Ankita Lokhande ଙ୍କ ନୂଆ ବ୍ରୟଫ୍ରେଣ୍ଡ ଦେଖିବାକୁ ବହୁତ ହ୍ୟାଣ୍ଡସମ ଓ ଷ୍ଟାଇଲିସ, ଆଗରୁ କେବେ ଦେଖିନଥିବେ

ଏହି ବର୍ଷର ଦୀପାବଳୀ କିଛି ଖାସ୍ ନଥିଲା ସୁଶାନ୍ତ ସିଂ ରାଜପୁତଙ୍କ ପରିବାର ପାଇଁ । ହେଲେ ପରିବାରର ପରିସ୍ଥିତି ଧୀରେ ଧୀରେ ସୁଧୁରିବାରେ ଲାଗିଛି । ତାଙ୍କ ଭଉଣୀ ସ୍ଵେତା ସିଂ କହିଛନ୍ତି ସେ ତାଙ୍କ ଭାଇ ସୁଶାନ୍ତ ଙ୍କ ପାଇଁ ସେ ଏ ବର୍ଷ ଦୀପାବଳୀ ଉତ୍ସବ ପାଳନ କରି ନାହାନ୍ତି । କିନ୍ତୁ ଏହି ବର୍ଷ ପ୍ରତିବର୍ଷ ଭଳି ସୁଶାନ୍ତ ଙ୍କ ପୂର୍ବ ଗାର୍ଲଫ୍ରେଣ୍ଡ ଅଙ୍କିତା ଲୋଖଣ୍ଡେ଼ ପୁରା ଧୁମଧାମରେ ପାଳନ କରିଛନ୍ତି । ଓ ଫଟୋ ଶୁଟ ମଧ୍ୟ କରିଛନ୍ତି । ଯେଉଁ ଫଟୋରେ ସେ ବହୁତ ସୁନ୍ଦର ଦେଖା ଯାଉଛନ୍ତି ।

ଲୁକର କଥା ଦେଖିବାକୁ ଗଲେ ସେ ଏକ ଧଳା ରଙ୍ଗର ଟ୍ରାନଷ୍ପରେନ୍ଟ ଶାଢ଼ୀ ପିନ୍ଧିଥିଲେ । ଯେଉଁଥିରେ କି ସେ ପୁରା ଗର୍ଜୀୟସ୍ ଦେଖାଯାଉଥିଲେ । ଏହା ସହିତ ସେ ରୂପାର ଗହଣା ଓ ମିନିମାଲ୍ ମେକପ୍ ଓ ଖୋଲା ଚୁଟିରେ ନଜରକୁ ଆସିଥିଲେ । ଏହି ଫୋଟ ଉପରେ କମେଣ୍ଟ ମାଧ୍ୟମରେ ସୁଶାନ୍ତ ଙ୍କ ଭଉଣୀ ସ୍ୱେତା ଲେଖିଛନ୍ତି ଯେ ତୁମେ ବହୁତ ସୁନ୍ଦର ଦେଖାଯାଉଛି ବେବି ।

ପ୍ରତିବର୍ଷ ଅଙ୍କିତା ଦୀପାବଳୀ ଉତ୍ସବ କୁ ବହୁତ୍ ଧୁମଧାମରେ ପାଳନ କରନ୍ତି । ସେ ସୁଶାନ୍ତ ଙ୍କ ବହୁତ କରିବି ସାଙ୍ଗ ଥିଲେ । ସୁଶାନ୍ତ ମଧ୍ୟ ଅଙ୍କିତା ଙ୍କ ବହୁତ ପ୍ରଶଂସା କରୁଥିଲେ । ବର୍ତ୍ତମାନ ଅଙ୍କିତା ବିକି ଜେନ୍ ଙ୍କ ସହ ଡେଟ୍ କରୁଛନ୍ତି । ଏହା ପରଠାରୁ ଏହି ଦୁଇ ତାରକା ଦୀପାବଳୀ ଏକା ସଙ୍ଗେ ପାଳନ କରିବେ ।

ଏହି ଦୁଇ ତାରକା ଆଗାମୀ ଦିନରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ହେଲେ କେବେ ଏମାନେ ବିବାହ କରିବେ ସେ ବିଷୟରେ ସେ ପବ୍ଲିକ ସାମ୍ନାରେ ରିଭିଲ୍ କରିନାହାନ୍ତି । ଏହା ପୂର୍ବରୁ ଅଙ୍କିତା ବାଗୀ ୩ରେ ନଜର ଆସିଥିଲେ । ସେଥିରେ ସେ ଅଭିନେତା ଶ୍ରଦ୍ଧା କପୂର୍, ଟାଇଗର ସଫ୍ ଙ୍କ ସହ ଦେଖାଯାଇଥିଲା । ସେ ପୁଣି କେଉଁ ଫିଲ୍ମ ରେ ଦେଖାଦେବେ ତାଙ୍କ ଦର୍ଶକ ଅପେକ୍ଷାରେ ଅଛନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।