ସଲମାନ ଓ ଟାଇଗର ବି ହେଇଗଲେ ଫେଲ, ଏହି ହିରୋ ୫୬ ବର୍ଷ ବୟସରେ ବନେଇଦେଲେ ଏମିତି ବଡି, ଦେଖନ୍ତୁ ଫଟୋସବୁ

ଆପଣ ବଲୀଉଡରେ ବହୁତ ଏମିତି ଅଭିନେତାଙ୍କୁ ଦେଖି ଥିବେ ଯେଉଁମାନେ ଗୋଟିଏ ସମୟରେ ବହୁତ ନାଁ କରିଥିଲେ । କିନ୍ତୁ କିଛି ସମୟ ପରେ ସେମାନେ ବଲୀଉଡରୁ ପୁରା ଗାୟବ ହୋଇ ଗଲେ । ଏହା ଛଡା କିଛି ଅଭିନେତା ଏମିତି ବି ଅଛନ୍ତି ଯେଉଁ ମାନେ ଏହି ଫିଲ୍ମ ଇଣ୍ଡଷ୍ଟ୍ରିରେ ନିଜର ବଡି ପାଇଁ ଜଣା ଯାଆନ୍ତି । ଯେମିତି କି ସଲମାନ ଖାନ, ରିତିକ ରୌଶନ ଓ ଟାଇଗର ଶ୍ରାଫ ଇତ୍ୟାଦି ।

ଆପଣଙ୍କୁ କହିଦେଉଛୁ ଯେ ବର୍ତ୍ତମାନ ସମୟରେ ଏହି ଇଣ୍ଡଷ୍ଟ୍ରିରେ କିଛି ଅଭିନେତା ଅଛନ୍ତି ଯେଉଁମାନେ ୫୦ ପାର କରି ସାରିଛନ୍ତି । କିନ୍ତୁ ତଥାପି ବି ସେମାନଙ୍କର ବଡି ଆଗରେ ସମସ୍ତ ଅଭିନେତାଙ୍କର ବଡି ଫେଲ ଅଟେ ।

ଆଜି ଆମେ ଆପଣଙ୍କୁ ବଲୀଉଡର ଏମିତି ଜଣେ ଅଭିନେତାଙ୍କ ବିଷୟରେ କହିବାକୁ ଯାଉଛୁ । ଯାହାଙ୍କର ନାମ ସୁନୀଲ ଶେଟ୍ଟୀ ଅଟେ । ସୁନୀଲ ଶେଟ୍ଟୀଙ୍କର ବୟସ ୫୬ ବର୍ଷ ଅଟେ । କିନ୍ତୁ ଆଜି ବି ତାଙ୍କର ବଡି କିଛି ଏମିତି ଅଟେ କି ତାଙ୍କ ଆଗରେ ସଲମାନ ଓ ଟାଇଗର ଶ୍ରଫଙ୍କ ବଡି ବି ଫେଲ ଅଟେ ।

ସୁନୀଲ ଶେଟ୍ଟୀ ୫୬ ର ହୋଇ ଯାଇଛନ୍ତି କିନ୍ତୁ ଆଜି ବି ତାଙ୍କର ବଡିକୁ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇ ଯାଆନ୍ତି । ଆପଣଙ୍କୁ କହି ଦେଉଛୁ ଯେ ସୁନୀଲ ଶେଟ୍ଟୀ ବର୍ତ୍ତମାନ ହିଁ ନିଜର କିଛି ୱର୍କଆଉଟ ଓ ବଡିର ଫଟୋ ସୋସିୟାଲ ମିଡିୟାରେ ଶେୟାର କରିଥିଲେ । ଯାହାକି କିଛି ମିନିଟ ମଧ୍ୟରେ ହିଁ ଭାଇରାଲ ହୋଇଗଲା । କହିବାକୁ ଗଲେ ସୁନୀଲ ଶେଟ୍ଟୀ ନିଜର ଫିଟନେସକୁ ନେଇ ବହୁତ ଅଧିକ ସୀରିୟସ ଅଟନ୍ତି । ସେଥିପାଇଁ ସୁନୀଲ ଶେଟ୍ଟୀ ରାତି ଦିନ ଜିମରେ ୱର୍କଆଉଟ କରନ୍ତି ।

ଯେଉଁ ସମୟରୁ ତାଙ୍କର ଜିମର ଫଟୋ ସାମନାକୁ ଆସିଛି ସେହି ସମୟରୁ ବିଭିନ୍ନ ପ୍ରକାରର ଅନ୍ଦାଜ ବି ଲଗା ଯାଉଛି । କେତେକ ଲୋକମାନଙ୍କର କହିବା ଅଟେ କି ସୁନୀଲ ଶେଟ୍ଟୀଙ୍କର ଜିମରେ ଝାଳ ବାହାର କରୁଛନ୍ତି । ଏହା ଏହି କଥାର ସଂକେତ ଦେଉଛି କି ସେ କୌଣସି ଫିଲ୍ମ ପାଇଁ ପ୍ରସ୍ତୁତି କରୁଛନ୍ତି ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।