କେବଳ ବୋଲ୍ଡ ସୀନ ଦେଇ Bollywood ରେ ସଫଳତା ପାଇଛନ୍ତି ଏହି 5 ଜଣ Actress, 1 ନମ୍ବର Actress ଙ୍କ ପାଇଁ ତ ସାରା ଦେଶ ଦିବାନା

ବଲୀଉଡର ଚମକ ଧମକ ଭରା ଦୁନିଆରେ ଟଙ୍କା, ଇଜ୍ଜତ ଓ ଷ୍ଟାରଡମ ଆହୁରି ବହୁତ କିଛି ଅଛି । ଏମିତିରେ ଏହି ଇଣ୍ଡଷ୍ଟ୍ରିରେ ରହିବା ପାଇଁ ବଲୀଉଡର ଅଭିନେତ୍ରୀମାନେ କୌଣସି ବି ସୀମା ପାର କରିବା ପାଇଁ ପ୍ରସ୍ତୁତ ରହିଥାନ୍ତି । ଏହା ସହିତ ବଲୀଉଡରେ ସବୁଦିନ ପାଇଁ ରହିବା ପାଇଁ ଏହି ଅଭିନେତ୍ରୀମାନେ ବୋଲ୍ଡନେସର ସବୁ ସୀମା ବି ପାର କରି ଦିଅନ୍ତି । ଏମିତିରେ ଆଜି ଆମେ ଆପଣଙ୍କୁ ବଲୀଉଡ ଇଣ୍ଡଷ୍ଟ୍ରିର ଏମିତି ହିଁ କିଛି ଅଭିନେତ୍ରୀଙ୍କ ବିଷୟରେ କହିବୁ ଯେଉଁମାନେ ବଲୀଉଡରେ କେବଳ ବୋଲ୍ଡ ସିନ କାରଣରୁ ହିଁ ଅଛନ୍ତି ।

ଯଦି ଏମାନଙ୍କର ବୋଲ୍ଡ ସିନ ଉପରେ ବ୍ୟାନ ଲଗାଇ ଦିଆଯାଏ ତେବେ ଏହି ବଲୀଉଡ ଅଭିନେତ୍ରୀମାନେ ବଲୀଉଡରେ ନଜର ହିଁ ଆସିବେ ନାହିଁ ।

ସନୀ ଲିୟୋନ

ସମସ୍ତେ ଜାଣିଛନ୍ତି କି ସନୀ ଲିୟୋନ ବଲୀଉଡରେ ନିଜର ବୋଲ୍ଡ ଅବତାର ଓ ହଟ ଲୁକ ପାଇଁ ପରିଚିତ ଅଟନ୍ତି । ସନୀ ଲିୟୋନଙ୍କୁ ଫିଲ୍ମରେ କେବଳ ବୋଲ୍ଡ ସିନ ପାଇଁ ହିଁ ନିଆଯାଇଥାଏ । ନଚେତ ସନୀ ଲିୟୋନଙ୍କ ଫିଲ୍ମି କ୍ୟାରିୟର ବହୁତ ସମୟ ପୂର୍ବରୁ ହିଁ ଶେଷ ହୋଇ ଯାଇଥାନ୍ତା ।

ରାଧିକା ଆପ୍‍ଟେ

ରାଧିକା ଆପ୍‍ଟେ ବି ବୋଲ୍ଡ ଅଭିନେତ୍ରୀମାନଙ୍କ ମଧ୍ୟରେ ସାମିଲ ଅଛନ୍ତି । ସେ ପ୍ରାୟତଃ ଫିଲ୍ମରେ ନିଜର ବୋଲ୍ଡ ସିନ ପାଇଁ ଚର୍ଚାରେ ରହିଥାନ୍ତି । ଏହା ଛଡା ରାଧିକା ଆପ୍‍ଟେ ଫିଲ୍ମ ‘ପାରଚଡ’ ରେ ହଟ ସିନ ଦେଇଥିଲେ ଯାହାକୁ ଦେଖି ଦର୍ଶକମାନେ ବହୁତ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ।

