ନିଜର ଏହି ଖରାପ କାମ ଦ୍ଵାରା ଦେବଗନ ପରିବାରର ନାଁ ଖରାପ କରୁଛି, Ajay Devgan ଓ Kajol ଝିଅ Nysa Devgan

ବଲୀଉଡର ଷ୍ଟାର ଅଜୟ ଦେବଗନ ଓ କାଜୋଲଙ୍କ ଝିଅ ନ୍ୟାସା ଦେବଗନ ସେହି ସମସ୍ତ ଷ୍ଟାରମାନଙ୍କ ମଧ୍ୟରେ ସାମିଲ ହୋଇଥାନ୍ତି ଯେଉଁମାନେ ଇଂସ୍ଟାଗ୍ରାମରେ ସବୁବେଳେ ନିଜର ବୋଲ୍ଡ ଫୋଟସୁଟକୁ ନେଇ ଲାଇମଲାଇଟରେ ରହିଥାନ୍ତି । ଏହା ଛଡା ନ୍ୟାସା ଦେବଗନ ପ୍ରାୟତଃ ନିଜର ଏହି ବୋଲ୍ଡ ଫୋଟୋ କାରଣରୁ ବିବାଦ ମଧ୍ୟରେ ଘେରି ଯାଆନ୍ତି । ଏମିତିରେ ଆଜି ଆମେ ଆପଣଙ୍କୁ ନ୍ୟାସା ଦେବଗନଙ୍କ ସହ ଜଡିତ ସମସ୍ତ ବିବାଦ ବିଷୟରେ କହିବାକୁ ଯାଉଛୁ ।

ପ୍ରଥମେ କଥାବାର୍ତ୍ତା କରିବା ନ୍ୟାସା ଦେବଗନଙ୍କ ଚେହେରାରେ ଆସିଥିବା ପରିବର୍ତ୍ତନ ବିଷୟରେ । ଯଦି ନ୍ୟାସା ଦେବଗନଙ୍କ ପୁରୁଣା ଫଟୋକୁ ଦେଖିବେ ତେବେ ନ୍ୟାସା ବହୁତ ଅଧିକ ଶ୍ୟାମଳ ନଜର ଆସୁଛନ୍ତି ।

କିନ୍ତୁ ବର୍ତ୍ତମାନ ଦିନର କଥାବାର୍ତ୍ତା କରିବା ତେବେ ଆପଣ ଯଦି ତାଙ୍କର ବର୍ତ୍ତମାନ ଦିନର ଫଟୋ ଦେଖିବେ ତେବେ ପୂର୍ବ ଅପେକ୍ଷା ତାଙ୍କ ଚେହେରାରେ ବହୁତ ପରିବର୍ତ୍ତନ ଆସିଯାଇଛି । ଏଥିରୁ ଜଣା ପଡୁଛି କି ନ୍ୟାସା ଦେବଗନ ସ୍କ୍ରିନ ଲାଇଟନିଙ୍ଗ ଟ୍ରିଟମେଣ୍ଟ କରୁଛନ୍ତି । ଯେଉଁ କାରଣରୁ ସେ ଶ୍ୟାମଳ ରଙ୍ଗରୁ ଗୋରା ନଜର ଆସୁଛନ୍ତି ।କହିଦେଉଛୁ କି ନ୍ୟାସା ଦେବଗନ ମାତ୍ର ୧୭ ବର୍ଷର ଅଟନ୍ତି । କିନ୍ତୁ ସେ ଦେଖିବାକୁ ବହୁତ ଆକର୍ଷଣ ଅଟନ୍ତି ଓ ଲାଇମଲାଇଟରେ ରହିବା ପାଇଁ କୌଣସି ବି ଚାନ୍ସ ଛାଡନ୍ତି ନାହିଁ ।

