କଣ ଆପଣ ଜାଣିଛନ୍ତି ଫେମସ ଅଭିନେତ୍ରୀ Kirron Kher କରିଛନ୍ତି 2 ଟି ବିବାହ, ଦ୍ଵିତୀୟ ସ୍ବାମୀଙ୍କ ଠାରୁ ବହୁତ ହ୍ୟାଣ୍ଡସମ ଦେଖାଯାନ୍ତି ତାଙ୍କର ପ୍ରଥମ ସ୍ଵାମୀ

ବଲିଉଡରେ ଅଭିନୟ କରି ଅନେକ କଳାକାର ମାନେ ନିଜର ଅଲଗା ଜାଗା ସୃଷ୍ଟି କରି ପାରିଛନ୍ତି । ସେମାନେ ନିଜର ସାନଦାର ଅଭିନୟ ପାଇଁ ବଲିଉଡକୁ ଅନେକ ହିଟ ଫିଲ୍ମ ଦେଇଛନ୍ତି । ଅନେକ ଅଭିନେତା ଓ ଅଭିନେତ୍ରୀ ମାନେ ନିଜର ଷ୍ଟାଇଲ, ଲୁକ, ପର୍ଶନାଲିଟି ପାଇଁ ମଧ୍ୟ ଖୁବ ଚର୍ଚ୍ଚାରେ ରହିଛନ୍ତି ।

ବଲିଉଡରେ କେତେକ ଅଭିନେତ୍ରୀ ଓ ଅଭିନେତା ମାନେ ନିଜ କ୍ଯାରିଆରକୁ ନେଇ ଚର୍ଚ୍ଚାରେ ରୁହନ୍ତି । କେତେକ ଅଭିନେତ୍ରୀ ମାନେ ବଲିଉଡର ଅଭିନେତାଙ୍କ ସହ ପ୍ରେମ ସମ୍ପର୍କ ରଖି ବିବାହ ବନ୍ଧରେ ବାନ୍ଧି ହୋଇଛନ୍ତି । ଆଜି ଆମେ ଆପଣ ମାନଙ୍କୁ ବଲିଉଡର ଅଭିନେତ୍ରୀ କିରଣ ଖେରଙ୍କ ଜୀବନୀ ବିଷୟରେ ଏମିତି କିଛି କଥା କହିବାକୁ ଯାଉଛୁ ଯାହା କେହି କେବେ ଆଗରୁ ଜାଣି ନ ଥିବ ।

ବଲିଉଡର ମସୁର ଅଭିନେତ୍ରୀ କିରଣ ଖେରଙ୍କ ପଞ୍ଜାବରେ ୧୯୫୨ ମସିହା ଜୁନ ମାସାରେ ଜନ୍ମ ଗ୍ରହଣ କରିଥିଲେ । ପଞ୍ଜାବରେ ସେ ତାଙ୍କର ପିଲା ଦିନ କାଟିବା ସହ ନିଜ ପାଠପଢା ପୂରଣ କରିଥିଲେ । ୧୯୮୩ରେ ପଞ୍ଜାବୀ ଫିଲ୍ମ “ଅସରା ଦି ପ୍ୟାର”ରୁ ସେ ନିଜର ପ୍ରଥମ ଫିଲମରେ ଅଭିନୟ ଦୁନିଆରେ ପାଦ ଦେଇଥିଲେ ।

ଏହା ପରେ ସେ ଅନେକ ପଞ୍ଜାବୀ ଫିଲ୍ମରେ ଅଭିନୟ କରି ନିଜ ଜୀବନରେ ଆଗକୁ ବଢିଥିଲେ । ଏହା ପରେ ସେ ୧୯୮୦ରେ ମୁମ୍ବାଇ ଆସି ବଲିଉଡରେ ଅଭିନୟ କରିଥିଲେ । ତାଙ୍କର “ବୀର ଜାରା”, “ଦୋସ୍ତାନା”, “କଭି ଅଲବିଦା ନା କେହନା”, “ଦେବଦାସ” ଆଦି ଅନେକ ବ୍ଲକ ବାଷ୍ଟର ଫିଲ୍ମରେ ଅଭିନୟ କରି ସାରିଛନ୍ତି ।

ତାନକ ଜୀବନର କାହାଣୀ ବିଷୟରେ କହିବାକୁ ଗଲେ ସେ ବ୍ୟବସାୟୀ ଗୌତମ ପେରିଙ୍କ ସହ ପ୍ରଥମ ବିବାହ କରିଥିଲେ । ମୁମ୍ବାଇରେ ଗୌତମ ପେରିଙ୍କ ସହ କିରଣଙ୍କର ପ୍ରଥମ ଦେଖା ହେବା ପରେ ଦୁହେଁ ପରସ୍ପରକୁ ଭଲ ପାଇ ବିବାହ କରିଥିଲେ ।

କିନ୍ତୁ ବିବାହର କିଛି ଦିନ ପରେ ଦୁହିଙ୍କ ସମ୍ପର୍କରେ ମନାନ୍ତର ହେବାରୁ ଦୁହେଁ ପରସ୍ପର ଠାରୁ ଅଲଗା ହୋଇ ଯାଇଥିଲେ । ଦୁହିଙ୍କର ଗୋଟେ ପୁଅ ଅଛି ଯାହାର ନାମ ସିକନ୍ଦର ପେରି ଅଟେ । ଏହା ପରେ ସେ ଦିତୀୟ ଥର ପାଇଁ ଅନୁପମ ଖେରଙ୍କ ସହ ବିବାହ କରିଥିଲେ । ବଲିଉଡର ଅନେକ ହିଟ ଫିଲ୍ମରେ ଅଭିନୟ କରିଥିବା ଅଭିନେତା ଅନୁପମ ଖେରଙ୍କ ସହ ଅଭିନେତ୍ରୀ କୀର ଖେରଙ୍କର ପଞ୍ଜାବରେ ପ୍ରଥମ ଥର ପାଇଁ ଭେଟ ହୋଇଥିଲା ।

ଏହା ପରେ ଦୁହିଙ୍କ ଭିତରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ୧୯୮୫ରେ ଏକ ନାଟକରେ ଦୁହେଁ ଅଭିନୟ କରିବା ସମୟରେ ଅତି ନିକଟତର ହେବା ପରେ ପରସ୍ପରକୁ ଡେଟ କରିବା ଆରମ୍ଭ କରିଥିଲେ । ୧୯୮୫ରେ ଦୁହେଁ ପରସ୍ପର ସହ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଅଭିନେତା ଅନୁପମ ଖେର ମଧୁମାଳତୀଙ୍କ ସହ ପ୍ରଥମେ ବିବାହ କରିଥିଲେ ମଧ୍ୟ ଦୁହିଙ୍କ ମଧ୍ୟରେ ମତଭେଦ ହୋଇ ଥିବାରୁ ପରସ୍ପର ସବୁ ଦିନ ପାଇଁ ଅଲଗା ହୋଇ ଯାଇଥିଲେ । ବର୍ତ୍ତମାନ ଅନୁପମ ଖେର ଓ କିରଣ ଖେର ହସଖୁସିରେ ନିଜ ଲାଇଫ ସ୍ପେନ୍ଡ କରୁଛନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।