କଲ୍କି କୋଚଲିନ

କଲ୍କି କୋଚଲିନ ନିଜର ବୋଲ୍ଡ ସିନ କାରଣରୁ ସବୁବେଳେ ଚର୍ଚାରେ ରହିଥାନ୍ତି । କଲ୍କି କୋଚଲିନ ଫିଲ୍ମ ‘ମାର୍ଗରୀଟା’ରେ ହଟ ସିନ ଦେଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲେ ।

ନେହା ଧୂପିୟା

ନେହା ଧୂପିୟା ଜୁଲି ଓ ଶୀଷା ଭଳି ଫିଲ୍ମରେ ହଟ ସିନ ଦେଇଥିଲେ । କିନ୍ତୁ ହଟ ସିନ ଦେବା ସତ୍ବେ ବି ନେହା ଧୂପିୟା ବଲୀଉଡରେ ନିଜର କ୍ୟାରିୟର କରି ପାରିଲେ ନାହିଁ ଓ ନେହା ଧୂପିୟାଙ୍କୁ ବଲୀଉଡରେ କେବଳ ବୋଲ୍ଡ ସିନ ପାଇଁ ହିଁ ଜଣା ଯାଏ ।

ଉଦିତା ଗୋସ୍ଵାମୀ

ଫିଲ୍ମ ‘ପାପ, ଜେ-ହ-ର ଓ ଅକ୍ସର ଭଳି ଫିଲ୍ମରେ ଉଦିତା ଗୋସ୍ଵାମୀ ବୋଲ୍ଡ ସିନ ଦେବା ପରେ ତାଙ୍କର ପରିଚୟ ଏହିଭଳି ଏକ ଅଭିନେତ୍ରୀ ରୂପରେ ହୋଇଗଲା ଯିଏକି ଫିଲ୍ମରେ କେବଳ ହଟ ସିନ ପାଇଁ ଜଣା ଯାଆନ୍ତି ।

ଇଶା ଗୁପ୍ତା

ଇଶା ଗୁପ୍ତା ସବୁବେଳେ ନିଜର ବୋଲ୍ଡ ଫଟୋ କାରଣରୁ ସୋସିଆଲ ମିଡିଆରେ ଚର୍ଚାରେ ରହିଥାନ୍ତି । କହିଦେଉଛୁ କି ଇଶା ଗୁପ୍ତା ବଲୀଉଡରେ ବୋଲ୍ଡ ଓ ହଟ ଅଭିନେତ୍ରୀମାନ ରୂପରେ ଜଣା ଯାଆନ୍ତି ।

ଶର୍ଲିନ ଚୋପଡ଼ା

ବଲୀଉଡର ବୋଲ୍ଡ ଅଭିନେତ୍ରୀ ମାନଙ୍କ ମଧ୍ୟରେ ସାମିଲ ଶର୍ଲିନ ଚୋପଡ଼ା ଇଣ୍ଡଷ୍ଟ୍ରିରେ ନିଜର ଫିଲ୍ମ ଠାରୁ ଅଧିକ ନିଜର ବୋଲ୍ଡ ସିନ ପାଇଁ ଜଣା ଯାଆନ୍ତି । ଶର୍ଲିନ ଚୋପଡ଼ା କେବେ ବି ବୋଲ୍ଡ ସିନ ଦେବା ପାଇଁ ମନା କରି ନାହାନ୍ତି । ଫିଲ୍ମ କା-ମ-ସୂ-ତ୍ରରେ କାମ କରି ସ ବୋଲ୍ଡନେସର ସବୁ ସୀମା ପାର କରି ଦେଇଥିଲେ । କିନ୍ତୁ ଏହା ସତ୍ବେ ବି ଶର୍ଲିନ ଚୋପଡ଼ାଙ୍କ ଏହି ଫିଲ୍ମ କିଛି ଖାସ କମାଲ ଦେଖାଇ ପାରିଲା ନାହିଁ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।