ଏମାନେ ହେଲେ Sunny Deol ଙ୍କ ୩ ଜଣ ଗର୍ଲ ଫ୍ରେଣ୍ଡ, ଯିଏ ଦେଖିବା ପାଇଁ ବହୁତ ହିଁ ସୁନ୍ଦର

ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ବର୍ତ୍ତମାନ ସମୟ ରେ ବଲିଉଡ ର ଚର୍ଚ୍ଚା ସମସ୍ତ ବିଶ୍ୱ ରେ ହେଉଛି । ବଲିଉଡ ର ଦାମୀ ଫିଲ୍ମ ତଥା ବଲିଉଡର ଆକ୍ସନ ଦ୍ୱାରା ବର୍ତ୍ତମାନ ସମୟ ରେ ସମଗ୍ର ବିଶ୍ୱ ରେ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରୀ କୁ ପରିଚିତ କରାଇ ପାରିଛି । ବଲିଉଡର ଅଭିନେତା ଓ ଅଭିନେତ୍ରୀ ମାନଙ୍କ ଅବଦାନ ମଧ୍ୟ ଏଥିରେ ସାମିଲ ଅଛି । ତେବେ ବନ୍ଧୁଗଣ ଆପଣ ମାନେ ବଲିଉଡ ର ସୁପରଷ୍ଟାର ସନୀ ଦେଓଲ ଙ୍କୁ ତ ନିଶ୍ଚୟ ଜାଣିଥିବେ । ସନୀ ନିଜର ଅଭିନୟ ଓ ଆକ୍ସନ ପାଇଁ ସମଗ୍ର ବିଶ୍ୱ ରେ ବେଶ ପରିଚିତ ଅଟନ୍ତି ।

ତାଙ୍କର ଡାଇଲୋଗ ଗୁଡିକ ବର୍ତ୍ତମାନ ସମୟ ରେ ସମସ୍ତଙ୍କ ମୁହଁ ରେ ଶୁଣିବାକୁ ମିଳୁଛି । ସନୀ ନିଜର ଅଭିନୟ ଦ୍ୱାରା ସାରା ଭାରତ ବର୍ଷର ଦର୍ଶକ ଙ୍କ ହୃଦୟ ରେ ଏକ ସ୍ଵତନ୍ତ୍ର ସ୍ଥାନ ନିର୍ମାଣ କରିପାରିଥିଲେ ।

ତେବେ ବନ୍ଧୁଗଣ ନିଜେ ଅଭିନୟ ଜୀବନ ରେ ସେ ମଧ୍ୟ ପ୍ରେମ ରେ ପଡ଼ିଥିଲେ । ତାଙ୍କର ପ୍ରେମିକା ମାନେ ମଧ୍ୟ ଦେଖିବା ପାଇଁ ଖୁବ ସୁନ୍ଦର ଥିଲେ । ତେବେ ବନ୍ଧୁଗଣ ଆପଣ ହୁଏ ତ ସେହି ଅଭିନେତ୍ରୀ ମାନଙ୍କୁ ଜାଣି ନ ଥିବେ । ତେବେ ବନ୍ଧୁଗଣ ଆମେ ଆଜି ସେହି ଵିଷୟ ରେ ଆପଣଙ୍କୁ ବହୁତ କିଛି କଥା ଜଣାଇବୁ । ତେବେ ଆସନ୍ତୁ ବନ୍ଧୁଗଣ ଏହି ବିଷୟ ରେ ଆହୁରି ଅନେକ କିଛି ଆଲୋଚନା କରିବା ।

