SSR ମାମଲା- 4 ମାସ ପରେ ମୁହଁ ଖୋଲିଲେ ଠାକରେ, ବଲିଉଡ କୁ ନେଇ ସରକାରଙ୍କ ବଡ ବୟାନ

ସୁଶାନ୍ତ ଙ୍କ ମାମଲାରେ ଗୋଟେ ପଟେ ବଲିଉଡ ର ଡ୍ରଗ ମାମଲା ସାମ୍ନାକୁ ଆସୁଛି ତ ଅନ୍ୟପଟେ ଏବେ ମହାରାଷ୍ଟ୍ର ସରକାର ବହୁତ ବଡ଼ ବୟାନ ଦେଇଛନ୍ତି ବଲିଉଡ କୁ ନେଇ । ମହାରାଷ୍ଟ୍ର ସରକାର ଉଦବ ଠାକରେ କହିଲେ କି ବଲିଉଡ କୁ ବଦନାମ କରିବା ବା ବଲିଉଡ ଉପରେ ମିଛ ଆରୋପ ଲଗାଇଲେ ସେ ବିଲକୁଲ ବର୍ଦାଷ୍ଟ କରିବେ ନାହିଁ । ବଲିଉଡ କୁ ପସନ୍ଦ କରୁଥିବା ଲୋକ ପୁରା ଦୁନିଆସାରା ଅଛନ୍ତି ।

କିନ୍ତୁ ଗତ କିଛି ଦିନ ଧରି ଆକୁ ବଦନାମ କରିବାକୁ ଚେଷ୍ଟା କରାଯାଇଛି ଯାହା ବିଲକୁଲ ଭୁଲ ଅଟେ । ଫିଲ୍ମ ଇଣ୍ଡଷ୍ଟ୍ରି କୁ ଏମିତି ବଦନାମ କରିବା ବର୍ଦାସ୍ତ କରାଯିବ ନାହିଁ । ୧୪ ଜୁନ ରେ ସୁଶାନ୍ତ ସିଂ ରାଜପୁତ ଙ୍କ ମୃତ୍ୟୁ ପରେ ବଲିଉଡ ବହୁତ ଚର୍ଚ୍ଚାରେ ରହିଛି । ପ୍ରଥମେ ଏହା ଉପରେ ନେପୋଟିଯିମ ର ଧବ୍ବା ଲାଗିଲା ତାପରେ ସୁଶାନ୍ତ ଙ୍କ ମୃତ୍ୟୁ ପାଇଁ ତାଙ୍କ ପ୍ରେମିକା ରିୟା ଚକ୍ରବର୍ତ୍ତୀ ସୁଶାନ୍ତ ଙ୍କ ମାରିଥିବାର ଅଭିଯୋଗ ହୋଇଥିଲା ।

ଏବଂ ରିୟା ଙ୍କ ଡ୍ରଗ ମାଫିଆ ଙ୍କ ସହିତ ସମ୍ପର୍କ ଥିବାର ଜଣାପଡିଥିଲା । ଏହି ମାମଲାରେ ବଲିଉଡ ର ବଡ଼ ବଡ଼ ହସ୍ତୀ ମାନଙ୍କୁ NCB ପଚରା ଉଚୁରା କରିସାରିଛି । ଉତ୍ତର ପ୍ରଦେଶ ର ସରକାର ଉତ୍ତର ପ୍ରଦେଶ ରେ ହିନ୍ଦୀ ଫିଲ୍ମ କୁ ଜାଗା ଦେବାକୁ ମନା କରିଛି । କୁହାଯାଉଛି କି ଉଦବ ଠାକରେ ଙ୍କ ବୟାନ ଏହି କାରଣରୁ ପାଇଁ ଆସିଛି । ସେ ଥିଏଟର , ରାଜ୍ୟ ବିଭାଗ କୁ ଜଣାଇଛନ୍ତି କି ମୋନରଞ୍ଜନ ପାଇଁ ପୁରା ସୁବିଧା ରହିଛି । କାହାର ଏହାକୁ ମନା କରିବାର କୌଣସି ଅଧିକାର ନାହିଁ ।

