ବାଛନ୍ତୁ କୌଣସି ଗୋଟିଏ ବେଲୁନ ଓ ଜାଣନ୍ତୁ ଆପଣଙ୍କୁ ସବୁଠୁ ଅଧିକ କିଏ ଭଲ ପାଆନ୍ତି ? Love Quiz Game

ପ୍ରେମ ଏପରି ଏକ ଜିନିଷ ଯାହାକି ସବୁ ମନୁଷ୍ୟ ମନରେ ଥାଏ । ଏହି ପ୍ରେମ ଦ୍ଵାରା ଜଣେ ବ୍ୟକ୍ତି ଅନ୍ୟର ମନକୁ ଜିତି ପାରିଥାଏ । ଆଜିକାଲି ଦୁନିଆରେ ପ୍ରେମରେ ସଚ୍ଚୋଟତା ବହୁତ କମ ଥାଏ କିନ୍ତୁ ଏହା ସବୁ ବ୍ୟକ୍ତିଙ୍କ ପାଖରେ ଦେଖାଯାଏ ନାହିଁ । କିଛି ଲୋକ ସତରେ ପ୍ରେମ କରୁଥିବା ବେଳେ କିଛି ପ୍ରେମରେ ପ୍ରତାରଣା କରିଥାନ୍ତି । ଏହି ପ୍ରେମ ବହୁତ ବ୍ୟାପ୍ତ ହୋଇଥାଏ । ପ୍ରେମ ଦ୍ଵାରା ପରସ୍ପର ପ୍ରେମ କରୁଥିବା ବ୍ୟକ୍ତିଙ୍କୁ ବହୁତ ନିକଟତର କରିଥାଏ । ସେମାନେ ନିଜ ଠାରୁ ଯେତେଦୂରରେ ଥିଲେବି ପ୍ରେମ ଦ୍ଵାରା ସେମାନେ ନିଜ ନିଜ ପାଖରେ ଥିବାର ଅନୁଭବ କରିଥାନ୍ତି । କୁହାଯାଏ  କି ବ୍ୟକ୍ତିର ପସନ୍ଦ ନା ପସନ୍ଦ ତାର ବ୍ୟକ୍ତିତ୍ବ ସ୍ଵଭାବର ପ୍ରତିବିମ୍ବ ହୋଇଥାଏ ।

କୌଣସି ବ୍ୟକ୍ତିର ପସନ୍ଦ ତାର ଜୀବନ ଏବଂ ସ୍ଵଭାବ ସହ ଜଡିତ କିଛି ଲୁଚିଥିବା ରହସ୍ୟ ବିଷୟରେ  । ତେବେ ଆଜି ଆସନ୍ତୁ ଜାଣିବା ଚିତ୍ରରେ ଥିବା ୫ ଟି ଅଲଗା ଅଲଗା ବେଲୁନ ମଧ୍ୟରୁ ଗୋଟିଏ ବେଲୁନକୁ ପସନ୍ଦ କରନ୍ତୁ ଆଉ ଜାଣନ୍ତୁ ଆପଣଙ୍କୁ ସବୁଠୁ ଅଧିକ କିଏ ଭଲ ପାଇଥାଆଏ ।

୧- ପ୍ରଥମ ବେଲୁନ

ଆପଣ ଯଦି ପ୍ରଥମ ବେଲୁନକୁ ପସନ୍ଦ କରୁଛନ୍ତି ତେବେ ସବୁଠୁ ଅଧିକ ଆପଣଙ୍କ ମିତ୍ର ମାନେ ଆପଣଙ୍କୁ ପ୍ରକୃତରେ ବହୁତ ଭଲ ପାଆନ୍ତି । କାହିଁକି ନା ସେମାନେ ଆପଣଙ୍କୁ ବହୁତ ଗୁରୁତ୍ଵ ଦିଅନ୍ତି । ଆପଣଙ୍କୁ କୌଣସି ସମୟରେ କୌଣସି ଅସୁବିଧା ନହେଉ କିମ୍ବା ଆପଣ କୌଣସି ସମସ୍ୟାରେ ନପଡନ୍ତୁ । ସେମାନେ ଆପଣଙ୍କୁ ସବୁବେଳେ ଖୁସିରେ ରହିବା ଦେଖିବାକୁ ଚାହାନ୍ତି ।

