ନିଜ ଶରୀର ଏହି ଅଙ୍ଗ କାରଣରୁ ଲୋକପ୍ରିୟ ହେଉଛନ୍ତି ଏହି ଝିଅ ! ଜାଣନ୍ତୁ କିଏ ସେ ଓ କାହିଁକି…

କୁହାଯାଏ କି ଯେତେବେଳେ ଭଗବାନ ମହିଳା ଓ ପୁରୁଷକୁ ତିଆରି କରୁଥିଲେ ତେବେ ସେ ଦୁଇ ଜଣଙ୍କୁ ଅଲଗା ଅଲଗା ବିଶେଷତ୍ତ୍ଵ ବି ଦେଲେ । ଯେଉଁଠି ପୁରୁଷକୁ ଶକ୍ତି ଦେଲେ ତ ଅନ୍ୟ ପଟେ ମହିଳାଙ୍କୁ ଅଧିକ ସୁନ୍ଦରତା । ଏହିଭଳି ହିଁ ସୁନ୍ଦରତା ନେଇ ଜନ୍ମ ହୋଇଛି ଆମେରିକାର ଏକ ଯୁବତୀ । ଏହି ଆମେରିକାର ଯୁବତୀ କ୍ୟାଲିଫୋର୍ନିୟାରେ ରହିଥାଏ । ଏହାର ଶରୀରର ଏକ ଅଙ୍ଗ ଏମିତି ଅଛି ଯାହାକୁ ଦେଖିଲେ ଆପଣମାନେ ବି ଏହି ଯୁବତୀର ଦିବାନା ହୋଇଯିବେ ।

କହିବାକୁ ଗଲେ ଏହି ଯୁବତୀର ନାମ ସାରା ମ୍ୟାକଡୈନିୟଲ ଅଟେ । ସାରା ଏକ ମଡେଲ ଅଟନ୍ତି । ତାଙ୍କର ଆଖି ସବୁଠୁ ଖାସ ଅଟେ କାରଣ ତାଙ୍କର ଦୁଇଟି ଆଖିର ରଙ୍ଗ ଅଲଗା ଅଲଗା ଅଟେ ।

ଦୁଇଟି ରଙ୍ଗ ବାଲା ଆଖିର ଫଟୋକୁ ବହୁତ ପସନ୍ଦ କରାଯାଉଛି

କ୍ୟାଲିଫୋର୍ନିୟାରେ ରହୁଥିବା ହଟ ମଡେଲ ସାରା ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଛାଇଛନ୍ତି । ତାଙ୍କର ଗୋଟିଏ ଆଖିର ରଙ୍ଗ ହଳଦିଆ ଅଟେ ତ ଅନ୍ୟ ଏକ ଆଖିର ରଙ୍ଗ ନୀଳ ଅଟେ । ବର୍ତ୍ତମାନ ତାଙ୍କର ଆଖି ଏକ ଚର୍ଚ୍ଚାର ବିଷୟ ହୋଇ ଯାଇଛି । ଗୋଟିଏ ୱେବସାଇଟ ଅନୁସାରେ, ସାରାଙ୍କର ଦୁଇ ରଙ୍ଗ ବାଲା ଆଖିର ଫଟୋ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି ।

ଆପଣମାନେ ବି ତାଙ୍କ ଆଖିକୁ ଦେଖି ଆଶ୍ଚର୍ଯ୍ୟ ହୋଇଯିବେ । ସେ ନିଜେ ବି ନିଜର ଇଂଷ୍ଟାଗ୍ରାମ ଅକାଉଂଟରେ ନିଜର ହଟ ଫଟୋ ସବୁ ଦେଇଛନ୍ତି ଓ ସମସ୍ତେ ତାଙ୍କର ଏହି ଫଟୋକୁ ଖୁବ ପସନ୍ଦ ବି କରୁଛନ୍ତି । ତାଙ୍କର ସୁନ୍ଦରତା ଠାରୁ ଲୋକମାନେ ତାଙ୍କର ଆଖିର ପ୍ରଶଂସା କରୁଛନ୍ତି । ବର୍ତ୍ତମାନ ତାଙ୍କ ଆଖିର ଦିବାନା ହୋଇ ଯାଇଥିବା ଲୋକମାନଙ୍କର ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।