ଖରାପ ହୁଅ ତେବେ ହିଁ ଯାଇ ହେବେ ସଫଳ -Krishna Vani

ପ୍ରତ୍ଯେକ ମନୁଷ୍ୟ ତାର ଜୀବନରେ ସଫଳତା ପାଇବା ପାଇଁ ନିରନ୍ତର ପ୍ରୟାସ କରିଥାଏ । ଜୀବନରେ ସଫାତା କିଏ ଅବା ନଚାହେଁ । ଏହି ସଫଳତାର ସ୍ଵାଦ ଯିଏ ଥରେ ଚାଖିଛି ସେ ଜୀବନରେ ଆଉ ସବୁ କିଛି ଭୂଲି ଯାଇଛି ।

ସବୁ ବ୍ୟକ୍ତି ଚାହେଁ କି ସଫଳତା ସୋୟମ ତାପାଖକୁ ଚାଲି ଚାଲି ନିଜେ ଆସୁ । ସଫଳତା ସେହି ମାନଙ୍କୁ ମିଳିଥାଏ ଯେଉଁ ମାନଙ୍କର ଦୃଢ ବିଶ୍ଵାସ ଥାଏ । ସଫଳତା ସେହି ମାନଙ୍କୁ ମିଳିଥାଏ ଯାହାର ଗୋଡ ଧରିତ୍ରି ତଳେ ଲାଗିଥାଏ । ଯେଉଁମାନେ ସ୍ଵପ୍ନରେ ଉଡିଥାନ୍ତି ତାଙ୍କୁ ସଫଳତା ମିଳିନଥାଏ ତାଙ୍କୁ ତ କେବଳ ସ୍ଵପ୍ନ ହିଁ ମିଳିଥାଏ । ସଫଳତା ସେହି ମାନଙ୍କୁ ମିଳିନଥାଏ ଯେଉଁମାନେ କେବଳ ଘରେ ବସି କୌଣସ ପ୍ରୟାସ ନକରି କେବଳ ସଫଳତାର ସ୍ଵପ୍ନ ଦେଖିଥାନ୍ତି । ସଫଳତା ସେହି ମାନଙ୍କ ପାଖକୁ ନିଜେ ଚାଲିକି ଯାଇଥାଏ ଯେଉଁମାନେ ଘରେ ନ ବସି ନିରନ୍ତର ପ୍ରୟାସ କରିଥାନ୍ତି ।

ଯେଉଁମାନେ ପରିଶ୍ରମ କରିଥାନ୍ତି ଓ ତାଙ୍କର ଜୀବନର ସଫଳତାକୁ ଅନ୍ୟମାନଙ୍କ ପାଇଁ ସ୍ଵପ୍ନ ହୋଇ ଦେଖାଇ ଥାଏ । ପସନ୍ଦ ଆପଣଙ୍କର ହୋଇଥାଏ । ସ୍ଵପ୍ନ ସମସ୍ତେ ସାକାର କରିବାକୁ ଚାହାନ୍ତି । ସଫଳତା ସେତେବେଳେ ମିଳିବ ଯେତେବେଳେ ଆପଣ ନିରନ୍ତର ପ୍ରୟାସ କରୁଥିବେ । ସଫଳତା ସେତେବେଳେ ପର୍ଯ୍ଯନ୍ତ ରହିବ ଯେତେ ପର୍ଯ୍ୟନ୍ତ ଆପଣ ବିନମ୍ର ରହିଥିବେ । ଜୀବନରେ ଆପଣ ଏପରି ବହୁତ ବ୍ୟକ୍ତି ସହ ଦେଖା କରିଥିବେ ଯେଉଁମାନେକି ନିଜକୁ ଅସଫଳ ମାନି ନେଇଛନ୍ତି । କୌଣସି ପରିଶ୍ରମ ନକରି ନିରାଶ ହୋଇ ଯାଇଛନ୍ତି ।

ସେମାନେ ଏହା ଧରି ନେଇଛନ୍ତି କି ଏହି ଜୀବନରେ ତାଙ୍କ ଦ୍ଵାରା କୌଣସି କାର୍ଯ୍ୟ ସଫଳ ହୋଇପାରିବ ନାହିଁ । ସେମାନେ କିଛି କରି ପାରିବେ ନାହିଁ । ସେମାନେ କୌଣସି କାର୍ଯ୍ୟ ପାଇଁ ଯୋଗ୍ୟ ହିଁ ନୁହେଁ । କିନ୍ତୁ ଏପରି କିଛି ନାହିଁ । ଏହି ସଂସାରରେ ଏପରି କିଛି ନାହିଁ ଯାହାକି ଅସମ୍ଭବ ହୋଇଥାଏ ଓ ଯୋଗ୍ୟ ନୁହେଁ । ଏପରି କୌଣସି ସଂସାରରେ ଅକ୍ଷର ନାହିଁ ଯାହାକି କୌଣସି ମନ୍ତ୍ରର ଭାଗ ନୁହେଁ ।

ସଂସାରରେ କୌଣସି ଏପରି ଜଡିବୁଟି ନାହିଁ ଯାହାକି ଔଷଧ ନୁହେଁ । ସଂସାରରେ କୌଣସି ବିସ ନାହିଁ ଯାହାକି ସମୟ ଆସିବାରୁ ସେ ଅମୃତ ହୋଇନଜୀବ । ଏହିପରି କୌଣସି ବ୍ୟକ୍ତି ଅଯୋଗ୍ୟ ହୋଇନଥାଏ । କୌଣସି ବ୍ୟକ୍ତିକୁ ଅଯୋଗ୍ୟ କରି ଥାଏ କେବଳ ତାର ଭାବନା କି ସେ କିଛି କରି ପାରିବ ନାହିଁ କି ତା ଦ୍ଵାରା କୌଣସି କାର୍ଯ୍ୟ ହେଉ ନାହିଁ । ସଂସାରରେ ଏପରି କୌଣସି ବ୍ୟକ୍ତି ନାହିବ ଯିଏକି କୌଣସି କାର୍ଯ୍ୟ କରି ପାରିବ ନାହିଁ ।

ସେଠାରେ ଭାବିବ ଯଦି ସେ ସବୁ କିଛି କରିପାରିବ ତେବେ ସେ ସବୁ କିଛି ହିଁ କରିପାରିବ କେବଳ ତାକୁ ସେହି ଜିନିଷ ପ୍ରତି ପ୍ରୟାସ କରିବାର ଅଛି କୌଣସି ସଙ୍କୋଚ ନକରି କିମ୍ବା ହାରି ନଯାଇ । ବ୍ୟକ୍ତିକୁ ନିଜର ସାମର୍ଥ୍ୟକୁ ଜାଣିବା ଆବଶ୍ୟକ ଠାରେ ବ୍ୟକ୍ତି ତାର ସାମର୍ଥ୍ୟକୁ ଜାଣିଯିବ ତେବେ ସେ ସବୁ ଅସମ୍ଭବ କାର୍ଯ୍ୟକୁ ଅତି ସହଜରେ କରି ପାରିବ । ନିଜ ଅନ୍ତର ମନକୁ ଜାଗୃତ କରିବାକୁ ହେବ ଯେଉଁ ଆଧାରରେ ଏହି ସଂସାର ଠିଆ ହୋଇଛି ଆଶାରେ ସେହି ସଂସାରରେ ନିରାଶା, ହାର ଓ ହତାସ ଭଳି କୌଣସି ଶବ୍ଦ ନାହିଁ ।

ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।