Jyotish Shastra- ଯଦି ଆପଣଙ୍କ ନାମ ବି ‘A’ ରୁ ଆରମ୍ଭ ହେଉଛି ତେବେ ନିଶ୍ଚୟ ପଢନ୍ତୁ ଏହି ଖବର

ସବୁ ବ୍ୟକ୍ତି ମନକର ଜୀବନରେ ତାର ନାମର ବହୁତ ମହତ୍ଵ ଥାଏ । ସବୁ  ବ୍ୟକ୍ତିର ନାମର ପ୍ରଥମ ଅକ୍ଷର ତାଙ୍କର ଜୀବନରେ ବହୁତ ପ୍ରଭାବ ପକାଇଥାଏ । ବ୍ୟକ୍ତିର ନାମର ପ୍ରଥମ ଅକ୍ଷର ରୁ ବ୍ୟକ୍ତି ବିଆଶୟରେ ବହୁତ କିଛି ଜଣାଣ ପଡିଥାଏ । ସବୁ ବ୍ୟକ୍ତି ନିଜର ନାମର ପରଠାମ ଅକ୍ଷରଉ ହିନ ତାର ଭାଗ୍ୟ ନିର୍ଧାରଣ କରିଥାଏ ଜୋତିଶ ଶାସ୍ତ୍ର ଅନୁସାରେ ସବୁ ବ୍ୟକ୍ତିର ପ୍ରଥମ ଅକ୍ଷର ତାର ଗ୍ରହ ନକ୍ଷତ୍ର ସମ୍ବନ୍ଧ ଥାଏ ।ଏବେ ଆସନ୍ତୁ ଜାଣିବା ଯେଉଁ ବ୍ୟକ୍ତିଙ୍କର ପ୍ରଥମ ଅକ୍ଷର A ରୁ ଆରମ୍ଭ ହୋଇଥାଏ ସେମାନଙ୍କର ସ୍ଵଭାବ କିପଋ  ହୋଇଥାଏ ।

ପ୍ରଥମେ ଜାଣିବା A ଅକ୍ଷରରୁ ଆରମ୍ଭ ହୋଇଥିବା ବ୍ୟକ୍ତିଙ୍କର ଶାରୀରିକ ଗଠନ କିପରି ହୋଇଥାଏ । ଏହି ବ୍ୟକ୍ତିମାନେ ବହୁତ ଆକର୍ଷକ ହୋଇଥାନ୍ତି । ସ୍ଲିମ , ଫିଟ ଓ ବହୁତ ସୁନ୍ଦର ହୋଇଥାନ୍ତି ।  ଏମାନଙ୍କର ଆଖି ବଡ ବଡ ଓ ବହୁତ ସୁନ୍ଦର ହୋଇଥାଏ ।

ଏମାନେ ହୃଦୟରୁ ବହୁତ ନିର୍ମଲ ସ୍ଵଭାବର ହୋଇଥାନ୍ତି । ଏବେ ଜାଣିବା ଏହି ବ୍ୟକ୍ତିଙ୍କର ସ୍ଵଭାବ କିପରି ହୋଇଥାଏ । ଏହି ବ୍ୟକ୍ତି ମାନେ ବହୁତ ଧରଜ୍ୟବାନ ହୋଇଥାନ୍ତି । ସବୁ କଥାକୁ ଭଲ ଭାବରେ ଚିନ୍ତା କରି ବୁଝିବିଚାରୀ ନିସ୍ପତି ନେଇଥାନ୍ତି । ଏମାନଙ୍କୁ ଆକର୍ଷକ ଦେଖାଯାଉଥିବା ବ୍ୟକ୍ତି  ବହୁତ ପସନ୍ଦ ହୋଇଥାନ୍ତି ।

ଏହି ବ୍ୟକ୍ତିଙ୍କର ପସନ୍ଦ ବହୁତ ଅଲଗା କିସମ ର ହୋଇଥାଏ । ଏମାନେ କୌଣସି ଜିନିଷ କୁ ପସନ୍ଦ କରିବାରେ ବହୁତ ସମୟ ନେଇଥାନ୍ତି । କାହିଁକି ନା ଏମାନେ ସବୁ ଜିନିଷ କୁ ଭଲ ଭାବରେ ପରୀକ୍ଷା ନିରୀକ୍ଷା କରିକି ବ୍ୟବହାର କରି ଥାନ୍ତି । ଏମାନେ ନିଜର ସବୁ ସମସ୍ୟାକୁ ବହୁତ ବୁଝି ବିଚାରୀ ସମାଧାନ କରିଥାନ୍ତି । ଏହି ବ୍ୟକ୍ତି କୌଣସି କାର୍ଯ୍ୟ ରେ ହାର ମାନନ୍ତି ନାହିଁ । ସବୁ ସମସ୍ୟାକୁ ଭଲଭାବରେ ସମାଧାନ କରିଥାନ୍ତି । ତାହା ଶିକ୍ଷା ହେଉ କି ନିଜର କୌଣସି କ୍ୟାରିୟର ସମ୍ଭନ୍ଧୀୟ ଲକ୍ଷ୍ୟ ହେଉ ।

