ଜନ୍ମ ଦିନ ପାଳୁଥିବା ଏହି ଝିଅମାନଙ୍କ ମଧ୍ୟରେ ଲୁଚିଥିବା Aiswarya Rai ଙ୍କୁ କଣ ଆପଣ ଚିହ୍ନି ପାରୁଛନ୍ତି ? 90 % ଲୋକ ଫେଲ

କୋରୋନା ଭାଇରସ ଓ ଲକ ଡାଉନ ସମୟରେ ସମସ୍ତେ ନିଜ ନିଜ ଘରେ ରହୁଛନ୍ତି । କିନ୍ତୁ ଦେଖିବାକୁ ଗଲେ ୧୭ ମେ ଯାଏଁ ଲକ ଡାଉନ ରହିବ । ଅନେକ ସ୍ଥାନରେ ଲକ ଡାଉନ ବଢିବାର ସମ୍ଭାବନା ରହିଛି ।

୨୫ ମାର୍ଚ୍ଚରୁ ଲାଗୁ ହୋଇଥିବା ଲକ ଡାଉନ ପାଇଁ ଲୋକ ମାନେ ନିଜ ଘରେ ବସି ବୋର ହେଉଛନ୍ତି । ସେଥି ପାଇଁ ଯେଉଁ ଲୋକ ମାନେ ଘରେ ରହି ବୋର ହେଉଛନ୍ତି ସେମାନଙ୍କ ପାଇଁ ସୋସିଆଲ ମିଡିଆ କିଛି ମନୋରଞ୍ଜନ ନେଇ ଆସିଛି । ଫିଲ୍ମ ଇଣ୍ଡଷ୍ଟ୍ରି ବିଷୟରେ କହିବାକୁ ଗଲେ ବର୍ତ୍ତମାନ ଶୁଟିଙ୍ଗ ମଧ୍ୟ ବନ୍ଦ ଅଛି । ଫିଲ୍ମ ଜଗତର କଳାକାର ମାନେ ଏବେ ନିଜ ଘରେ ଅଛନ୍ତି । ଏହି ସମୟ ମଧ୍ୟରେ ସୋସିଆଲ ମିଡିଆରେ ସମସ୍ତେ ଆକ୍ଟିଭ ହୋଇଛନ୍ତି ।

ଏହି ସମୟରେ ଅନେକ ଲୋକ ମାନେ ନିଜର ଫୋଟୋ ଓ ବିଡିଓ ଶେୟାର କରିବାରେ ଲାଗିଛନ୍ତି । ସେଥି ମଧ୍ୟରୁ କେତେକ ନିଜର ପୁରୁଣା ଫୋଟୋ ଭାଇରାଲ କରିବାରେ ଲାଗିଛନ୍ତି ।

ଭାଇରାଲ ହେଲା ଐଶ୍ଵରୀୟାଙ୍କର ପୁରୁଣା ଫୋଟୋ : ଏହି ଦିନ ମାନଙ୍କରେ ଐଶ୍ଵରୀୟା ରାଏ ବଚ୍ଚନଙ୍କର ଏକ ଫୋଟୋ ବହୁତ ଚର୍ଚ୍ଚାରେ ରହୁଛି । ସେ ୧୯୯୪ରେ ବିଶ୍ଵ ସୁନ୍ଦରୀର ତାଜ ହାସଲ କରିଥିଲେ । ବଲିଉଡରେ ମଧ୍ୟ ତାଙ୍କ ସୁନ୍ଦରତା ଆକାଶ ଛୁଆଁ ହୋଇଥାଏ । ତାଙ୍କୁ ୪୬ ବର୍ଷ ହୋଇଥିଲେ ମଧ୍ୟ ତାଙ୍କ ସୁନ୍ଦରତାରେ କିଛି କମି ଆସି ନାହି । ସେ ନିଜ ପିଲାଦିନେ ଦେଖିବାକୁ ବହୁତ ସୁନ୍ଦର ଥିଲେ ଏହି ଫୋଟୋ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି ।

ଧଳା ଫ୍ରକ ପିନ୍ଧି ଜନ୍ମ ଦିବସ ମନାଉଥିଲେ : ଏହି ଫୋଟୋରେ ସେ ଜନ୍ମ ଦିନରେ ଅନେକ ଝିଅମାନଙ୍କ ସହ ନଜର ଆଉଛନ୍ତି । ଏହି ଫୋଟୋରେ ଐଶ୍ଵରୀୟାଙ୍କର ଜନ୍ମଦିନ ନୁହେ ତ କିନ୍ତୁ ଏପରି ହୋଇପାରେ ଏହା କୌଣସି ତାଙ୍କ ବନ୍ଧୁଙ୍କର ଜନ୍ମଦିନର ପାର୍ଟିର ହୋଇପାରେ । ଏହି ଫୋଟୋରେ ସେ ଧଳା ଫ୍ରକ ପିନ୍ଧି ଥିବାର ନଜର ଆସିଥିଲେ । ଏହି ଫୋଟୋରେ ତାଙ୍କ ଚେହେରା ସରଳ ଓ ବହୁତ ପ୍ୟାରା ଲାଗୁଛି । ସେ ଏହି ଡ୍ରେସରେ ବହୁତ କିୟୁଟ ଲାଗୁଥିଲେ ।

ଆଗରୁ ବି ପିଲାଦିନର ଫୋଟୋ ଭାଇରାଲ ହୋଇଥିଲା : ଆଗରୁ ବି ଐଶ୍ଵରୀୟାଙ୍କର ସ୍କୁଲର ଏକ ଫୋଟୋ ଭାଇରାଲ ହୋଇଥିଲା । ଏହି ଫୋଟୋରେ ସେ ତାଙ୍କ ଶିକ୍ଷକଙ୍କ ସହ ନଜର ଆସିଥିଲେ । ସେ ତାଙ୍କ ପିଲାଦିନେ ଯେପରି ସୁନ୍ଦର ଦେଖା ଯାଉଥିଲେ ଆଜି ବି ଠିକ ସେହିପରି ଲାଗୁଛନ୍ତି । ବଲିଉଡରେ ଫିଲ୍ମରେ ଡେବ୍ୟୁ କରିଥିବା ଅଭିନେତ୍ରୀ ମାନେ ମଧ୍ୟ ଐଶ୍ଵରୀୟାଙ୍କ ଠାରୁ ଅଧିକ ସୁନ୍ଦର ନୁହନ୍ତି ।

ଗୀତ ମଧ୍ୟ ଗାଆନ୍ତି : ଏହା ପୂର୍ବରୁ ଐଶ୍ଵରୀୟା ନିଜ ଫିଲ୍ମ “ଅର ପ୍ୟାର ହୋ ଗୟା” ଫିଲ୍ମରେ “ମେରି ସାନସୋ ମେ ବସା ହେ” ଗୀତ ଗାଇଥିବାର ବିଡିଓ ଭାଇରାଲ ହୋଇଥିଲା । ଐଶ୍ଵରୀୟାଙ୍କ ଠାରେ କୌଣସି ଟ୍ୟାଲେନ୍ଟର କମି ନାହି ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ଆର୍ଟିକଲଟି ପସନ୍ଦ ଆସିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।