ବଚ୍ଚନ ପରିବାରର ଏହି ସଦସ୍ୟଙ୍କର ହୋଇଛି ଅସମୟ ମୃତ୍ୟୁ – ପୁରା ପରିବାର ଉପରେ ଭାଙ୍ଗିଲା ଦୁଃଖର ପାହାଡ – ଦେଖନ୍ତୁ କିଏ

ବଚ୍ଚନ ପରିବାରର ଏହି ସଦସ୍ୟଙ୍କର ହୋଇଛି ଅସମୟ ମୃତ୍ୟୁ

ଏହି ବର୍ଷଟି ବଲୀଉଡ ପାଇଁ ବହୁତ ଖରାପ ସମୟ ଆଣିଛି । ବର୍ଷ ଆରମ୍ଭରୁ ହିଁ ତରକା ମାନଙ୍କ ସହ ଜଡିତ ଲୋକ ମାନଙ୍କର ମୃତ୍ୟୁ ହେବାକୁ ଲାଗିଛି । ଏମିତିତ କି ବଲୀଉଡର କେତେକ ସୁନାମଧନ୍ୟ କଳାକାର ମାନେ ମଧ୍ୟ ଏହି ଦୁନିଆରୁ ବିଦାୟ ନେଇଛନ୍ତି । ଏହି ମୃତ୍ୟୁର ଆରମ୍ଭ ଶ୍ରୀ ଦେବୀଙ୍କଠୁ ଆରମ୍ଭ ହୋଇଛି । ଯେବେଠୁ ଶ୍ରୀ ଦେବୀଙ୍କ ମୃତ୍ୟୁର ଖବର ଆସିଛି ତ ପରେ ପରେ ବହୁତ ଅନ୍ୟ କଳାକାର ମାନଙ୍କର ମଧ୍ୟ ମୃତ୍ୟୁର ଖବର ମିଳିଛି ।

ବର୍ତ୍ତମାନ ଯେଉଁ ଖବର ମିଳିଛି ତାହା ଅନ୍ୟ କାହାରି ନୁହେଁ ବରଂ ବଲୀଉଡର ମହାନାୟକ ଅମିତାଭ ବଚ୍ଚନଙ୍କ ପରିବାରରୁ ଅଟେ । ତାଙ୍କ ପରିବାର ଉପରେ ଦୁଃଖର ପାହାଡ ଭାଙ୍ଗି ଯାଇଛି ।

ପୁରା ପରିବାର ଉପରେ ଭାଙ୍ଗିଲା ଦୁଃଖର ପାହାଡ

ମିଳିଥିବା ସୂଚନା ଅନୁସାରେ ଅମିତାଭ ବଚ୍ଚନଙ୍କ ପରିବାରର ଲୋକ ବର୍ତ୍ତମାନ ଅତ୍ୟନ୍ତ ଦୁଃଖରେ ଭାଙ୍ଗି ପଡିଛନ୍ତି । ମିଳିଥିବା ଖବର ଅନୁସାରେ ଆଜି ସକାଳେ ଅମିତାଭ ବଚ୍ଚନଙ୍କ ବଡ ବାପାଙ୍କର ତାଙ୍କ ଗାଁ ରେ ମୃତ୍ୟୁ ହୋଇଛି । ତାଙ୍କ ପରିବାରର ସଦସ୍ୟ ମାନଙ୍କ ଠାରୁ ଜଣାପଡିଛି ଯେ ଆଜି ସକାଳ 5ଟାରେ ତାଙ୍କର ମୃତ୍ୟୁ ହୋଇଛି । ଯେତେବେଳେ ଅମିତାଭ ବଚ୍ଚନ ଙ୍କୁ ଏହି ବିଶୟରେ ଖବର ମିଳିଲା ସେ ତୁରନ୍ତ ତାଙ୍କ ଗାଁ କୁ ବାହାରିଥିଲେ ।

ତାଙ୍କର ଗାଁ ଉତ୍ତର ପ୍ରଦେଶ ର ଇଲାହାବାଦ ଜିଲ୍ଲାରେ ଅବସ୍ଥିତ । ସେ ନିଜ ଗାଁ ରେ ପହଞ୍ଚି ନିଜ ବଡ ବାପାଙ୍କର ଅନ୍ତିମ ସଂସ୍କାର କରିଥିଲେ, ଓ ସେହି ସମୟରେ ସେ ଅତିଅନ୍ତ ଭାବୁକ ହୋଇପଡିଥିଲେ । ଭଗବାନ ତାଙ୍କ ବଡ ବାପାଙ୍କର ଆତ୍ମାଙ୍କୁ ଶାନ୍ତି ଦିଅନ୍ତୁ ।

ଏମିତି ନୂଆ ନୂଆ ଖବର ପାଇଁ ଲାଇକ କରନ୍ତୁ ଓ ଏବେହିଁ ସେୟାର କରନ୍ତୁ ଏହି ପୋଷ୍ଟଟିକୁ