କଥା କଥାରେ କାନ୍ଦୁଥିବା ମହିଳା ମାନେ କିପରି ହୋଇଥାନ୍ତି ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ- Chanakya Niti

ଆପଣ ମାନେ ଦେଖିଥିବେ କିଛି ମହିଳା କଥା କଥାରେ କାନ୍ଦିଥାନ୍ତି । କିନ୍ତୁ କିଛି ଲୋକ ତାଙ୍କର ଏହି ସ୍ୱଭାବାବୂ ତାଙ୍କୁ ଦୁର୍ବଳ ଭାବିଥାନ୍ତି ଓ ତାଙ୍କ ଉପରେ ହସିବାକୁ ଲାଗିଥାନ୍ତି । ଆଜି ଆମେ ଆପଣଙ୍କ ଏହି ପରି କିଛି ମହିଳାଙ୍କର ବିଷୟରେ ଜଣାଇବୁ ଯାହା ଫଳରେ କି ଆପଣ ଆଉ ତାଙ୍କ ଉପରେ ହସିବେ ନାହିଁ ଓ ତାଙ୍କୁ ସମ୍ମାନ ଦେବେ । ଏହି ମହିଳା ମାନେ ସାଧାରଣ ଭାବରେ ହୃଦୟ ରୁ ବହୁତ ଭଲ ହୋଇଥାନ୍ତା ।

ଏମାନେ କାହାର କଷ୍ଟ ଦେଖିପାରନ୍ତି ନାହିଁ ଓ ନିଜର ଭାବନାକୁ ନିୟନ୍ତ୍ରଣ କରି ନପାରି କାନ୍ଦିବାକୁ ଲାଗିଥାନ୍ତି । ଏହି ମହିଳା ମାନେ ଯାହାକୁ ଭଲ ପାଇଥାନ୍ତି ତାଙ୍କୁ ହୃଦୟରୁ ନିଜ ଜୀବନ ଠାରୁ ଅଧିକ ଭଲ ପାଇଥାନ୍ତି । ଏମାନେ ବହୁତ ବୁଦ୍ଧିମାନ ହୋଇଥାନ୍ତି ଓ କାହାର ମନ ରେ ଦୁଃଖ ଦିଅନ୍ତି ନାହିଁ ।

ଏମାନେ କାହାର ବି କୌଣସି କ୍ଷତି କରିବାକୁ ଚାଂହାନ୍ତି ନାହିଁ । ଏମାନେ କାହାସହିତ ବିଶ୍ୱାସ ଘାତ କରିପାରନ୍ତି ନାହିଁ । ଏମାନେ ଆଗତୁରା କାହାକୁ ସାହାଯ୍ୟ ମାଗନ୍ତି ନାହିଁ । ସେଥିପାଇଁ ଏମାନଙ୍କୁ ଏକୁଟିଆ ପଣ ଅନୁଭବ ହୋଇଥାଏ ଓ ମନେ ମନେ କାନ୍ଦିଥାନ୍ତି ।

ଯେଉଁ ସ୍ତ୍ରୀ ମାନେ କଥା କଥାକେ କାନ୍ଦିଥାନ୍ତି ସେମାନେ ହୃଦୟରୁ ବହୁତ ଦୃଢ ହୋଇଥାନ୍ତି । ଏମାନେ କୌଣସି ଚିନ୍ତା କରନ୍ତି ନାହିଁକି ଏମାନେ କାନ୍ଦିବା ଦ୍ୱାରା ଲୋକେ କଣ କହିବେ । ଏମାନଙ୍କୁ କେହି ଖରାପ କଥା କହିଲେ ଏମାନେ ଅନ୍ତରରୁ କାନ୍ଦି ପକାଇ ନିଜ ଭାବନା ପ୍ରକାଶ କରନ୍ତି ।

ଏମାନେ ଅନ୍ୟ ସ୍ତ୍ରୀଙ୍କ ଭଳି କୌଣସି କଥାକୁ ନିଜ ମନରେ ଦବାଇ ରଖି ପରେ ଏହାର ପ୍ରତିଶୋଧ ନିଅନ୍ତି ନାହିଁ । ଏମାନେ ଯାହାବି ଭାବିଥାନ୍ତି ସଂଗେ ସଂଗେ କହିଥାନ୍ତି । ଏହି ମହିଳାମାନେ କାହା ସହ ଶତ୍ରୁତା କରନ୍ତି ନାହିଁ । ଯଦି ଆପ୍ପାନଙ୍କର ଜୀବନ ସାଥି ଏହି ପ୍ରକ୍ରିଉଟିର ଅଛନ୍ତି ତେବେ ତାଙ୍କର ଏହି ଗୁଣ କୁ ପିଲାଳିଆମୀ ଭାବି ତାଙ୍କୁ ସବୁ କଥାରେ ସହଯୋଗ କରିବା ଉଚିତ ।

କିଛି ପୁରୁଷ ଏହି ଭଳି ମହିଳାଙ୍କ ଉପରେ ବହୁତ କ୍ରୋଧ କରିଥାନ୍ତି । ଏମିତି ସ୍ତ୍ରୀ ବହୁତ ଭାଗ୍ୟରେ ଥିଲେ ମିଳେ କାହିଁକି ନା ଏପରି ସ୍ତ୍ରୀ କେବେ ଧୋକା ଦିଅନ୍ତି ନାହିଁ । ଏହି ମହିଳା ମାନେ ଆପଣଙ୍କ ଉପରେ ଯେତେ ବଡ଼ ବିପଦ ପଡିଲେ ବି ସେମାନେ ଆପସନଙ୍କ ସାଥ ଦେଇଥାନ୍ତି । କଠିନ ରୁ କଠିନ ପରିସ୍ଥିତିରେ ସେ ଆପଙ୍କ ସହିତ ଥାଇ ଆପଣଙ୍କ ଧର୍ଯ୍ୟ କୁ ବୃଦ୍ଧି କରିବାରେ ସାହାଯ୍ୟ କରିଥାନ୍ତି । ଏହି ମହିଳା ମାନଙ୍କର ସବୁ  ଭଲ ଖରାପ କଥାର ଜ୍ଞାନ ଥାଏ । ଏହି ମହିଳା ମାନଙ୍କ ସହ ଯଦି କେବେ କିଛି ଖରାପ ହୋଇଥାଏ ତ ଏମାନେ ବହୁତ ମନ ଦୁଖ କରିଥାନ୍ତି ଓ ଏହି କଥାକୁ ସହ୍ୟ କରି ନପାରି କାନ୍ଦିଥାନ୍ତି ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।