ଏମାନେ ହେଲେ SRH ର ୧୨ ଜଣ ଖେଳାଳିଙ୍କ ସ୍ତ୍ରୀ ଓ ଗର୍ଲ ଫ୍ରେଣ୍ଡ, ନମ୍ବର ୧୧ ଙ୍କ ସ୍ତ୍ରୀ ଦେଖିବାକୁ ବହୁତ ସୁନ୍ଦର

ଭାରତୀୟ କ୍ରିକେଟରେ ଖେଳୁଥିବା ଖେଳାଳି ମାନେ ନିଜର ସାନଦାର ପର୍ଫୋମାଂସରେ ପୁରା ବିଶ୍ବରେ ୱାର୍ଲ୍ଡ ରେକର୍ଡ କରି ସାରିଛନ୍ତି । କିନ୍ତୁ ବାସ୍ତବରେ ଏହି ଖେଳାଳି ମାନଙ୍କର ରିୟାଲ ଲାଇଫ ଦେଖିବାକୁ ଗଲେ ଖୁବ ନିଆରା ଅଟେ । ଏମାନେ ନିଜ ଲାଇଫ ପାର୍ଟନର ବା ଗାର୍ଲଫ୍ରେଣ୍ଡ ସହ ବହୁତ ଖୁସିରେ ନିଜର ଲାଇଫ ସ୍ପେନ୍ଡ କରୁଛନ୍ତି । ଆଜି ଆମେ ଆପଣ ମାନଙ୍କୁ ସନରାଇଜର ହାଇଦ୍ରାବାଦ ଟିମର ଖେଳାଳି ମାନଙ୍କର ରିୟଲ ଲାଇଫ ବିଷୟରେ କିଛି ନୂଆ କଥା କହିବାକୁ ଯାଉଛୁ ।

୧- “ଡେଭିଡ ୱାର୍ନର” : ହାଇଦ୍ରାବାଦ ଟିମର କ୍ଯାପଟେନ ଭାବେ ଡେଭିଡ ୱାର୍ନର ପରିଚିତ ଅଟନ୍ତି । ସେ ୨୦୧୫ରେ କ୍ୟାଣ୍ଡିସ ଫଲଜୋନ ଙ୍କ ସହ ବିବାହ କରିଛନ୍ତି ।

୨- “ମନିଷ ପାଣ୍ଡେ” : ଭାରତୀୟ କ୍ରିକେଟର ଭାବେ ମନୀଷ ପାଣ୍ଡେ ପରିଚିତ ଅଟନ୍ତି । ୨୦୧୮ରୁ ସେ ସନରାଇଜର ହାଇଦ୍ରାବାଦ ଟିମ ପାଇଁ ଖେଳୁଛନ୍ତି । ୨୦୧୯ରେ ସେ ଆଶ୍ରିତା ସେଠୀଙ୍କୁ ବିବାହ କରିଛନ୍ତି ।

୩- “ଜ୍ୟାସନ ହୋଲ୍ଡର” : ଅଷ୍ଟ୍ରେଲିଆର ଅଲ ରାଉଣ୍ଡର ପ୍ଲେୟାର ଭାବେ ଜ୍ୟାସନ ହୋଲ୍ଡର ପରିଚିତ ଅଟନ୍ତି । ବର୍ତ୍ତମାନ ଯାଏଁ ଜ୍ୟାସନ ବିବାହ ନ କରିଥିଲେ ମଧ୍ୟ ତାଙ୍କର ଗାର୍ଲଫ୍ରେଣ୍ଡ ଅଛନ୍ତି ଯାହାଙ୍କର ନାମ ଜାସ୍ମିନ କୁଇନ ଅଟେ । ସେ ତାଙ୍କ ସହ ବହୁତ ଦିନ ହେଲା ଡେଟ କରୁଛନ୍ତି ।

୪- “ବିଜୟ ଶଙ୍କର” : ତାମିଲନାଡୁର ଅଲ ରାଉଣ୍ଡର ଖେଳାଳି ଭାବେ ବିଜୟ ଶଙ୍କର ପରିଚିତ ଅଟନ୍ତି । ୨୦୨୧ ଜାନୁଆରୀ ରେ ବୈଶାଳୀ ବିସ୍ବେଶରମଙ୍କ ସହ ବିବାହ କରିଛନ୍ତି ।

