ସାଉଥ ସିନେମାରେ ଏହି ୩ ଜଣ ଅଭିନେତ୍ରୀ ହେଉଛନ୍ତି ସବୁଠୁ ଓଜନଦାର, ଜାଣନ୍ତୁ କେତେ ଏମାନଙ୍କର ଓଜନ ?

ବର୍ତ୍ତମାନ ସମୟରେ ଝିଅମାନେ ସବୁବେଳେ ଚାହିଁ ଥାନ୍ତି କି ସେମାନେ ବିଲକୁଲ ଜିରୋ ଫିଗରରେ ରହିବେ ଏବଂ ସେମାନେ ଏହାକୁ ହିଁ ନିଜର ଫିଟନେସ ବୋଲି ଭାବନ୍ତି । କିନ୍ତୁ ସୁନ୍ଦରତା ଏକ ହେଲଦି ଝିଅ ଭିତରେ ବି ହୋଇ ପାରିବ । ଯେଉଁଠି ଗୋଟିଏ ପଟେ ବଲୀଉଡରେ ସବୁ ଅଭିନେତ୍ରୀଙ୍କୁ ପତଳା ରହିବା ପାଇଁ କୁହାଯାଏ ଅନ୍ୟ ପଟେ କିନ୍ତୁ ସାଉଥ ଇଣ୍ଡଷ୍ଟ୍ରିରେ ଏହିଭଳି କିଛି ପ୍ରେସର ଦିଆଯାଏ ନାହିଁ ।

ସେମାନେ ଯେମିତି ଅଛନ୍ତି ତାଙ୍କୁ ଦର୍ଶକମାନେ ସେହିଭଳି ହିଁ ପସନ୍ଦ କରନ୍ତି । ଆଜି ଆମେ ସାଉଥ ଇଣ୍ଡଷ୍ଟ୍ରିର ସେହି ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ, ଯେଉଁମାନଙ୍କର ଓଜନ ବହୁତ ଅଧିକ ଅଟେ ।

ସାଉଥ ସିନେମାର ଏହି ୩ ଅଭିନେତ୍ରୀଙ୍କର ଓଜନ ସବୁଠୁ ଅଧିକ ଅଟେ

୧. ନମିଥା

ଅଭିନେତ୍ରୀ ନମିଥାଙ୍କୁ ସାଉଥ ଇଣ୍ଡଷ୍ଟ୍ରି ସବୁଠାରୁ ରୋମାଣ୍ଟିକ ଏବଂ ବୋଲ୍ଡ ଅଭିନେତ୍ରୀ ବୋଲି କୁହାଯାଏ । ନମିଥା ସିଲ୍କ ସ୍ମିଥାର ମାର୍ଗ ଦର୍ଶନରେ ଚାଲୁଛନ୍ତି ଏବଂ ପ୍ରାୟତଃ ନିଜର ବଢୁଥିବା ଓଜନ ଯୋଗୁ ସେ ଚର୍ଚାରେ ଆସି ଯାଆନ୍ତି । ନାମିଥାଙ୍କର ଓଜନ ୬୬ କିଲୋଗ୍ରାମ ଅଟେ । ଯାହାକି ଏକ ଅଭିନେତ୍ରୀ ପାଇଁ ବହୁତ ଅଧିକା ଅଟେ । ତଥାପି ଲୋକମାନେ ତାଙ୍କୁ ପସନ୍ଦ କରନ୍ତି ଏବଂ ତାଙ୍କର ଫିଲ୍ମ ଭଲ ବିଜିନେସ କରିଥାଏ ।

୨. ଅନୁଷ୍କା ଶେଟ୍ଟୀ

ଅନୁଷ୍କା ଶେଟ୍ଟୀ ସାଉଥ ଇଣ୍ଡଷ୍ଟ୍ରିର ଟପ ଅଭିନେତ୍ରୀ ଅଟନ୍ତି । ବାହୁବଳି ଫିଲ୍ମରେ ଅନୁଷ୍କା ନିଜର ସୁନ୍ଦରତା ଜରିଆରେ ଲକ୍ଷ ଲକ୍ଷ ଲୋକମାନଙ୍କର ହୃଦୟରେ ଜାଗା କରିଛନ୍ତି । କିନ୍ତୁ କଣ ଆପଣ ଅନୁଷ୍କାଙ୍କର ଓଜନ ବିଷୟରେ ଜାଣିଛନ୍ତି ? ଅନୁଷ୍କା ଶେଟ୍ଟୀଙ୍କର ଓଜନ ୬୩ କିଲୋଗ୍ରାମ ଅଟେ । ଏହା ସତ୍ବେ ବି ସେ ବଡ ବଡ ସ୍ଲିମ ଅଭିନେତ୍ରୀଙ୍କୁ ବି ପଛରେ ପକାଇ ଦେଇଛନ୍ତି ।

୩. ହଂସିକା ମୋଟୱାନୀ

ଚାଇଲ୍ଡ ଅଭିନେତ୍ରୀ ରୂପରେ ହଂସିକା ମୋଟୱାନୀ ୨୦୦୨ରେ ପପୁଲାର ସିରିୟଲ ‘କ୍ଯୋଂକି ସାସ ଭୀ କଭୀ ବହୁ ଥୀ’ରେ ୧୨ ବର୍ଷ ବୟସରେ ନିଜର କ୍ୟାରିୟର ଆରମ୍ଭ କରିଥିଲେ । ଏବଂ ସେଥିରେ ସେ ଭଲ ଅଭିନୟ ବି କରିଥିଲେ । ଏହା ପରେ ସେ ବଲୀଉଡର କିଛି ଫିଲ୍ମରେ ନଜର ବି ଆସିଥିଲେ । କିନ୍ତୁ ହଂସିକା ମୋଟୱାନୀ ପ୍ରାୟତଃ ସାଉଥ ଫିଲ୍ମ ଗୁଡିକରେ କାମ କରିଛନ୍ତି ।

ଏବଂ ସେ ସାଉଥ ଇଣ୍ଡଷ୍ଟ୍ରି ଏକ ଜଣାଶୁଣା ଏବଂ ସଫଳ ଅଭିନେତ୍ରୀ ଅଟନ୍ତି । ତାଙ୍କର ଓଜନ ତାଙ୍କର କ୍ୟାରିୟର ଭଳି ବଢୁଛି । ତାଙ୍କର ଓଜନ ଏବେ ୬୫ କିଲୋଗ୍ରାମ ଅଟେ ।

ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ ତେବେ ଶେୟର କରିବେ ଓ ଆଗକୁ ଆମ ସହିତ ଯୋଡି ହେବା ପାଇଁ ପେଜକୁ ଲାଇକ କରନ୍ତୁ ।