ପିଲା ଠାରୁ ନେଇ ବୁଢା ପର୍ଯ୍ୟନ୍ତ ସମସ୍ତେ ପିଅନ୍ତୁ, କାଶ- କଫ ହେଇଯିବ ଛୁ-ମନ୍ତର- Health Tips

ଆମ ଶରୀରରେ ଅନେକ ପ୍ରକାରର ରୋଗ ବୈରାଗ ଦେଖାଯାଏ । ସାଧାରଣତ ଅନେକ ଲୋକଙ୍କର କାଶ, ଥଣ୍ଡା ଓ ଜ୍ଵର ହୋଇଥାଏ । ଅନେକ ଲୋକଙ୍କର ବିନା କାରଣରେ ଶୁଖିଲା କାଶ ହୋଇଥାଏ । ଯାହା ଫଳରେ ସେମାନେ ଅନେକ କ-ଷ୍ଟ ଅନୁଭବ କରିଥାନ୍ତି । ଆଜି ଆମେ ଆପଣ ମାନଙ୍କୁ ଏହାର ପ୍ରତିକାର କଣ ଓ କଣ ସବୁ ସେବନ କରିଲେ ଆମର ହେଉଥିବା କାଶ ଦୂର ହୋଇଥାଏ ସେହି ବିଷୟରେ କହିବାକୁ ଯାଉଛୁ । ଯେଉଁ ମାନଙ୍କର ଶୁଖିଲା କାଶ ହେଉ ବା ଅନ୍ୟ କୌଣସି କାରଣ ପାଇ କାଶ ହେଉଥାଏ ତେବେ ଏହାରା ଏକ ସାମାନ୍ଯ ପ୍ରଣାଳୀ ରହିଛି ।

ଏଠି ପାଇଁ ଆପଣ ମାନଙ୍କୁ ଏକ ପ୍ରକାରର କାଢା ପ୍ରସ୍ତୁତ କରିବାକୁ ପଡିବ । ତେବେ ଆସନ୍ତୁ ଜାଣିବା ଏହି କାଢା ପ୍ରସ୍ତୁତ ପାଇଁ କେଉଁ କେଉଁ ସାମଗ୍ରୀର ଆବଶ୍ୟକତା ରହିଛି । ପ୍ରଥମେ କିଛି ପାଣି ଏକ ପାତ୍ରରେ ନିଅନ୍ତୁ । ଏହା ପରେ କିଛି ହଳଦୀ ଏଥିରେ ମିଶ୍ରଣ କରନ୍ତୁ ।

ହଳଦିରେ ଥିବା ଆଣ୍ଟି ବାୟୋଟିକ ଆମ ଶରୀରରେ ରହିଥିବା ଜୀବାଣୁ ଗୁଡିକୁ ନଷ୍ଟ କରିବାରେ ସାହାଜ୍ଯ କରିଥାଏ । ହଳଦୀ ପାଣି ଭଲ ଭାବେ ଫୁଟି ଗଲେ ସେଥିରେ ଅଳ୍ପ ମାତ୍ରାରେ ସେନ୍ଧା ନମକ ପକାନ୍ତୁ । ଏହା ପରେ ପଣି ଭଲ ଭାବେ ଫୁଟିକିଆ ଅଳ୍ପ ପରିମାଣର ହୋଇଗଲେ ଏହାକୁ ଛାଣି ଦିଅନ୍ତୁ । ଯେଉଁ ମାନଙ୍କର ଶୁଖିଲା କାଶ ହେଉଥିବା ସେମାନେ ଏହି ପାଣିରେ ଅଳ୍ପ ମାତ୍ରାରେ ଦେଶୀ ଘିଅ ମିଶାଇ ସେବନ କରନ୍ତୁ ।

ଏହି କାଢାକୁ ରାତିରେ ଶୋଇବା ସମୟରେ ଛୋଟ ଠାରୁ ଆରମ୍ଭ କରି ବୟସକ ବ୍ୟକ୍ତି ପର୍ଯ୍ଯନ୍ତ ସେବନ କରି ପାରିବେ । ଏହି ଭଳି ଭାବେ ଏହି କାଢାକୁ ପ୍ରସ୍ତୁତ କରି ସେବନ କରିଲେ ଆପଣଙ୍କର ଶୁଖିଲା କାଶ ଭଲ ହେବା ସହ ଶରୀରର ଅନ୍ୟ ସମସ୍ତ ରୋଗ ମଧ୍ୟ ଦୂର ହୋଇଥାଏ । ବର୍ତ୍ତମାନ ଆମ ଦେଶରେ ଯେପରି ଭାବେ କୋରୋନା ଭାଇରସ ବ୍ୟାପିବାରେ ଲାଗିଛି ସେଥି ପାଇଁ ଆପଣ ମାନଙ୍କୁ ଏହି ଘରୋଇ କାଢା ପ୍ରସ୍ତୁତ କରି ସେବନ କରିଲେ ବହୁତ ଲାଭଦାୟକ ହୋଇଥାଏ ।

ଯଦି ଆପଣଙ୍କୁ ଭୋକ ଲାଗୁ ନ ଥିବ ତେବେ ମଧ୍ୟ ଏହି କାଢାର ସେବନ କରିଲେ ଭଲ ଫଳ ମିଳିଥାଏ । ଯଦି ଆପଣଙ୍କୁ ଥଣ୍ଡା ବା ଜ୍ଵର ହେଇଥାଏ ତେବେ ଏହି ଘରୋଇ କାଢାର ସେବନ କରିଲେ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ହିତକାରକ ହୋଇଥାଏ ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ବିବରଣୀଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।