ଲାକ୍ଷ୍ମୀ ଫାଶନ ୱିକ ରେ ରାମ୍ପ ୱାଲ୍କ କରିବା ସମୟରେ ଖସିଗଲା Kareena Kapoor ଙ୍କ ଡ୍ରେସ, ଭାଇରାଲ ହେଲା ଫୋଟୋ

ଲାକ୍ମୀ ଫ୍ୟାସନ୍ ୱିକ୍ ୨୦୧୮ ମସିହା ଶେଷ ଦିନରେ ବଲିଉଡର ସୁନ୍ଦର ଅଭିନେତ୍ରୀ କରୀନା କପୁର ଖାଁଙ୍କ ଡିଜାଇନର ମନିଷା ଜେ ସିଂ ସୋ ଷ୍ଟପର୍ ବନିଥିଲେ । କରୀନା ଏହି ସୋ ପାଇଁ ବହୁତ ଉତ୍ସୁକ ଥିଲେ । ଲାକ୍ମୀ ଫ୍ୟାସନ୍ ୱିକ୍ ଫାଇନାଲରେ ଗ୍ରାଉନ୍ ପିନ୍ଧି ର୍ୟାମ୍ପ ଚାଲିବାକୁ ବାହାରି ଥିଲେ । କରୀନା କପୁର ଖାଁ ମନିଷା ଜେ ସିଂଙ୍କ ହୋଲୋଗ୍ରାଫି ସୋଲ୍ଡର୍ ଗ୍ରାଉନ୍ ପିନ୍ଧି ର୍ୟାମ୍ପ ଚାଲିବାରେ ନିଜ କାମାଲ ଦେଖାଇଲେ ।

କରୀନା କପୁର ଏହି ଗାଉନ୍ ରେ ବହୁତ ସୈାକିନ୍ ଏବଂ ମନୋହର ଲାଗୁଥିଲେ । କରୀନା କପୁର ନିଜର ସୈାକିନ୍ ଏବଂ ସୁନ୍ଦର ଚାହାଣୀରେ ଲୋକଙ୍କୁ ଆକୃଷ୍ଟ କରୁଥିଲେ । ଆପଣ ଏଥିରେ ଜାଣି ପାରିବେ ଆମ ଭିଡ଼ିଓରେ କରୀନା କେଉଁ ଭଳି ସୁନ୍ଦର ଭାବରେ ର୍ୟାମ୍ପ ଚାଲି କରୁଛନ୍ତି ।

ଏଥିରେ ତାଙ୍କ ମେକ୍ଅପ, ତାଙ୍କ ଲୁକ୍, ତାଙ୍କ ସେୟାର ଷ୍ଟାଇଲ ବହୁତ ସୁନ୍ଦର ଅଟେ । ଆପଣ ଏହି ଭିଡ଼ିଓରେ ଦେଖି ପାରିବେ କି କରୀନା କପୁର ଖାଁ ନିଜ ଚାଲିବା ଶୈଳୀ, ତାଙ୍କର ଅଙ୍ଗ ଭଙ୍ଗୀ ଏବଂ ସୈାନ୍ଦର୍ଯ୍ୟକୁ ଲୋକମାନେ ବହୁତ ପସନ୍ଦ କରୁଛନ୍ତି । ତାଙ୍କର ଏହି ଅନ୍ଦାଜ ପାଇଁ ସେଠି ବସିଥିବା ସମସ୍ତ ଲୋକ ଅନେକ ପ୍ରଶଂସା କରିଥିଲେ ହେଲେ ଏହି ଅଭିନେତ୍ରୀ ଜଣକ ର୍ୟାମ୍ପ ଚାଲିବା ବେଳେ ବହୁତ ଖରାପ ମୁହୁର୍ତ୍ତର ସାମ୍ନା କରିବାକୁ ପଡ଼ିଥିଲା ।

ପ୍ରକୃତରେ ଏହି ଅଭିନେତ୍ରୀଙ୍କ ଗାଉନ୍ ପଛ ଅତ୍ୟଧିକ ଦିଶୁଥିଲା ଯେଉଁଥିପାଇଁ କରୀନା ଅନେକ ସମୟ ଧରି ଏହି ଗାଉନକୁ ଠିକ୍ କରିବାରେ ଦେଖା ଯାଉଥିଲା । ଏହାପରେ ୨୦୨୯ ରେ ମଧ୍ୟ ଲାକ୍ମୀ ଫ୍ୟାସନ୍ ୱିକ୍ ରେ ଏହି ଅଭିନେତ୍ରୀ ନିଜର ଷ୍ଟାଇଲ ଏବଂ ଫ୍ୟାସନ୍ ପାଇଁ ଖୁବ୍ ଚର୍ଚ୍ଚାରେ ଥିଲେ । ପ୍ରକୃତରେ ଲାକ୍ମୀ ଫ୍ୟାସନ୍ ୱିକ୍ ଶେଷ ଦିନରେ କରୀନା କପୁର ଖାଁଙ୍କ ଲୋକପ୍ରିୟ ଡିଜାଇନର ସାନ୍ତନୁ ଏବଂ ନିଖିଲଙ୍କ ସୋ ଷ୍ଟୁପର୍ ବନିଥିଲେ ।

ଏହି ଅଭିନେତ୍ରୀ ଜଣକ ଅନେକ ଷ୍ଟାଇଲିସ୍ ଏବଂ ଗ୍ଲାମର ଅନ୍ଦାଜରେ ନଜର ଆସିଥିଲେ । ତାଙ୍କର ଲୁକ଼ ବିଷୟରେ କଥା ହେଲେ ସେ କଳା ରଙ୍ଗର ଏବଂ କାନ୍ଧ କଟା ଗାଉନରେ ନଜର ଆସିଥିଲେ । ଏହି ଗାଉନରେ ସମସ୍ତଙ୍କ ଧ୍ୟାନ ଯେଉଁଥିପାଇଁ ଟାଣି ଥିଲା ତାହା ହେଉଛି କରୀନାଙ୍କ ସାଇଡ୍ କଟା ହୋଇଥିବା ଗାଉନ‌ । କରୀନା ନିଜର ସୁନ୍ଦର ମେକ୍ଅପ ସହିତ ଭଲ ହେୟାର ଷ୍ଟାଇଲ ମଧ୍ୟ କରିଥିଲେ ।

ପ୍ରତ୍ୟେକ କୋଣରୁ କରୀନା ବହୁତ ସୁନ୍ଦର ଲାଗୁଥିଲେ ଏବଂ ଏହି ଗାଉନରେ ସେ ଲେଦର ବେଲ୍ଟକୁ ମଧ୍ୟ ପିନ୍ଧିଥିଲେ । କିନ୍ତୁ କିଛି ସମୟ ର୍ୟାମ୍ପ ଚାଲିବା ପରେ ସେ ନିଜକୁ ଆରାମ୍ ଅନୁଭବ କଲେନାହିଁ । ଯାହାଫଳରେ କରୀନାଙ୍କୁ ବାରମ୍ବାର ଡ୍ରେସକୁ ଟେକିବାକୁ ପଡ଼ିଥିଲା । ସେ ଏଥିରେ ଠିକ୍ ଭାବରେ ଚାଲି ପାରୁ ନଥିଲେ, ଯେଉଁଥିପାଇଁ ତାଙ୍କର କପ୍ସ ମାନେ ଗାଉନ କଭର୍ କରିବାରେ ନଜର ଆସୁଥିଲେ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅଧିକ ଖବର ପଢିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ଯବାଦ