ପ୍ରଥମ ଥର ପାଇଁ ଆସନ୍ତୁ ଜାଣିବେ ଓଡ଼ିଆ ସିନେମା ଜଗତର ହିରୋ ମାନଙ୍କର ଭଉଣୀ ମାନଙ୍କୁ !

ଆପଣ ମାନେ ପ୍ରତିଦିନ ଓଡ଼ିଆ ସିନେମା କିମ୍ବା ଓଡ଼ିଆ ଧାରାବାହିକ ଦେଖିଥିବେ, କହିବାକୁ ଗଲେ ଆପଣ ମାନେ ଓଡ଼ିଆ ସିନେମା ଏବଂ ଧାରାବାହିକ ଜଗତ ସହ ବେଶ୍ ଜଡ଼ିତ ଅଛନ୍ତି । ଆଜି ଆମେ ଆପଣ ମାନଙ୍କୁ ଜଣାଇବୁ କି କେଉଁ କେଉଁ ଅଭିନେତା ମାନଙ୍କ ଭଉଣୀ କିଏ । ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମେ ଆସୁଛନ୍ତି ଜଗଜିତ ପାଲ୍ । ଜଗଜିତ୍ ଙ୍କୁ ତ ଆପଣ ବହୁତ୍ ସାରା ଧାରାବାହିକ ରେ ଦେଖିଥିବେ ।

ସେ ନିଜର ଅଭିନୟରେ କୁହୁକବଳ ରେ ଦର୍ଶକ ମାନଙ୍କୁ ମୋହିତ କରିଦେଇଛନ୍ତି । ଆପଣ ମାନେ ଜଗଜିତ୍ ଙ୍କୁ ନୂଆ ବୋହୂ ଧାରାବାହିକ ରେ ଅଭିନୟ କରୁଥିବା ସାତ୍ଵିକ ବି ଚରିତ୍ରରେ ଅଭିନୟ କରିଥିବାର ନିଶ୍ଚିନ୍ତ ଭାବରେ ଦେଖିଥିବେ । ଇଏ ହେଉଛନ୍ତି ଶାତ୍ୱିକଙ୍କର ଭଉଣୀ ।

ବନ୍ଧୁଗଣ ଆମ ଲିଷ୍ଟ ର ଦ୍ୱିତୀୟରେ ଆସୁଛନ୍ତି ସନ୍ଦୀପ । ସନ୍ଦୀପଙ୍କୁ ତ ଆପଣ ବହୁତ୍ ସାରା ଧାରା ବାହିକରେ ଦେଖିଥିବେ । ସେ ନିଜର ଅଭିନୟର କୁହୁକବଳରେ ଦର୍ଶକ ମାନଙ୍କୁ ମୋହିତ କରିଦେଇଛନ୍ତି ।

ବନ୍ଧୁଗଣ ଆମ ଲିଷ୍ଟ ର ତୃତୀୟ ରେ ଆସୁଛନ୍ତି ସୁବାସିଷ । ସୁବାସିସଙ୍କୁ ତ ଆପଣ ବହୁତ୍ ସାରା ସୁପରହିଟ ଚଳଚ୍ଚିତ୍ର ଏବଂ ଧାରା ବାହିକରେ ଦେଖିଥିବେ । ସେ ନିଜର ଅଭିନୟର କୁହୁକବଳ ରେ ଦର୍ଶକ ମାନଙ୍କୁ ମୋହିତ କରିଦେଇଛନ୍ତି ।

ବନ୍ଧୁ ଗଣ ଆମ ଲିଷ୍ଟର ଚତୁର୍ଥରେ ଆସୁଛନ୍ତି ମହାପ୍ରସାଦ । ମହାପ୍ରସାଦ ଙ୍କୁ ତ ଆପଣ ରାଣୀ ଧାରାବାହିକରେ ଦେଖିଥିବେ ରାଜ ଚରିତ୍ରରେ । ସେ ନିଜର ଅଭିନୟର କୁହୁକ ବଳରେ ଦର୍ଶକ ମାନଙ୍କୁ ମୋହିତ କରିଦେଇଛନ୍ତି ।

ବନ୍ଧୁଗଣ ଆମ ଲିଷ୍ଟର ପଂଚମ ରେ ଆସୁଛନ୍ତି ସ୍ୱରାଜ ବାରିକ । ସ୍ୱରାଜ ବାରିକଙ୍କୁ ତ ଆପଣ ବହୁତ ଚଳଚିତ୍ର ରେ ଦେଖିଥିବେ । ସେ ନିଜର ଅଭିନୟର କୁହୁକବଳ ରେ ଦର୍ଶକ ମାନଙ୍କୁ ମୋହିତ କରିଦେଇଛନ୍ତି । ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।