିତ ସର୍ବଦା ସେହି ବିଶେଷ ସଂଯୋଗରେ  ରହିବ ତାଙ୍କ ପିତାଙ୍କ ପାଇଁ ଏକ ନୋଟ୍ ଲେଖିଛନ୍ତି ଯିଏ ତାଙ୍କ ମା ଏବଂ ପୁଅର କ୍ରମାଗତ ମୃତ୍ୟୁ ସହିତ ମୁକାବିଲା କରୁଛନ୍ତି ।

ଇଣ୍ଡଷ୍ଟ୍ରିର ହିନା ଖାନଙ୍କ ବନ୍ଧୁ ବିକାଶ କାଲାଣ୍ଟାରୀ, ସାହିଲ ଆନନ୍ଦ, ଅଦା ଖାନ, ନିଧି ଉତ୍କଳ ଏବଂ ଅନ୍ୟମାନେ ଏହି ଭିଡିଓ ଉପରେ ମନ୍ତବ୍ୟ ଦେଇ ଏହି ଅବିଶ୍ୱସନୀୟ ଯାତ୍ରା ପାଇଁ ତାଙ୍କୁ ପ୍ରଶଂସା କରିଥିଲେ। ଏହା ଥିଲା ହୀନାଙ୍କ କ୍ଯାରିୟର ବିଷୟରେ ଏବେ ଆସନ୍ତୁ ଜାଣିବା ତାଙ୍କ ପରିବାର ଲୋକଙ୍କ ବିଷୟରେ । ହୀନାଙ୍କ ପରିବାର ଏକ ମଧ୍ୟବିତ ପରିବାର ଓ ସେ କାଶ୍ମୀରର ଏକ ମୁସ୍ଲିମ ପରିବାରର ଅଟନ୍ତି ।

ହିନା ଖାନଙ୍କ ପିତାଙ୍କ ମୃତ୍ୟୁ ହୋଇଥିଲା ୨୦ ଏପ୍ରିଲ ୨୦୨୧ ମାତ୍ର ୫୫ ବର୍ଷ ବୟସରେ ସେ ନିଜର ପ୍ରାଣ ତ୍ୟାଗ କରିଥିଲେ । ସେ ଜଣେ ବେସରକାରୀ ସଂସ୍ଥାରେ କାମ କରୁଥିଲେ ।  ହୀନାଙ୍କ ବାପାଙ୍କ ମୃତ୍ୟୁ ପରେ ସେ ଅନେକ ମାତ୍ରାରେ ଭାଙ୍ଗି ପଡିଥିଲେ । ତାଙ୍କ ମା ଜଣେ ଗୃହିଣୀ ଅଟନ୍ତି ହୀନା ତାଙ୍କ ମା ଙ୍କ ସହ ଅନେକ ଫଟ ସୋସିଆଲ ମିଡିଆରେ ଛାଡନ୍ତି ତାହା ଆପଣ ଦେଖିଥିବେ ।  ଏହା ପରେ ଆସନ୍ତୁ ଜାଣିବା ତାଙ୍କ ଭାଇଙ୍କ ବିଷୟରେ ସେ ହୀନାଙ୍କ ଠାରୁ ସାନ ଅଟନ୍ତି  ତାଙ୍କ ନାମ ଆମିର ଖାନ ଅଟେ ।

ସେ ନିଜର ବ୍ୟବସାୟରେ ନିଜକୁ ବ୍ୟସ୍ତ ରଖନ୍ତି ତାଙ୍କୁ ବର୍ତ୍ତମାନ ୩୦ ବର୍ଷ ଅଟେ । ଏବେ ଆସନ୍ତୁ ଜାଣିବା ତାଙ୍କ ବଏ ଫ୍ରେଣ୍ଡଙ୍କ ବିଷୟରେ । ସେ  ରକି ଜଷପାଲ ସେ ଜଣେ ପ୍ରଯୋଜକ ଅଟନ୍ତି । ଦୁହେଁ ୮ ବର୍ଷ ଧରି ପରସ୍ପରକୁ ଭଲ ପାଉଛନ୍ତି ଏବେ ବିବାହ ପାଇଁ ଇଚ୍ଛା କରୁଥିବାର ସୂତ୍ରରୁ ଜଣା ପଡିଛି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅଧିକ ଖବର ପଢିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ଯବାଦ