ଆଊ ସବୁଠାରୁ ବଡ଼ ଖବର ସୁପ୍ରିମ କୋର୍ଟ ଅଡର ଦେଇଛି କି ସେ ପତ୍ରକାର ଅର୍ଣ୍ଣବ ଗୋସ୍ୱାମୀ ଙ୍କ ଉପରେ ସେତେବେଳେ କିଛି ଆକ୍ସନ ନେବେ ଯେତେବେଳେ ମହାରାଷ୍ଟ୍ର ର ବିଧାନ ସଭା ଦ୍ଵାରା ତାଙ୍କ ଉପରେ କୌଣସି ନିଷ୍ପତି ନେବାକୁ ଚାହୁଁଛନ୍ତି । ସେତେବେଳେ ସେମାନେ କୋର୍ଟ ଆସିପାରିବେ ।

ଅଭିନେତା ସୁଶାନ୍ତ ସିଂ ରାଜପୁତ ଙ୍କ ମାମଲାରେ ଟିଭି ପତ୍ରକାର ଅର୍ଣ୍ଣବ ଗୋସ୍ୱାମୀ ମହାରାଷ୍ଟ୍ର ସରକାର ଉଦବ ଠାକରେ ଙ୍କ ବିସୟରେ କହିଥିବାରୁ ମହାରାଷ୍ଟ୍ର ବିଧାନ ସଭା ମର୍ୟଧିତ ବୋଲି କହିଛିି । ଏଥି ପାଇଁ ପତ୍ରକାର ଙ୍କ ଉପରେ ବିଶେଷ ଆରୋପ ସହ ତାଙ୍କୁ ନୋଟିସ ଦିଆଯାଇଥିଲା । ଅର୍ଣ୍ଣବ ଗୋସ୍ୱାମୀ ନୋଟିସ ସହିତ ସୁପ୍ରିମ କୋର୍ଟ ଯାଇଥିଲେ ।

କିନ୍ତୁ ସେଠାରେ ବିଶେଷ ଅଧିକାରୀ ମାନେ କହିଲେ ଆମେ କୋର୍ଟ ର ନିୟମ କୁ ପାଳନ ନିଶ୍ଚୟ କରିବୁ ଏବଂ ନିୟମ ଏହା କି ବିଧାନ ସଭା ଅଧିକାରୀ କୌଣସି ନିଷ୍ପତି ନେବା ପରେ ଯଦି ଅର୍ଣ୍ଣବ କୋର୍ଟ କୁ ଯିବେ ତାହେଲେ ସେମାନେ ନିଶ୍ଚୟ ଏହାର ଫୈଶଲା କରିବେ । ସମସ୍ତେ କହିଥିଲେ କି ସୁଶାନ୍ତ ଙ୍କ କେଶ CBI ଦ୍ଵାରା ବନ୍ଦ ହେବାକୁ ଯାଉଛି । କିନ୍ତୁ ଏମିତି କିଛି ମଧ୍ୟ ହୋଇନାହିଁ । CBI ଏବଂ ବଡ଼ ବଡ଼ ଯାଞ୍ଚ ଟିମ ଦ୍ଵାରା ଏହା ସାମ୍ନାକୁ ଆସିଛି କି ସୁଶାନ୍ତ ସିଂ କେବେ ବି ଆତ୍ମହତ୍ୟା କରିନାହାନ୍ତି ।

ଏବେ ଏମ୍ସ ର ଡକ୍ଟର ସୁଧୀର ଗୁପ୍ତା ଫଶିବାକୁ ଯାଉଛନ୍ତି ଯିଏ ସୁଶାନ୍ତ ଙ୍କ କେଶ କୁ ଆତ୍ମହତ୍ୟା ବୋଲି ରିପୋଟ ଦେଇଥିଲା । CBI କହିଛିି ସେ ନିଜର ତଦନ୍ତ ଖୁବ ଜୋର ସୋର ରେ କରିଚାଲିଛି ଏବଂ ଖୁବ ଶୀଘ୍ର ସତକୁ ସମସ୍ତଙ୍କ ସାମ୍ନାକୁ ଆଣିବାକୁ ଯାଉଛି । ଏବଂ ସୁଶାନ୍ତ ଙ୍କ ହତ୍ୟାକାରୀ ଙ୍କୁ କଠୋର ରୁ କଠୋର ଦଣ୍ଡ ନିଶ୍ଚୟ ମିଳିବ ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।