୫- “କ୍ୟାନ ୱିଲିୟମସନ” : ନିଜ୍ଯୁଲ୍ୟାଣ୍ଡର ବ୍ୟାଟ୍ସମ୍ୟାନ ଭାବେ କ୍ୟାନ ୱିଲିୟମସନ ପରିଚିତ ଅଟନ୍ତି । ସେ ତାଙ୍କର ଗାର୍ଲଫ୍ରେଣ୍ଡ ସାରାହା ରହିମଙ୍କ ସହ ବିବାହ କରିଛନ୍ତି । ଦୁହିଙ୍କର ଗୋଟେ ଝିଅ ମଧ୍ୟ ଅଛି ।

୬- “ସିଦ୍ଧାର୍ଥ କଲ” : ଭାରତୀୟ କ୍ରିକେଟର ସିଦ୍ଧାର୍ଥ କଲ 2016ରୁ ସାନରାଇଜର ହାଇଦ୍ରାବାଦ ଟିମରେ ଖେଳୁଛନ୍ତି । ୨୦୧୯ରେ ସେ ହର୍ଷିମ୍ରନ କରଙ୍କ ସହ ବିବାହ କରିଛନ୍ତି ।

୭- “କେଦାର ଯାଦବ” : ଭାରତୀୟ ଦଳର ୱିକେଟ କିପର ଓ ଅଲ ରାଉଣ୍ଡର ଭାବେ କେଦାର ଯାଦବ ପରିଚିତ ଅଟନ୍ତି । ତାଙ୍କ ସ୍ତ୍ରୀଙ୍କ ନାଁ ସ୍ନେହାଲ ଯାଦବ ଅଟେ ।

୮- “ଜେସନ ରଏ” : ଇଂଲଣ୍ଡର ବ୍ଯାଟ୍ସମ୍ୟାନ ଭାବେ ଜେସନ ରଏ ପରିଚିତ ଅଟନ୍ତି । ୨୦୧୭ରେ ସେ ଏଲେ ମୋରଙ୍କ ସହ ବିବାହ କରିଛନ୍ତି ।

୯- “ଋଦ୍ଧିମାନ ସାହା” : ଭାରତୀୟ କିପାର ଓ ବ୍ଯାଟ୍ସମ୍ୟାନ ଭାବେ ଋଦ୍ଧିମାନ ସାହାଙ୍କୁ ସମସ୍ତେ ଜାଣିଛନ୍ତି । ୨୦୧୧ରେ ଟଙ୍କା ଗାର୍ଲଫ୍ରେଣ୍ଡ ରୋମୀୟ ସାହାଙ୍କ ସହ ବିବାହ କରିଛନ୍ତି ।

୧୦- “ଭୁବନେଶ୍ବର କୁମାର” : ଭୁବନେଶ୍ବର କୁମାର ଜଣେ ଖତରନାକ ବୋଲର ଭାବେ ନାମୀ ଖେଳାଳି ଅଟନ୍ତି । ୨୦୧୭ ନଭେମ୍ବର ୨୩ରେ ନୁପୁର ନାଗରଙ୍କ ସହ ବିବାହ କରିଛନ୍ତି ।

୧୧- “ଟି. ନଟ୍ରାଜନ” : ଟି. ନଟ୍ରାଜନ ଜଣେ ଭଲ ବୋଲର ଅଟନ୍ତି । ୨୦୧୮ରେ ସେ ପବିତ୍ରା ନଟ୍ରାଜନଙ୍କ ସହ ବିବାହ କରିଛନ୍ତି ।

୧୨- “ଶ୍ରୀବତ୍ସ ଗୋସ୍ଵାମୀ” : ଶ୍ରୀବତ୍ସ ଗୋସ୍ଵାମୀ ଭାରତୀୟ ଖେଳାଳି ଅଟନ୍ତି । ତାଙ୍କ ସ୍ତ୍ରୀଙ୍କ ନାମ ପାଯଲ ଯୋଗୃପ ଅଟେ ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଏହି ବିବରଣୀଟି ଭଲ ଲାଗିଥାଏ ତେବେ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।