ଆଜି ବହୁତ ବଦଳି ଯାଇଛନ୍ତି Bollywood ଫିଲ୍ମ ରେ ନଜର ଆସିଥିବା ଏହି 5 ଜଣ Child Actor, ନମ୍ବର 2 Child Actress ଙ୍କ ପାଇଁ ତ ଲକ୍ଷ ଲକ୍ଷ ଦିବାନା

ବନ୍ଧୁଗଣ ନମସ୍କାର,ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ ନେଇ ଆସିଛୁ ଏକ ନୂତନ ଵିଷୟ ସମ୍ବନ୍ଧରେ । ଆଜି ଆମେ ଆପଣ ମାନଙ୍କୁ କହିବୁ ବଲିଉଡ ଇଣ୍ଡଷ୍ଟ୍ରୀ ସମ୍ୱନ୍ଧୀୟ କିଛି ଖବର ସମ୍ପର୍କରେ । ବନ୍ଧୁଗଣ ଆପଣ ମାନେ ତ ଜାଣିଛନ୍ତି ଯେ, କୌଣସି ଭି ଫିଲ୍ମ ରେ ନାୟକ ନାୟିକା ଏବଂ ଖଳନାୟକ ର ଚରିତ୍ର ଯେତେ ଗୁରୁତ୍ୱପୂର୍ଣ୍ଣ ସେହିପରି ଫିଲ୍ମ ରେ ଅଭିନୟ କରୁଥିବା ବାଲ୍ୟ କଳାକାର ଙ୍କ ଭୂମିକା ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କାରଣ ସେମାନେ ଫିଲ୍ମ କୁ ଅଧିକ ମନୋହର ତଥା ଆଗ୍ରହଜନକ ବନାଇ ଦିଅନ୍ତି ।

ସେଥିପାଇଁ ତ ଆଜିକାଲି ବଡ଼ ପରଦା ରେ ଏହି ବାଲ୍ୟ କଳାକାର ମାନଙ୍କୁ ଦେଖିବାକୁ ମିଳୁଛି । କିନ୍ତୁ ବନ୍ଧୁଗଣ କଣ ଆପଣ ମାନେ ଜାଣିଛନ୍ତି ଯେ, ବଲିଉଡ ଇଣ୍ଡଷ୍ଟ୍ରୀ ରେ ଅଭିନୟ କରି ଫିଲ୍ମ କୁ ଅଧିକ ରୋମାଞ୍ଚକ ବନାଉଥିବା ଏହି ବାଲ୍ୟ କଳାକାର ବର୍ତ୍ତମାନ ସମୟ ସହ ନିଜକୁ ମଧ୍ୟ ବଦଳାଇ ସାରିଛନ୍ତି ଏବଂ ବର୍ତ୍ତମାନ ଏହି ବାଲ୍ୟ କଳାକାର ବଡ଼ ହୋଇସାରିଛନ୍ତି । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ସେହି କଳାକାର ଙ୍କ ବିଷୟରେ ।

୧. ବନ୍ଧୁଗଣ ଏହି ଲିଷ୍ଟ ରେ ପ୍ରଥମେ ଯେଉଁ ବାଲ୍ୟ କଳାକାର ଙ୍କ ନାମ ରହିଛି ସେ ହେଉଛନ୍ତି ‘କାବିସ ମଜୁମଦାର’ । ୨୦୦୧ ମସିହାର ଫିଲ୍ମ ‘କଭି ଖୁସି କଭି ଗମ୍’ ରେ ଅଭିନେତା ହୃତିକ ରୋଶନ ଙ୍କ ଛୋଟ ବେଳର ଭୂମିକା ରେ ଅଭିନୟ କରିଥିବା ଏହି ବାଲ୍ୟ କଳାକାର ବର୍ତ୍ତମାନ ବହୁତ ବଡ଼ ହୋଇ ସାରିଛନ୍ତି ଏବଂ ପୂର୍ବ ଅପେକ୍ଷା ବହୁତ ବଦଳି ଯାଇଛନ୍ତି । ଏହି ଅଭିନେତା ପୂର୍ବରୁ ବହୁତ ମୋଟା ଥିବା ସମୟରେ ବର୍ତ୍ତମାନ ପୂର୍ବ ଅପେକ୍ଷା ପତଳା ଦେଖା ଯାଉଛନ୍ତି ।

