କେନ୍ଦ୍ରାପଡା: ପିତାଙ୍କ ବିରୁଦ୍ଧରେ ଅଭିଯୋଗ କରିବା ପାଇଁ 10 KM ପାଦରେ ଚାଲିଲା ଷଷ୍ଠ କ୍ଳାସର ଛାତ୍ରୀ, ଡିଏମଙ୍କୁ କହିଲା- ମୋ ବାପା…

ବନ୍ଧୁଗଣ ମତାପିତା କଁ ପାଇଁ ତାଙ୍କ ଛୁଆ ସବୁଠାରୁ ବଢିକି ହୋଇଥାଏ । ପିଲା ଭୋକିଲା ନ ରହୁ ସେଇଥିପାଇଁ ପିତା ଓ ମାତା ନିଜ ଭୋଜନ ମଧ୍ୟ ତାଗ୍ୟ କରି ଦେଇଥାନ୍ତି । ହେଲେ ଆମ ଓଡ଼ିଶା ର କେନ୍ଦ୍ରାପଡା ଅଂଚଳରେ ଗୋଟେ ଏପରି ମାମଲା ଆସିଛି ଯାହା କି ଯେତେ ଆଶ୍ଚର୍ଯ୍ୟଜନକ ସେତେ ଦୁଖମୟ ମଧ୍ୟ ଆଟେ । ତେବେ ମାମଲା ଏ କି କେନ୍ଦ୍ରାପଡା ରେ ପିତା ଜଣେ ପିତା ତାଙ୍କ ନିଜ ଝିଅ ର ଭାଗ ର ସଉଦାପତ୍ର ମାରିନଉଥିଲେ । ମଜାବୁରୀ ରେ ଝିଅ ଜଣକୁ 10 କିଲୋମିଟର ଚାଲି ଚାଲି ପୋଲିସ ପାଖରେ ନିଜ ପିତାକଁ ନାମରେ ଅଭିଯୋଗ କରିବାକୁ ପଡିଥିଲା ।

ଏହି ଝିଅ ଜଣକ ଏହି ସୋମବାର ଦିନ ପୋଲିସ କଁ ପାଖରେ ଅଭିଯୋଗ କରାଇଥିଲେ । ତେବେ ଝିଅକଁ ଅଭିଯୋଗରେ କହିଥିଲେ କି ତାଙ୍କ ପିତା ଝିଅ କଁ ଭାଗ ର ସଉଦା ଓ ମଧ୍ୟାନ ଭୋଜନ ରଖି ନେଉଥିଲେ । ଏହା ଛଡା ସରକାରକଁଠୁ ଆସୁଥିବା ଧନରାଶି ମଧ୍ୟ ପିତାକଁ ପାଖରେ ଯାଉଥିଲା ।

ଏହି ଅଭିଯୋଗ କରିବାପାଇଁ ଝିଅ ଜଣକ 10କିଲୋମିଟର ପାହାଡିଆ ରାସ୍ତା ରେ ଚାଲି କରି ଜିଲ୍ଲାଧିକାରୀ କାର୍ଯ୍ୟାଳୟକୁ ଯାଇଥିଲେ । ଝିଅର ଅଭିଯୋଗ ପରେ ସେଠାକାର D.A.M ସାମର୍ଥ୍ୟ ବର୍ମା ଏହା ଉପରେ ଅନୁସନ୍ଧାନ କରିବାର କଥା ଦେଇଥିଲେ । ତାଙ୍କର ଆଦେଶ ପରେ ଝିଅକୁ ମିଳୁଥିବା ସଉଦା ସିଧା ଝିଅ ପାଖକୁ ଯିବ ଓ ସରକାରଙ୍କ ଠାରୁ ଆସୁଥିବା ଧନରାଶି ମଧ୍ୟ ସିଧା ଝିଅକଁର ବାଙ୍କ ଖାତା ରେ ଜମା କରିଦିଆଜିବ ।

D.A.M ଏ ମଧ୍ୟ କହିଲେ କି ଝିଅ କଁ ଯାହା ସଉଦା ପତ୍ର ଆଉ ଧନରାଶି ତାଙ୍କ ପିତା ନେଇଥିଲେ ସେ ସବୁ ପୁନଃବାର ଫେରସ୍ତ କରାଯିବ । ବାସ୍ତବରେ ଲକଡାଉନ ରେ ସରକାରକଁ ଦ୍ୱାରା ଆସୁଥିବା ମଧ୍ୟାନ ଭୋଜନ ବନ୍ଦ ଥିଲା ତେଣୁ ସରକାର ପିଲାକଁ ବାଙ୍କ ଖାତା ରେ 8ଟଙ୍କା ହିସାବରେ ସବୁଦିନ ଦଉଥିଲେ ଏଥିସହ 150ଗ୍ରାମ ଚାଉଳ ମଧ୍ୟ ଦିଆ ଯାଉଥିଲା ।

ଝିଅ ଏ ମଧ୍ୟ କହିଲେ କି ତାର ବାଙ୍କରେ account ବି ଅଛି । ହେଲେ ପିତା ସରକାର କଁ ଠାରୁ ଆସୁଥିବା ଧନରାଶି ରେ ନିଜ account ଦେଇଦେଇ ଥିଲେ । ଏହା ଛଡା ଝିଅ ଏ ମଧ୍ୟ କହିଥିଲେ କି ସେ ତାଙ୍କ ପିତା କଁ ସଂଗେ ମଧ୍ୟ ରହୁନଥିଲେ, ସେ ତାଙ୍କ ମାମୁଁ କଁ ଘରେ ରୁହନ୍ତି ବୋଲି । କାରଣ ତାଙ୍କ ପିତା ଝିଅର ମାତାକଁ ଦେହାନ୍ତର 2ବର୍ଷ ପରେ ନୂଆ ବିଭାହ କରିନେଇଥିଲେ ।

ଏହାଛଡା ତାଙ୍କ ବାପା ସ୍କୁଲ ରୁ ଆସୁଥିବା ଖାଇବା ମଧ୍ୟ ଚାଲାକି କରି ନେଇଯାଉଥିଲେ ତେଣୁ ବାଧ୍ୟ ହୋଇ 10କିଲୋମିଟର ଚାଲି ଚାଲି ପାହାଡିଆ ରାସ୍ତା ଦେଇଝିଅ ଜଣକ ତାଙ୍କ ପିତା କଁ ନାମରେ ଅଭିଯୋଗ କରାଇଥିଲେ । ଏବେ ଆଶା କରୁଛୁ କି D.A.M କୁ ଜଣାଇଲା ପରେ ଝିଅ କୁ ନାୟ ମିଳୁ ବୋଲି ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।