ଏହି ସବୁକୁ ବହୁତ ଭଲ ଭାବରେ ପରୀକ୍ଷା ନିରୀକ୍ଷା କରି କରିଥାନ୍ତି ।  ଏମାନେ ବହୁତ ଶୀଘ୍ର କ୍ରୋଧ କରିଥାନ୍ତି । ଏମାନେ କୌଣସି କଥାକୁ ବୁଲେଇ ବଙ୍କେଇ କରିନଥାନ୍ତି । ଏମାନେ ନିଜର ସଂପର୍କକୁ ବହୂତ ଗୁରୁତ୍ଵ ଦେଇଥାନ୍ତି । ଏମାନେ ବହୁତ ଅଳସୁଆ ହୋଇଥାନ୍ତି । ଏଥିପାଇଁ ଏମାନଙ୍କର କୌଣସି ଗୁରୁତ୍ଵପୂର୍ଣ୍ଣ କାର୍ଯ୍ୟ ହେଉ ହେଉ ଅଟକି ଯାଇଥାଏ । ଏହା ପରେ ସମୟ ଚାଲିଗଲାପରେ ଭାବିଥାନ୍ତି କି ସମୟ ପୂର୍ବରୁ କାହିଁକି କାର୍ଯ୍ୟଟିକୁ ସମାପ୍ତ କଲେ ନାହିଁ ।

ଏହି ବ୍ୟକ୍ତି ମାନେ ନିଜର ଭାବନାକୁ କେବେ କାହା ଆଗରେ ପ୍ରକାଶ କରନ୍ତି ନାହିଁ । ସବୁ ପରିସ୍ଥିତିରୁ ବଞ୍ଚିବାକୁ ଚେଷ୍ଟା କରିଥାନ୍ତି । ନିଜର ବିଚାର ଅନ୍ୟମାନଙ୍କ ଆଗରେ ପ୍ରକାଶ କରିବାକୁ ପସନ୍ଦ କରିଥାନ୍ତି । ଏମାନେ ଆକର୍ଷକ ଦେଖାଯାଆନ୍ତି ଓ ଆକର୍ଷକ ଦେଖାଯାଉଥିବା ଲୋକଙ୍କୁ ପସନ୍ଦ କରିଥାନ୍ତି । ଏମାନଙ୍କର ଖାସ କଥା ଏହା ଥାଏ କି ଏମାନେ ନିଜକୁ ସବୁ ପରିସ୍ଥିତିରେ ଖାପଖୁଆଇ ଚଳିଥାନ୍ତି । ଏମାନେ ବହୁତ ପରିଶ୍ରମି ହୋଇଥାନ୍ତି ।

ଏମାନେ ନିଜ ଲକ୍ଷ କ୍ଷେତ୍ରରେ ପହଞ୍ଚିବା ପାଇଁ ବହୁତ ପରିଶ୍ରମ କରିଥାନ୍ତି । ଏଥିପାଇଁ ଏମାନଙ୍କୁ ସଫଳତା ବହୁତ ସହଜରେ ମିଳିଥାଏ । ଏମାନେ ନିଜ କ୍ୟାରିୟରକୁ ନେଇ ବହୁତ ଦାୟିତ୍ଵବାନ ହୋଇଥାନ୍ତି । ଏହା ସହ ଏହି ବ୍ୟକ୍ତି ଅନ୍ୟମାନଙ୍କର ଉପଦେଶ ବି ମାନିଥାନ୍ତି । ଏହି ବ୍ୟକ୍ତି ମାନେ ଯେଉଁ କାମକୁ ହାତକୁ ନେଇଥାନ୍ତି ତାକୁ ସମ୍ପୂର୍ଣ କରି ଛାଡିଥାନ୍ତି । ଏମାନେ ନିଜ କାର୍ଯ୍ୟକୁ ଅନ୍ୟମାନଙ୍କର ଭରସାରେ ଛାଡିନଥାନ୍ତି । ଏମାନେ ପ୍ରେମ ମାମଲାରେ ଟିକିଏ ପଛରେଥାନ୍ତି କିନ୍ତୁ ନିଜ ସଂପର୍କକୁ ବହୁତ ଗୁରୁତ୍ଵ ଦେଇଥାନ୍ତି ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।