୨. ବନ୍ଧୁଗଣ ଦ୍ଵିତୀୟ କଳାକାର ଜଣକ ହେଉଛନ୍ତି, ‘ହଂସୀକା ମୋଟୱାନୀ’ । ଫିଲ୍ମ ‘କୋଈ ମିଲ ଗୟା’ ରେ ବାଲ୍ୟ କଳାକାର ରୂପରେ ଅଭିନୟ କରିଥିବା ଏହି ଅଭିନେତ୍ରୀ ଜଣକ ବର୍ତ୍ତମାନ ବହୁତ ବଡ଼ ହୋଇ ସାରିଛନ୍ତି ଏବଂ ବର୍ତ୍ତମାନ ସେ ୨୯ ବର୍ଷ ବୟସର ଅଟନ୍ତି । ଏହି ଅଭିନେତ୍ରୀ ଜଣକ ପୂର୍ବରୁ ନିଜର କ୍ୟୁଟ ସ୍ମାଇଲ ରେ ଦର୍ଶକ ମାନଙ୍କୁ ମୋହିତ କରୁଥିବା ସମୟରେ ବର୍ତ୍ତମାନ ସେ ନିଜର ହଟ୍ ନେସ ପାଇଁ ଦର୍ଶକ ଙ୍କ ହୃଦୟ କୁ କିଣି ନେଇଛନ୍ତି ।

ବର୍ତ୍ତମାନ ମଧ୍ୟ ସେ ନିଜର ଆକ୍ଟିଂଗ କ୍ଷେତ୍ର କୁ ସକ୍ରିୟ ରଖିଛନ୍ତି । ହଂସୀକା ବର୍ତ୍ତମାନ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରୀ ର ପ୍ରସିଦ୍ଧ ଅଭିନେତ୍ରୀ ମାନଙ୍କ ମଧ୍ୟରୁ ଜଣେ ଅଟନ୍ତି । ଯଦି ଏହି ଅଭିନେତ୍ରୀ ଙ୍କ ବ୍ୟକ୍ତିଗତ ଜୀଵନ ସମ୍ବନ୍ଧରେ କହିବା ତେବେ ସେ ବର୍ତ୍ତମାନ ପର୍ଯ୍ୟନ୍ତ ସିଙ୍ଗଲ ଅଛନ୍ତି ଏବଂ ଶୁଣିବାକୁ ମିଳୁଛି ଯେ ସେ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରୀ ର ଅଭିନେତା ‘ସିଲମ ବାରାସନ’ ଙ୍କୁ ଡେଟ କରୁଛନ୍ତି ।

୩. ବନ୍ଧୁଗଣ ତୃତୀୟ କଳାକାର ଜଣକ ହେଉଛନ୍ତି, ‘ଝନକ ଶୁକ୍ଳା’ । ଫିଲ୍ମ ‘କଲ ହୋ ନା ହୋ’ ରେ ନିଜର ଚଞ୍ଚଳତା ସ୍ୱଭାବ ର ଅଭିନୟ ମାଧ୍ୟମରେ ଦର୍ଶକ ମାନଙ୍କ ମନକୁ କିଣି ନେଇଥିବା ଅଭିନେତ୍ରୀ ଝନକ ଶୁକ୍ଳା ବର୍ତ୍ତମାନ ବହୁତ ବଡ଼ ହୋଇ ସାରିଛନ୍ତି ଏବଂ ବର୍ତ୍ତମାନ ସେ ୨୪ ବର୍ଷ ବୟସ ର ଅଟନ୍ତି । ଝନକ ପୂର୍ବ ଅପେକ୍ଷା ବହୁତ ଷ୍ଟାଇଲିସ ଏବଂ ସୁନ୍ଦର ହୋଇ ଯାଇଛନ୍ତି । ବର୍ତ୍ତମାନ ସେ ଇଣ୍ଡଷ୍ଟ୍ରୀ ରୁ ବହୁତ ଦୂରରେ ଅଛନ୍ତି ଏବଂ ସେ ଆର୍ଥୋଲୋଜିଷ୍ଟ ଭାବରେ ନିଜ କ୍ୟାରିଆର ବନାଇବାକୁ ଚାହୁଁଛନ୍ତି । ଯଦି ଏହି ଅଭିନେତ୍ରୀ ଙ୍କ ବ୍ୟକ୍ତିଗତ ଜୀଵନ ସମ୍ବନ୍ଧରେ କହିବା ତେବେ ସେ ବର୍ତ୍ତମାନ ପର୍ଯ୍ୟନ୍ତ ସିଙ୍ଗଲ ଅଛନ୍ତି ।

