ପ୍ରଥମ ଥର ପାଇଁ ଦେଖନ୍ତୁ Tarang ଟିଭିର ହୀରୋ ମାନଙ୍କ Real life ମା’ଙ୍କୁ, ଆଗରୁ କେବେ ବି ଦେଖି ନଥିବେ !

ତରଙ୍ଗ ଟିଭିରେ ପ୍ରସାରିତ ହେଉଥିବା ପ୍ରାୟତଃ ସବୁ ସିରିଏଲ ବହୁତ ପପୁଳାର ଅଟେ । ଯାହାକୁ ଲକ୍ଷ ଲକ୍ଷ ଦର୍ଶକମାନେ ବି ଦେଖିଥାନ୍ତି । ଏହି ସବୁ ସିରିଏଲରେ ଅଭିନୟ କରୁଥିବା ଅଭିନେତାମାନଙ୍କୁ ବି ଆପଣ ଚିହ୍ନି ଥିବେ । ଯେଉଁମାନେ କି ବର୍ତ୍ତମାନ ବହୁତ ଲୋକପ୍ରିୟ ହୋଇ ଯାଇଛନ୍ତି । ନିଜର ଲୋକପ୍ରିୟ ଅଭିନେତାଙ୍କ ବିଷୟରେ ବି ଆପଣ ଅଳ୍ପ ବହୁତ ଜାଣିଥିବେ । କି ସେମାନ କେଉଁ ସିରିଏଲରେ କାମ କରୁଛନ୍ତି ତାଙ୍କର ରିୟଲ ଲାଇଫ ପାର୍ଟନର କିଏ ଓ ସେମାନେ କେଉଁଠି ରହୁଛନ୍ତି ।

କିନ୍ତୁ ପ୍ରାୟତଃ ଲୋକମାନେ ତାଙ୍କର ପରିବାର ବିଷୟରେ ଜାଣି ନାହାନ୍ତି । ଏହି କ୍ରମରେ ଆଜି ଆମେ ଆପଣଙ୍କୁ ସେମାନଙ୍କ ମା ବିଷୟରେ କହିବାକୁ ଯାଉଛୁ । ଏହି ଅଭିନେତାମାନେ ସିରିଏଲରେ ଯେଉଁଭଳି ନିଜ ମା ଙ୍କୁ ଭଲ ପାଆନ୍ତି ଅସଲ ଜୀବନରେ ବି ସେମାନେ ନିଜର ମା ଙ୍କୁ ଆହୁରି ଅଧିକ ଭଲ ପାଆନ୍ତି । ଯାହାର କି ପ୍ରମାଣ ବି ଆପଣ ଦେଖି ପାରିବେ ।

ଜଗଜୀତ ପାଲ- ବନ୍ଧନ ଏହି ଜନ୍ମ ଜନ୍ମର ସିରିଏଲରେ ଜଗଜୀତ ପାଲ ରାଜବୀର ଭୂମିକାରେ ନଜର ଆସନ୍ତି । ସେ ନିଜର ଦମଦାର ଅଭିନୟ ପାଇଁ ବହୁତ ଲୋକପ୍ରିୟ ଅକତାନତି । ଯେମିତି କି ଆପଣ ସମସ୍ତେ ଦେଖି ପାରୁଥିବେ କି ଏହି ମହିଳା ଜଣକ ହେଊଛନ୍ତି ଜଗଜୀତ ପାଲଙ୍କ ମା ।

ସପଳୀନ ମିଶ୍ର- ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛନ୍ତି ସପ୍ଲୀନ ମିଶ୍ର । ଆପଣ ମାନେ ସମସ୍ତେ ସପ୍ଲୀନଙ୍କୁ ‘ତାରିଣୀ ଆଖିର ତାରା’ ସିରିଏଲରେ ତୁଷାର ଭୂମିକାରେ ନିଶ୍ଚୟ ଦେଖିଥିବେ । ତେବେ ଏ ହେଉଛନ୍ତି ସପ୍ଲୀନଙ୍କର ମା ।

ସନୋଜ କୁମାର- ଆରବ ଭୂମିକାରେ ସାନୋଜ କୁମାର ଦର୍ଶକମାନଙ୍କ ମଧ୍ୟରେ ବହୁତ ପପୁଳାର ଅଟନ୍ତି । ଫଟୋରେ ଆପଣ ଯାହାକୁ ଦେଖୁଛନ୍ତି ସେ ହେଉଅହନ୍ତି ସାନୋଜଙ୍କ ମା । ସାନୋଜ ଏବେ ଆରମ୍ବ ଙ୍କ ନାଁ ରେ ଘରେ ଘରେ ବେଶ ଲୋକପ୍ରିୟ ଅଛନ୍ତି । ଓଡିଶାବାସୀ ତାଙ୍କୁ ଖୁବ ସାରା ଭଲ ପାଇବା ଦେଇଛନ୍ତି ।

ଲିକୁନ ଚୌଧରୀ- ସିନ୍ଦୁରର ଅଧିକାର ସିରିଏଲରେ ଲିକୁନ ଚୌଧରୀ ମିଠୁ ଭୂମିକାରେ ଅଭିନୟ କରୁଥିବାର ନଜର ଆସନ୍ତି । ଲିକୁନଙ୍କ ମା ଙ୍କୁ ଦେଖନ୍ତୁ । ଲିକୁନ ନିଜର ଦମଦାର ଅଭିନୟ ଦ୍ଵାରା ଦର୍ଶକ ମାନଙ୍କ ମନ ଜିଣି ପାରିଛନ୍ତି । ତାଙ୍କର ଆକଟିଂ ବହୁତ ଜବରଦସ୍ତ ଅଟେ । ସେ ଦେଖିବାକୁ ମଧ୍ୟ ବହୁତ ହ୍ୟାଣ୍ଡସମ ଅଟନ୍ତି ।

ଦେବ ମହାନ୍ତି- ତାରିଣୀ ଆଖିର ତାରା ସିରିଏଲରେ ଦେବ ମହାନ୍ତି ତରୁଣ ଭୂମିକାରେ ନଜର ଆସନ୍ତି । ତରୁଣ ଙ୍କୁ ତ ଆଓନ ମାନେ ବେଶ ଭଲ ଭାବରେ ଜାଣିଥିବେ । ଦେବଙ୍କ ମା ଦେବଙ୍କୁ ବହୁତ ଭଲ ପାଆନ୍ତି । ଯାହାଙ୍କୁ ଆପଣ ଏହି ଫୋଟୋରେ ଦେଖି ପାରୁଥିବେ ।