ସୁନ୍ଦର ଦେଖାଯିବା ପାଇଁ ଏତେ ତଳକୁ ଖସି ଗଲେ bollywood ର ଏହି 5 ହିରୋଇନ

ବଲିଉଡ ଅଭିନେତ୍ରୀ ଙ୍କୁ ତାଙ୍କ ସୁନ୍ଦରତା ପାଇଁ କେତେ ପୁରସ୍କାର ଏବଂ ବହୁତ ହିରୋଇନ ମିସ ଇଣ୍ଡିଆ, ମିସ ୱାଲଡ ର ଟାଇଟେଲ ମଧ୍ୟ ହାସିଲ କରିଛନ୍ତି । କିନ୍ତୁ ବଲିଉଡ ରେ ନିଜର ସୁନ୍ଦରତା କୁ ବଢ଼ାଇବା ପାଇଁ ବହୁତ ସର୍ଜରୀ ମଧ୍ୟ କହିଛନ୍ତି । ଏବଂ ମେଡିକାଲ ଟ୍ରିଟମେଣ୍ଟ ନେଇଥାନ୍ତି । ଏହା ଭିତରୁ ଗୋଟେ ହେଉଛି ବ୍ରେଷ୍ଟ ଏଁଲାର୍ଜମେନ୍ଟ ସର୍ଜରୀ । ଯାହା ଦ୍ଵାରା ଅଭିନେତ୍ରୀ ମାନେ ନିଜ ଫିଗର କୁ ଆହୁରି ବି ବେଶି ଫ୍ଲଣ୍ଟ କରିଥାନ୍ତି ।

ଐଶ୍ଵର୍ଜ୍ୟା ରାୟ :- ମିସ ଇଣ୍ଡିଆ ଐଶ୍ଵର୍ଜ୍ୟା ରାୟ ଦେଖିବାକୁ ବହୁତ ସୁନ୍ଦର । ନିଜ ସୁନ୍ଦରତା ଦ୍ଵାରା ସମସ୍ତଙ୍କ ମନ ନେଇଥାନ୍ତି । ସେ ପୂର୍ବ ଅପେକ୍ଷା ବେଶି ସୁନ୍ଦର ଏବଂ ନିଜର ଫିଗର ରୁ ଫ୍ଲଣ୍ଟ କରିବା ପାଇଁ ବ୍ରେଷ୍ଟ ଏଁଲାର୍ଜମେନ୍ଟ ର ସାହାରା ନେଇଥିଲେ ।

ଶିଳ୍ପା ସେଠି:- ଶିଳ୍ପା ଙ୍କୁ ପର୍ଫେକ୍ଟ ଫିଗର ପାଇଁ ବହୁତ ବେଶି ତାରିଫ କରାଯାଏ । ଶିଳ୍ପା ପ୍ରତିଦିନ ଯୋଗ ଏବଂ ବ୍ୟାୟାମ କରିବାର ଫଟୋ ସୋସିଆଲ ମିଡିଆରେ ଦେଖିବାକୁ ମିଳିଥାଏ । ସମସ୍ତେ ତାଙ୍କର ଦିୱାନା ହୋଇନଥାନ୍ତି । କିନ୍ତୁ ତାଙ୍କ ସୁନ୍ଦରତା ର କାରଣ କସ୍ମେଟିକ ସର୍ଜରୀ ଅଟେ । ଶିଳ୍ପା ବ୍ରେଷ୍ଟ ଏଁଲାର୍ଜମେନ୍ଟ ମଧ୍ୟ କରିଥିଲେ । ସେ କେବେ ବି ଏହି କଥା କୁ ପବ୍ଲିକ ସାମ୍ନାରେ କହିନାହାନ୍ତି । କିନ୍ତୁ କିଛି ଫଟୋ ଏହାର ପ୍ରମାଣ ନିଶ୍ଚୟ ଅଟେ ।

ବିପାସା ବସୁ:- ବଲିଉଡ କୁ ଆସିବା ପୂର୍ବରୁ ହିଁ ବିପାସା ବ୍ରେଷ୍ଟ ଏଁଲାର୍ଜମେନ୍ଟ ର ସର୍ଜରୀ କରିଥିଲେ । ସାଥିରେ ବିପସା ଇଣ୍ଡଷ୍ଟ୍ରି ର ସିଡକ୍ତିଭ ହିରୋଇନ ହେବାକୁ ଚାହୁଁଥିଲେ । ସେଥିପାଇଁ ସେ ଏହି ସର୍ଜରୀ କରିଥିଲେ । ଏହା ସହ ବିପାସା ନିଜର ବିକିନି ଫଟୋ ରେ ବି ନିଜର ଫିଗର କୁ ଫ୍ଲନ୍ଟ କରିଥାନ୍ତି ।

କଙ୍ଗନା ରାନୱାତ:- ୨୦୦୫ ରେ ଗ୍ୟାଙ୍ଗଷ୍ଟର ଫିଲ୍ମ ଦ୍ଵାରା ବଲିଉଡ ରେ ପାଦ ରଖିଥିଲେ କଙ୍ଗନା । ସେ ତାଙ୍କ ଫିଲ୍ମ ରାସ୍କଲ ପୂର୍ବରୁ ବ୍ରେଷ୍ଟ ସର୍ଜରୀ କରିଥିଲେ । କିନ୍ତୁ କଙ୍ଗନା କେବେ ମଧ୍ୟ ଏହା ସ୍ବୀକାର କରିନାହାନ୍ତି । ନିଜ ଫିଗର ଦ୍ଵାରା କଙ୍ଗନା ସମସ୍ତଙ୍କୁ ଦିୱାନା କରିଥାନ୍ତି ।

ସୁସ୍ମିତା ସେନ:- ମିସ ଉନିଭର୍ଷ ଜୀତିଥିବା ସୁନ୍ଦର ଅଭିନେତ୍ରୀ ସୁସ୍ମିତା ସେନ ୧୯୯୬ ରେ ବଲିଉଡ ରେ ଫିଲ୍ମ ଦସ୍ତକ ଦ୍ଵାରା ପାଦ ରଖିଥିଲେ । କିନ୍ତୁ ବଲିଉଡ କୁ ଆସିବା ପୂର୍ବରୁ ସେ ବ୍ରିଷ୍ଟ ସର୍ଜରୀ କରିଥିଲେ କାରଣ ସେ ପୂର୍ବ ଅପେକ୍ଷା ବେଶୀ ସୁନ୍ଦର ଦେଖାଯିବା କୁ ଚାହୁଁଥିଲେ । ସୁସ୍ମିତା ନିଜ ସୁନ୍ଦରତା ଦ୍ଵାରା ସମସ୍ତଙ୍କୁ ଘାୟଲ କରିଥାନ୍ତି ।

ତେବେ ଆପଣଙ୍କୁ କେଉଁ ହିରୋଇନ ପସନ୍ଦ ଆମକୁ ନିଶ୍ଚୟ ଜଣାନ୍ତୁ । ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।