୧.ମିନାକ୍ଷୀ ସିସାଦରି-ବନ୍ଧୁଗଣ ଆପଣ ମାନେ ମିନାକ୍ଷୀ ଙ୍କୁ ବହୁତ ଭଲ ଭାବରେ ଜାଣିଥିବେ । ନିଜର ଉଚ୍ଚକୋଟୀର ଅଭିନୟ ପାଇଁ ସେ ସମସ୍ତ ଙ୍କ ପାଖ ରେ ବେଶ ଜଣା ଶୁଣା ଅଭିନେତ୍ରୀ ଅଟନ୍ତି । ସେ ଓ ସନୀ ପ୍ରଥମ ଥର ପାଇଁ ଫିଲ୍ମ “ଡ଼କାୟତି” ରେ କାମ କରିଥିଲେ । ଏହା ପରେ ସେ ଦୁହେଁ ମିଳିତ ଭାବରେ ଅନେକ ଫିଲ୍ମ ରେ କାମ କଲେ ଓ ସଫଳତା ମଧ୍ୟ ପାଇଲେ । ଏହା ପରେ ସେମାନେ ଫିଲ୍ମ “ଦାମିନି” ଜରିଆ ରେ ଆହୁରି ପାଖାପାଖି ହୋଇଥିଲେ । ଏହା ପରେ ଦୁଇ ଜଣ ଙ୍କ ମଧ୍ୟ ରେ ପ୍ରେମ ସମ୍ପର୍କ ଥିବାର ଶୁଣିବାକୁ ମିଳିଥିଲା । କିନ୍ତୁ ଏମାନଙ୍କ ର ପ୍ରେମ ସମ୍ପର୍କ ବହୁତ ଦିନ ପର୍ଯ୍ୟନ୍ତ ତିଷ୍ଠି ରହି ପାରି ନ ଥିଲା ।

୨.ଅମୃତା ସିଂହ-ଅମୃତା ସିଂହ ଓ ସନୀ ଦେଓଲ ଏକା ସହିତ ଅନେକ ଫିଲ୍ମ ରେ କାମ କରିଛନ୍ତି । ଏହି ଦୁଇ ଜଣ ପ୍ରଥମ କରି ଫିଲ୍ମ ବେତାଵ ରେ ଦେଖିବାକୁ ମିଳିଥିଲେ । ଏହା ପରେ ସେମାନେ ଆହୁରି ମଧ୍ୟ ସୁପରହିଟ ଫିଲ୍ମ ରେ କାମ କରିଥିଲେ । ଏହିପରି ସେମାନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଏମାନେ ବିବାହ କରିବା ପାଇଁ ମଧ୍ୟ ନିଷ୍ପତ୍ତି ନେଇଥିଲେ । କିନ୍ତୁ ଅମୃତା ଙ୍କ ମାଆ ଙ୍କୁ ଏହି କଥା ପସନ୍ଦ ଆସିନଥିଲା । ସେଥିପାଇଁ ସେମାନେ ଦୁଇଜଣ ଦୁହିଁଙ୍କ ଠାରୁ ଦୂରେଇ ଯାଇଥିଲେ ।

୩.ଡିମ୍ପଲ କାପାଡ଼ିଆ-ଡ଼ିମ୍ପଲ କାପାଡ଼ିଆ ଓ ସନୀ ଦେଓଲ ମିଳିତ ଭାବରେ ଅନେକ ଫିଲ୍ମ ରେ ନଜର ଆସିଛନ୍ତି । ଦୁହିଁଙ୍କ ଫିଲ୍ମ ବକ୍ସ ଅଫିସ ରେ ବହୁତ ହିଟ ମଧ୍ୟ ହେଉଥିଲା । ଦର୍ଶକ ଏହି ଯୋଡି କୁ ବହୁତ ପସନ୍ଦ କରୁଥିଲେ । ଏହି ପରି ଅନେକ ଫିଲ୍ମ ରେ ଅଭିନୟ କରିବା ସମୟ ରେ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଡ଼ିମ୍ପଲ ଓ ସନୀ ଉଭୟ ବିବାହିତ ହୋଇଥିବାରୁ ଏହି ସମ୍ପର୍କ ବେଶି ଦିନ ପର୍ଯ୍ୟନ୍ତ ତିଷ୍ଠି ପାରି ନ ଥିଲା ଓ ଶେଷରେ ଦୁହେଁ ଦୁହିଁଙ୍କ ଠାରୁ ଅଲଗା ହୋଇଯାଇଥିଲେ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।