ଫ୍ୟାନମାନଙ୍କୁ ସରପ୍ରାଇଜ ଦେବା ପାଇଁ ପ୍ରସ୍ତୁତ ଅଛନ୍ତି ଧୋନୀ, ରାଞ୍ଚିରେ ହେବାକୁ ଥିବା ଟେସ୍ଟ ମ୍ୟାଚରେ ହୋଇପାରନ୍ତି ସାମିଲ

ଭାରତୀୟ କ୍ରିକେଟ ଟିମର ପୂର୍ବ କ୍ୟାପଟେନ ମହେନ୍ଦ୍ର ସିଂହ ଧୋନୀ ଗତ କିଛି ଦିନ ହେବ ପଡିଆରେ ନଜର ଆସୁ ନାହାନ୍ତି । ଯେଉଁ କାରଣରୁ ତାଙ୍କର ଫ୍ୟାନମାନେ ତାଙ୍କୁ ମିସ କରୁଛନ୍ତି । ଏହା ମଧ୍ୟରେ ଧୋନୀ ନିଜର ଫ୍ୟାନମାନଙ୍କୁ ସରପ୍ରାଇଜ ଦେବା ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି, ସେଥିପାଇଁ ସେ ନିଜେ ରାଞ୍ଚିର ପଡିଆରେ ଓଲ୍ହାଇ ପାରନ୍ତି । ସାଉଥ ଆଫ୍ରିକା ବିରୁଦ୍ଧରେ ଶେଷ ମ୍ୟାଚ ରାଞ୍ଚିରେ ଖେଳାଯିବ, ଯେଉଁଥିରେ ସେ ସାମିଲ ହୋଇ ପାରନ୍ତି ।

ବିଶ୍ଵ କପ ୨୦୧୯ ପରେ ମହେନ୍ଦ୍ର ସିଂହ ଧୋନୀ କ୍ରିକେଟ ଦୁନିଆରୁ ଦୂରେଇ ଯାଇଥିଲେ । ଏହା ପର ଠାରୁ ତାଙ୍କର ଫ୍ୟାନମାନେ ତାଙ୍କର ସନ୍ୟାସ ନେବା ବିଷୟରେ ଚର୍ଚ୍ଚା କରୁଥିଲେ, କିନ୍ତୁ ସେ ପୁଣି ଥରେ ନିଜର ଫ୍ୟାନମାନଙ୍କୁ ସରପ୍ରାଇଜ ଦେଇ ପାରନ୍ତି ।

ରାଞ୍ଚିରେ ଖେଳି ପାରନ୍ତି ମହେନ୍ଦ୍ର ସିଂହ ଧୋନୀ

ମିଡିଆ ରିପୋର୍ଟ ଅନୁସାରେ ମହେନ୍ଦ୍ର ସିଂହ ଧୋନୀ ରାଞ୍ଚିରେ ଖେଳା ଯାଉଥିବା ତୃତୀୟ ଟେସ୍ଟ ମ୍ୟାଚକୁ ଦେଖିବା ପାଇଁ ଆସି ପାରନ୍ତି, କାରଣ ସେ ବର୍ତ୍ତମାନ ରାଞ୍ଚିରେ ହିଁ ଅଛନ୍ତି ଓ ସେ ସେଠିକାର ନିବାସୀ ଅଟନ୍ତି, ଏମିତିରେ ସମସ୍ତଙ୍କର ଇଚ୍ଛା କି ପୁଣି ଥରେ ସେ ଧୋନୀଙ୍କୁ ନିଜ ସହିତ ନିଶ୍ଚୟ ଦେଖିବେ । କୁହାଯାଉଛି କି ମହେନ୍ଦ୍ର ସିଂହ ଧୋନୀ ପ୍ରାକ୍ଟିସ ମ୍ୟାଚ ଦେଖିବାକୁ ଆସିପାରନ୍ତି, କିନ୍ତୁ ସେଥିପାଇଁ ତାଙ୍କୁ ପରମିଶନ ନେବାକୁ ପଡିବ । ଯାହା ପାଇଁ ତାଙ୍କୁ ଏକ ଲିଖିତ ଲେଟର ଦେବାକୁ ପଡିବ ଓ ତା’ ପରେ ସେ ଫ୍ୟାନମାନଙ୍କ ସହିତ ପ୍ରାକ୍ଟିସ ମ୍ୟାଚ ଦେଖିପାରିବେ ।

୧୫ ଅକ୍ଟୋବରରେ ପହଞ୍ଚିଛି ଟିମ ଇଣ୍ଡିଆ

ସାଉଥ ଆଫ୍ରିକା ସହ ଖେଳିବା ପାଇଁ ଟିମ ଇଣ୍ଡିଆ ୧୫ ଅକ୍ଟୋବରରେ ରାଞ୍ଚିରେ ପହଞ୍ଚିଛି । ୧୫ ଅକ୍ଟୋବରରୁ ରାଞ୍ଚିରେ ପ୍ରାକ୍ଟିସ ମ୍ୟାଚ ଖେଳାଯିବ । ଯେଉଁଥିପାଇଁ ଏଥର ଫ୍ୟାନମାନଙ୍କୁ ବି ଅନୁମତି ଦିଆଯାଇ ପାରେ । ଏମିତିରେ ମହେନ୍ଦ୍ର ସିଂହ ଧୋନୀ ଫ୍ୟାନ ହୋଇ ମ୍ୟାଚ ଦେଖିବାକୁ ଆସି ପାରନ୍ତି । କିନ୍ତୁ ବିସିସିଆଇ ର ଅଧିକାରୀମାନେ ଏହି ମାମଲା ଉପରେ କିଛି ବି କହିବାକୁ ଚାହୁଁ ନାହାଁନ୍ତି । କିନ୍ତୁ ଧୋନୀ ନିଜର ମ୍ୟାଚ ଦେଖିବାର ଇଚ୍ଛାକୁ ଜାହିର କରିଛନ୍ତି ।

ମହେନ୍ଦ୍ର ସିଂହ ଧୋନୀଙ୍କୁ ମିସ କରୁଛନ୍ତି ଫ୍ୟାନମାନେ

କହିବାକୁ ଗଲେ ସବୁ କ୍ରିକେଟରଙ୍କ ଭଳି ଧୋନୀଙ୍କର ସନ୍ୟାସ ନେବା ସାଧାରଣ କଥା ଅଟେ । କିନ୍ତୁ ସମସ୍ତେ ଚାହୁଁଛନ୍ତି କି ସେ ପୁଣି ଥରେ ପଡିଆକୁ ଆସନ୍ତୁ ଓ ସମସ୍ତଙ୍କୁ ଖୁସି କରି ଦିଅନ୍ତୁ । କହିଦେଉଛୁ କି ନ୍ୟୁଜିଲ୍ୟାଣ୍ଡ ବିରୁଦ୍ଧରେ ସେମୀଫାଇନଲ ହାରିବା ପରେ ମହେନ୍ଦ୍ର ସିଂହ ଧୋନୀଙ୍କ ଆଖିରେ ଲୁହ ଚାଲି ଆସିଥିଲା ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

1 thought on “ଫ୍ୟାନମାନଙ୍କୁ ସରପ୍ରାଇଜ ଦେବା ପାଇଁ ପ୍ରସ୍ତୁତ ଅଛନ୍ତି ଧୋନୀ, ରାଞ୍ଚିରେ ହେବାକୁ ଥିବା ଟେସ୍ଟ ମ୍ୟାଚରେ ହୋଇପାରନ୍ତି ସାମିଲ”

Comments are closed.