ଏତେ ଟଙ୍କାର ସମ୍ପତ୍ତି, ବଙ୍ଗଳା ଓ ଗାଡି ଛାଡି ଯାଇଛନ୍ତି Sidharth Shukla, 40 ବର୍ଷ ବୟସରେ ହୋଇଥିଲେ ଏତେ କୋଟି ଟଙ୍କାର ମାଲିକ, ଜାଣିଲେ ଚମକି ପଡିବେ ଆପଣ !

ସିରିଏଲ ‘ବାଲିକା ବଧୂ’ ର ଲୋକପ୍ରିୟ ଅଭିନେତା ତଥା ମେଗା ଶୋ ‘ବିଗ ବସ୍-୧୩’ ର ବିଜେତା ହୋଇଥିବା ଅଭିନେତା ସିଦ୍ଧାର୍ଥ ଶୁକ୍ଲାଙ୍କ ନିଧନ ହୋଇଯାଇଛି । ମି-ଡି-ଆ ରିପୋର୍ଟ ଅନୁସାରେ ମାତ୍ର ୪୦ ବର୍ଷ ବୟସରେ ହୃ-ଦ-ଘା-ତ-ରେ ଅଭିନେତାଙ୍କ ମୃ-ତ୍ୟୁ ହୋଇଛି । କିନ୍ତୁ ପୋଲିସ ମୁତାବକ ମୃ-ତ୍ୟୁ-ର ସଠିକ କାରଣ ଏବେ ସାମନାକୁ ଆସିନାହିଁ । ଫରେନସିକ ଲ୍ୟାବ ରି-ପୋ-ର୍ଟ ଆସିବା ପରେ ଯାଇ ଏହା ସ୍ପଷ୍ଟ ହେବ । ତେବେ ସିଦ୍ଧାର୍ଥଙ୍କ ଅକସ୍ମାତ ମୃ-ତ୍ୟୁ ଖବରରେ ଶୋକାକୁଳ ହୋଇ ଯାଇଛନ୍ତି ତାଙ୍କର ଲକ୍ଷ ଲକ୍ଷ ପ୍ରଶଂସକ ଏବଂ ବନ୍ଧୁ ପରିଜନ ।

ମୁମ୍ବାଇର କୁପର ହସ୍ପିଟାଲରେ ତାଙ୍କୁ ମୃ-ତ ଘୋଷିତ କରାଯିବା ପରେ ଚାରିଆଡେ ଖେଳିଯାଇଛି ଶୋକର ଛାୟା । ତେବେ ତାଙ୍କର ପୋ-ଷ୍ଟ-ମ-ର୍ଟ-ମ କରାଯିବା ପରେ ପରିବାର ଓ ବନ୍ଧୁଙ୍କ ଗହଣରେ ତାଙ୍କ ଶେ-ଷ-କୃ-ତ୍ୟ ମଧ୍ୟ ସମ୍ପନ୍ନ ହୋଇଛି । ତେବେ ୪୦ ବର୍ଷ ବୟସରେ ସିଦ୍ଧାର୍ଥ ଶୁକ୍ଲାଙ୍କ ପାଖରେ କୋଟି କୋଟି ଟଙ୍କାର ସମ୍ପତ୍ତି ଥିଲା । ଏକ ମି-ଡି-ଆ ରିପୋର୍ଟ ଅନୁଯାୟୀ ଅନୁମାନ କରାଯାଉଛି କି, ସିଦ୍ଧାର୍ଥ ଶୁକ୍ଲାଙ୍କ ପାଖରେ ୧୧.୨୫ କୋଟି ଟଙ୍କାର କୁଳ ସମ୍ପତ୍ତି ଅଛି । ଆଉ ତାଙ୍କ ମାସିକ ରୋଜଗାର ୧୦ ଲକ୍ଷ ଟଙ୍କାରୁ ମଧ୍ୟ ଉର୍ଦ୍ଧ୍ଵ ଥିଲା ।

ରିପୋର୍ଟ ଅନୁଯାୟୀ ସିଦ୍ଧାର୍ଥଙ୍କ ରୋଜଗାରର ବଡ ଭାଗ ତାଙ୍କ ଟେଲିଭିଜନ ଶୋ ଏବଂ ବଡ ବଡ ବ୍ରାଣ୍ଡର ବିଜ୍ଞାପନରୁ ଆସୁଥିଲା । ଏହାସହ ସେ ଯେତେ ରୋଜଗାର କରୁଥିଲେ ହୃଦୟ ଖୋଲି ଦାନ ମଧ୍ୟ ଦେଉଥିଲେ । ସିଦ୍ଧାର୍ଥ ଶୁକ୍ଲା ସାମାଜିକ କାର୍ଯ୍ୟରେ ଖୁବ ଭାଗ ନେଉଥିଲେ । ସିଦ୍ଧାର୍ଥ ମୁମ୍ବାଇରେ ପରିବାର ସହ ନିଜେ ଘରେ ରହୁଥିଲେ ଓ ଏହି ଘର ସେ ନିକଟରେ କିଣିଥିଲେ । ସିଦ୍ଧାର୍ଥଙ୍କୁ ଗାଡିର ମଧ୍ୟ ଖୁବ ସଉକ ଥିଲା । ତାଙ୍କ ପାଖେ ଗୋଟିଏ BMW, ଗୋଟେ ହାର୍ଲେ ଡେଭିଡସନ ଫ୍ୟାଟ ବବ ମୋଟର ସାଇକେଲ ମଧ୍ୟ ଥିଲା ।

ମଡେଲ ଓ ଅଭିନେତା ଭାବେ ଜଣେ ଜଣାଶୁଣା ନାମ ହୋଇଥିବା ସତ୍ତ୍ୱେ ସେ ସାଧାସିଧା ଜୀବନ ବଞ୍ଚିବାକୁ ପସନ୍ଦ କରୁଥିଲେ । ସିଦ୍ଧାର୍ଥଙ୍କୁ ପ୍ରାୟ ମୁମ୍ବାଇର ଲୋଖଣ୍ଡୱାଲା ମାର୍କେଟରେ ବୁଲିବାର ମଧ୍ୟ ଦେଖିବାକୁ ମିଳୁଥିଲା । ସିଦ୍ଧାର୍ଥ ଶୁକ୍ଲା ନିକଟରେ ସିରିଜ ‘ବ୍ରୋକେନ ବଟ୍ ବିୟୁଟିଫୁଲ୍’ ମାଧ୍ୟମରେ ଡିଜିଟାଲ ଡେବ୍ୟୁ ମଧ୍ୟ କରିଥିଲେ । କିନ୍ତୁ ଦୁ-ର୍ଭା-ଗ୍ୟ-ବଶତଃ ଆଜି ସେ ଆମ ଗହଣରେ ଆଉ ନାହାନ୍ତି । ଆପଣଙ୍କୁ ଆମ ପୋଷ୍ଟ ଭଲ ଲାଗିଥିଲେ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଏହିପରି ଅପଡେଟ ପାଇବାକୁ ହେଲେ ଆମ ପେଜ୍ କୁ ଲାଇକ କରନ୍ତୁ ।