Rohit ଶର୍ମା ଙ୍କ ସ୍ତ୍ରୀ Ritika ଦେଖିବାକୁ ବହୁତ ସୁନ୍ଦର, ବଲିଉଡ ହିରୋଇନ ବି ଫିକା ପଡିଯିବେ

ରୋହିତ ଶର୍ମା ଭାରତୀୟ କ୍ରିକେଟ ଟିମ ର ହିଟ ମ୍ୟାନ ଅଟନ୍ତି । ରୋହିତ ଶର୍ମା ନିଜର ଦମଦାର ବ୍ୟାଟିଂ ସହିତ ଲୋକମାନଙ୍କ ଭିତରେ ଗୋଟେ ଅଲଗା ପରିଚୟ ସୃଷ୍ଟି କରିପାରିଛନ୍ତି । ରୋହିତ ଶର୍ମା ଭାରତୀୟ ଟିମ କୁ ଆସିବା ପରେ ଭାରତୀୟ ଟିମ କୁ ବହୁତ ଯୋଗଦାନ ଦେଇଛନ୍ତି । ନିଜର ଜବରଦସ୍ତ ବ୍ୟାଟିଂ ଦ୍ଵାରା ରୋହିତ ଶର୍ମା ସବୁବେଳେ ଭାରତୀୟ ଟିମ ର ନାମ ଉଚ୍ଚ କରିଛନ୍ତି ।

କିନ୍ତୁ ଆଜି ଆମେ ରୋହିତ ଶର୍ମା ଙ୍କ ବିଷୟରେ ନୁହେଁ ବରଂ ତାଙ୍କ ସୁନ୍ଦର ସ୍ତ୍ରୀ ରିତିକା ସଚ୍ଚଦେବ ଙ୍କ ବିଷୟରେ କହିବାକୁ ଯାଉଛୁ । ରୀତିକା ଙ୍କ ଜନ୍ମ ୧୯ ଡିସେମ୍ବର ୧୯୭୮ ରେ ହୋଇଥିଲା । ରୀତିକା କ୍ରିକେଟର ମାନଙ୍କ ସ୍ତ୍ରୀ ମାନଙ୍କ ଠାରୁ ସବୁଠାରୁ ବେଶୀ ସୁନ୍ଦର ଅଟନ୍ତି । ଦୁହିଁ ଙ୍କୁ କିଛି ସମୟ ପୂର୍ବରୁ ସନ୍ତାନ ପ୍ରାପ୍ତି ମଧ୍ୟ ହୋଇଛି ।

ରିତୀକା ନିଜର ସୁନ୍ଦରତା ଦ୍ଵାରା ସମସ୍ତଙ୍କ ମନ କିଣିଥାନ୍ତି । ରୀତିକା ଦେଖିବାକୁ ଯେତିକି ସୁନ୍ଦର ତାଙ୍କ ବ୍ୟବହାର ମଧ୍ୟ ସେତେ ଭଲ। ରୀତିକା ବହୁତ ଦୟାଳୁ ସ୍ୱଭାବର ଅଟନ୍ତି। ରିତିକା କାହାରି ଦୁଃଖ ଦେଖିପାରନ୍ତି ନାହିଁ । ରୀତିକା ସବୁବେଳେ ନିଜ ପରିବାର ବହୁତ ଧ୍ୟାନ ରଖିଥାନ୍ତି । ଏବଂ ପରିବାରରେ ସମସ୍ତଙ୍କୁ ଖୁସିରେ ରଖିଥାନ୍ତି ।

ରୀତିକା ନିଜର ସୁନ୍ଦରତା ପାଇଁ କେବେ ମଧ୍ୟ ଗର୍ବ କରନ୍ତି ନାହିଁ । ରୀତିକା ଙ୍କ ସାମ୍ନାରେ ବଲିଉଡ ଅଭିନେତ୍ରୀ ମାନେ ମଧ୍ୟ ଫିକା ପଡିଯିବେ। ରୀତିକା ଦେଖିବାକୁ ବହୁତ ସୁନ୍ଦର । ତେବେ ରୋହିତ ଶର୍ମା ଏବଂ ରିତିକା ଙ୍କ ଯୋଡ଼ି ଆପଣଙ୍କୁ କେମିତି ଲାଗେ ଆମକୁ ନିଶ୍ଚୟ ଜଣାନ୍ତୁ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।