ଖାଲି ପ୍ରିୟଙ୍କା ନୁହେଁ – କିଛି ଦିନ ତଳେ ବଲିଉଡର ଏହି ଅଭିନେତ୍ରୀ ମଧ୍ୟ ନିଜଠୁ ୫ବର୍ଷ ସାନ ବୟଫ୍ରେନ୍ଡ ସହ କଲେ ବିବାହ – ଦେଖନ୍ତୁ କିଏ ସେ

ବଲିଉଡର ଏହି ଅଭିନେତ୍ରୀ ମଧ୍ୟ ନିଜଠୁ ୫ବର୍ଷ ସାନ ବୟଫ୍ରେନ୍ଡ ସହ କଲେ ବିବାହ

ମୁମ୍ବାଇ- ବଲୀଉଡର ଦୁନିଆରେ ସବୁ କଥା ହେଉଛି ନିଆରା । ଏହି ଦୁନିଆ ସହ ସମ୍ପୃକ୍ତ ବ୍ୟକ୍ତି ମାନଙ୍କର ଜୀବନ ମଧ୍ୟ ସେମିତି ନିଆରା । ଯଦିଓ ସେମାନେ ସାଧାରଣ ଲୋକଙ୍କ ପରି ଦେଖିବାକୁ କିନ୍ତୁ ସେମାନଙ୍କର ଜୀବନଧାରା ବହୁତ ଅଲଗା । ବଲୀଉଡର ତରକା ମାନେ ସାଧାରଣ ଲୋକଙ୍କଠାରୁ ବହୁତ ଅଲଗା । ଏହି ଖେତ୍ଗ୍ରରେ ଥିବା ଲୋକଙ୍କ ମାନେ ପରାୟେ ସବୁ କଥାକୁ ନେଇ ଚର୍ଚ୍ଚାରେ ରୁହନ୍ତି, ବିଶେଷତଃ ସେମାନଙ୍କ ସମ୍ପର୍କକୁ ନେଇ ଏମାନେ ସବୁ ବେଳେ ଚର୍ଚ୍ଚାର ବିଷୟ ହୋଇଥାନ୍ତି । ଏହି ସଂପର୍କକୁ ମୁମ୍ବାଇର ବର୍ଷା ସହ ତୁଳନା କରାଯାଏ । କାହିଁକି ନା ସେମାନଙ୍କ ସମ୍ପର୍କ ଓ ମୁମ୍ବାଇର ବର୍ଷାର କିଛି ଭରସା ନାହିଁ ।

ଏଠାରେ କେତେବେଳେ ସମ୍ପର୍କ ଗଢେ ଓ କେତେ ବେଳେ ଭଙ୍ଗେ କିଛି ଜଣାପଡେ ନାହିଁ । ଆଜି ଆମେ ଆପଣଙ୍କୁ ସେହି ଭଳି ଏକ ସମ୍ପର୍କ ବିଷୟରେ କହିବାକୁ ଯାଉଛୁ । ଏହି ବଲୀଉଡ ଯୋଡି ଜିଏକି କିଛି ଦିନ ତଳେ ବିବାହ କରି ସାରିଛନ୍ତି।

ଦେଖନ୍ତୁ କିଏ ସେ

ସୂଚନା ମୁତାବକ ମସାନ ଏବଂ ହରାମଖୋର ଭଳି ଫିଲ୍ମରେ କାମ କରିଥିବା ଶ୍ୱେତା ତ୍ରିପାଠୀ କିଛି ଦିନ ତଳେ ବିବାହ ବନ୍ଧନରେ ବାନ୍ଧି ହେଇ ସାରିଛନ୍ତି । ରିପୋର୍ଟ ମୁତାବିକ ସେ ନିଜ ବୟଫ୍ରେନ୍ଡ ଏକ୍ଟର ରୈପର ଚୈତନ୍ଯ ଶର୍ମା ଉର୍ଫ ସ୍ଲୋ ଚୀତାଙ୍କ ସହ ଗତ ୨୯ ଜୁନରେ ବିବାହ କରି ସାରିଛନ୍ତି । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଶ୍ଵେତାଙ୍କ ବୟଫ୍ରେନ୍ଡ ତାଙ୍କଠାରୁ ୫ବର୍ଷ ସାନ ଅଟନ୍ତି ।

ଆପଣଙ୍କୁ ଭଲ ଲାଗିପାରେ – ଚାହା ବିକ୍ରି କରି ଲକ୍ଷ ଲକ୍ଷ ଟଙ୍କା ଇନକମ୍ କରୁଛନ୍ତି ଏଇ ଚାବାଲା, ରୋଜଗାର ଶୁଣିଲେ ଆପଣଙ୍କ ହୋସ୍ ଉଡିଯିବ – ଦେଖନ୍ତୁ

ସେମାନଙ୍କ ପ୍ରେମ କାହାଣୀ ମଧ୍ୟ ବହୁତ ନିଆରା । ସେମାନେ ଦିଲ୍ଲୀରେ ହେଉଥିବା ଏକ କଂସର୍ଟରେ ଦେଖା ହୋଇଥିଲେ, ସେମାନେ ଗୋଟେ ପ୍ଲେନ ରେ ଫେରୁଥିବା ସମୟରେ ନିଜ ନମ୍ବର ଏକ୍ସଚେଞ୍ଜ କରିଥିଲେ ଓ କଥା ବାର୍ତ୍ତା ହେବା ଆରମ୍ଭ କରିଥିଲେ, କିଛି ଦିନ ପରେ ତାଙ୍କ ବୟଫ୍ରେନ୍ଡ ତାଙ୍କୁ ଫିଲ୍ମ ସ୍ଟାଇଲ ରେ ପ୍ରପୋଜ କରିଥିଲେ ।

ଆପଣଙ୍କୁ ଜଣେଇ ଦେଉଛୁ ଯେ ଶ୍ଵେତା ପୂର୍ୱ ଚୀଫ ସେକ୍ରେଟରୀ ପୀ. କେ. ତ୍ରିପାଠୀଙ୍କ ଝିଅ ଅଟନ୍ତି । ସେ ହେରୋଇନ ହେବାକୁ ଚାହୁଁ ନଥିଲେ ମଧ୍ୟ ଥିଏଟର ପ୍ରତି ତାଙ୍କର ଭଲପାଇବା ତାଙ୍କୁ ଫିଲ୍ମ ଯାଏ ପହଞ୍ଚାଇଥିଲା ।

ଏମିତି ନୂଆ ନୂଆ ଖବର ପାଇଁ ଲାଇକ କରନ୍ତୁ ଓ ଏବେହିଁ ସେୟାର କରନ୍ତୁ ଏହି ପୋଷ୍ଟଟିକୁ