୪. ବନ୍ଧୁଗଣ ଚତୁର୍ଥ କଳାକାର ଜଣକ ହେଉଛନ୍ତି, ‘ଆଦିତ୍ୟ କପାଡ଼ିଆ’ । ବଲିଉଡ ଇଣ୍ଡଷ୍ଟ୍ରୀ ର ପ୍ରସିଦ୍ଧ ଅଭିନେତା ଅକ୍ଷୟ କୁମାର ଙ୍କ ଫିଲ୍ମ ରେ ‘ଜାନୱର’ ରେ ଏହି ଅଭିନେତା ଜଣକ ଛୋଟ ରାଜୁ ର ଭୁମିକା ଅଭିନୟ କରିଥିଲେ । ଏହି ଅଭିନେତା ବର୍ତ୍ତମାନ ୩୪ ବର୍ଷ ବୟସ ର ହୋଇ ସାରିଛନ୍ତି । ଯଦି ଏହି ଅଭିନେତା ଙ୍କ ବ୍ୟକ୍ତିଗତ ଜୀଵନ ସମ୍ବନ୍ଧରେ କହିବା ତେବେ ଏହି ଅଭିନେତା ଜଣକ ଟିଭି ସିରିଆଲ ଇଣ୍ଡଷ୍ଟ୍ରୀ ର ପ୍ରସିଦ୍ଧ ଅଭିନେତ୍ରୀ ‘ତନବୀ କଟର’ ଙ୍କ ସହ ୨୦୧୩ ମସିହାରେ ବିବାହ କରିଥିଲେ । ଏହି ଅଭିନେତା ବର୍ତ୍ତମାନ ପର୍ଯ୍ୟନ୍ତ ନିଜ ଆକ୍ଟିଂଗ କ୍ୟାରିଆର କୁ ଜାରି ରଖିଛନ୍ତି ।

ଏହି ଅଭିନେତା ପାଠପଢ଼ା ପାଇଁ ମଝିରେ ଇଣ୍ଡଷ୍ଟ୍ରୀ ରୁ ବିରାମ ନେଇଥିଲେ କିନ୍ତୁ ସେ ପୁଣି ଥରେ ନିଜ କ୍ୟାରିଆର ର ଆରମ୍ଭ ଫିଲ୍ମ ‘ମେ ତେରା ହିରୋ’ ରୁ ଆରମ୍ଭ କରିଛନ୍ତି । ଯଦି ଏହି ଅଭିନେତା ଙ୍କ ବ୍ୟକ୍ତିଗତ ଜୀଵନ ସମ୍ବନ୍ଧରେ କହିବା ତେବେ ସେ ବର୍ତ୍ତମାନ ପର୍ଯ୍ୟନ୍ତ ସିଙ୍ଗଲ ଅଛନ୍ତି ଏବଂ ନିଜ କ୍ୟାରିଆର ଉପରେ ଧ୍ୟାନ ଦେବାରେ ଲାଗିଛନ୍ତି ।