୨ – ଦ୍ଵିତୀୟ ବେଲୁନ

ଆପଣ ଯଦି ଦ୍ଵିତୀୟ ବେଲୁନ କୁ ପସନ୍ଦ କରୁଛନ୍ତି ତେବେ ଆପଣଙ୍କୁ ଆପଣଙ୍କର ଲଭର ବହୁତ ଭଲ ପାନ୍ତି । କାହିଁକି ନା ସେ ଆପଣଙ୍କୁ ନିଜଠାରୁବି ଅଧିକ ଭଲ ପାନ୍ତି । ଆପଣ ସବୁବେଳେ ତାଙ୍କ ହୃଦୟରେ ରହିଥାନ୍ତି । ଆପଣଙ୍କ ଖୁସି ପାଇଁ କିଛି ବି କରିବାକୁ ପ୍ରସ୍ତୁତ ଥାନ୍ତି । ସେ ଆପଣଙ୍କୁ କେବେବି ତାଙ୍କଠାରୁ ଦୂରେଇଦେବାକୁ ଚାହାନ୍ତି ନହିଁ । ସେ ସବୁବେଳେ ଚାହାନ୍ତି ଆପଣ ତାଙ୍କ ପାଖରେ ରହନ୍ତୁ ।

୩ – ତୃତୀୟ ବେଲୁନ

ଆପଣ ଯଦି ତୃତୀୟ ବେଲୁଙ୍କୁ ପସନ୍ଦ କରୁଛନ୍ତି ତେବେ ଆପଣଙ୍କୁ ଆପଣଙ୍କ ପ୍ରେମିକ ବହୁତ ଭଲ ପାଆନ୍ତି । କାହିଁକି ନା ସେ ଆପଣଙ୍କୁ ବହୁତ ଭଲ ପାଏ । ସେ ସବୁବେଳେ ଆପଣଙ୍କ କଥା ଚିନ୍ତା କରିଥାଏ । ସେ ଆପଣଙ୍କ ବିନା ବଞ୍ଚିପାରିବେ ନାହିଁ । ସେ ଆପଣଙ୍କୁ କୌଣସି ବି ପରିସ୍ଥିତିରେ ଛାଡିବାକୁ ଚାହାନ୍ତି ନାହିଁ । ସେ ସବୁବେଳେ ଆପଣଙ୍କୁ ଖୁସିରେ ରଖିବାକୁ ଚାହାନ୍ତି ।

୪ – ଚତୁର୍ଥ ବେଲୁନ

ଆପଣ ଯଦି ଚତୁର୍ଥ ବେଲୁକୁ ପସନ୍ଦ କରୁଛନ୍ତି ତେବେ ଆପଣଙ୍କୁ ଆପଣଙ୍କ ଜୀବନସାଥି ବହୁତ ଭଲ ପାନ୍ତି । ସେ ସବୁବେଳେ ଆପଙ୍କୁ ନିଜର ବୋଲି ଭାବିଥାନ୍ତି ଓ ଆପଣଙ୍କ ଜୀବନରେ କେବେବି ଦୁଖ ଦେବାକୁ ଚାହାନ୍ତି ନାହିଁ । ଆପଣଙ୍କୁ ସେ ନିଜ ଜୀବନଠାରୁ ଅଧିକ ଭଲ ପାନ୍ତି । ସେ ଆପଣଙ୍କୁ ଦୁନିଆରେ ସବୁ ଶୁଖ ଦେବାକୁ ପସନ୍ଦ କରନ୍ତି ।

୫ – ପଞ୍ଚମ ବେଲୁନ

ଆପଣ ଯଦି ପଞ୍ଚମ ବେଲନକୁ ପସନ୍ଦ କରିଛନ୍ତି ତେବେ ଆପଣଙ୍କୁ ଆପଣଙ୍କ ପରିବାର ବହୁତ ଭଲ ପାଉଛନ୍ତି । କାହିଁକି ନା ଆପଣ ଆପଣଙ୍କ ପରିବାରରେ ରହିବାକୁ ପସନ୍ଦ କରନ୍ତି । ଆପଣଙ୍କୁ ପରିବାରରେ ବହୁତ ସମ୍ମାନ ମିଳେ ଓ ଆପଣ ଆପଣଙ୍କ ପରିବାର ପ୍ରତି ଥିବା ଦାୟିତ୍ଵକୁ ଠିକ  ଭାବରେ ତୁଲାଇଥାନ୍ତି । ପରିବାରରେ ଆପଣ ବହୁତ ଖୁସି ଅନୁଭବ କରିଥାନ୍ତି ଓ ପରିବାର ସଦସ୍ୟ ମାନେ ଆପଣଙ୍କ ଖୁସି ପ୍ରତି ବହୁତ ଧ୍ୟାନ ଦେଇଥାନ୍ତି ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।