ଅନ୍ୟ ପଟେ ଇଂସ୍ଟାଗ୍ରାମରେ ବି ନ୍ୟାସା ଦେବଗନଙ୍କ ଲକ୍ଷ ଲକ୍ଷ ଫ୍ୟାନ ଅଛନ୍ତି ଓ ସୋସିଆଲ ମିଡିଆରେ ସବୁଦିନ ନିଜର ବୋଲ୍ଡ ଫଟୋ ଶେୟାର କରିଥାନ୍ତି । କହିବାକୁ ଗଲେ ପ୍ରାୟତଃ ନ୍ୟାସା ଦେବଗନ ଛୋଟ ଛୋଟ ଡ୍ରେସ ପିନ୍ଧି ନିଜର ଫଟୋ ପୋସ୍ଟ କରିଥାନ୍ତି । ଯେଉଁ କାରଣରୁ ତାଙ୍କୁ ବହୁତ ଟ୍ରୋଲ ବି କରାଯାଏ । ଅନ୍ୟ ପଟେ ଥରେ ପିତା ଅଜୟ ଦେବଗନଙ୍କ ସହିତ ସେ ବିକନି ପିନ୍ଧି ଫଟୋ ଶେୟାର କରିଥିଲେ । ଯାହା ତାଙ୍କୁ ବହୁତ ଭାରି ପଡି ସାରିଛି ।

ଏହା ପରେ ନ୍ୟାସା ଦେବଗନ ଥରେ ଏୟାରପୋର୍ଟରେ ସପ୍ଟ ହୋଇଥିଲେ ଯେଉଁ ସମୟରେ ସେ ଗୋଟିଏ ବ୍ଲୂ ରଙ୍ଗର ଡ୍ରେସ ପିନ୍ଧି ଥିଲେ । କହିବାକୁ ଗଲେ ସେ ଏହି ଡ୍ରେସକୁ ଏହିଭଳି କିଛି ପିନ୍ଧି ଥିଲେ କି ଏହି ଫଟୋ ଭାଇରାଲ ହେବା ମାତ୍ରେ ହିଁ ଲୋକମାନେ ତାଙ୍କୁ ଟ୍ରୋଲ କରିବା ଆରମ୍ଭ କରି ଦେଇଥିଲେ ଓ କେତେକ ୟୁଜର ଏହା ବି କହିଦେଲେ କି ନ୍ୟାସା ଦେବଗନ ପ୍ୟାଣ୍ଟ ପିନ୍ଧିବା ଭୁଲି ଯାଇଛନ୍ତି । ଅନ୍ୟ ପଟେ ଥରେ ନ୍ୟାସା ଦେବଗନଙ୍କୁ ଅମିତାଭ ବଚ୍ଚନଙ୍କ ଘରେ ରଖା ଯାଇଥିବା ଏକ ପାର୍ଟିରେ ଅଧିକ ମେକଅପ କାରଣରୁ ବି କିଛି ଲୋକମାନେ ତାଙ୍କୁ ଟ୍ରୋଲ କରିଥିଲେ ।

ଏହା ପରେ ଥରେ ନ୍ୟାସା ଦେବଗନ ନିଜ ପିତା ଅଜୟ ଦେବଗନଙ୍କ ସହିତ ମନ୍ଦିର ବାହାରେ ନଜର ଆସିଥିଲେ । ଯେଉଁଠି ତାଙ୍କର ଡ୍ରେସକୁ ନେଇ ସେ ଟ୍ରୋଲରମାନଙ୍କର ଟାର୍ଗେଟରେ ଆସି ଯାଇଥିଲେ । କହିବାକୁ ଗଲେ ନ୍ୟାସା ଗୋଟିଏ କ୍ରପ ଟ୍ରପ ପିନ୍ଧି ଥିଲେ ଯାହା ୟୁଜରମାନଙ୍କୁ ବିଲକୁଲ ବି ପସନ୍ଦ ଆସି ନ ଥିଲା । ୟୁଜରମାନେ ନ୍ୟାସା ଦେବଗନଙ୍କୁ ଟ୍ରୋଲ କରି ଲେଖିଲେ କି ତାଙ୍କୁ ମନ୍ଦିର ଯିବା ସମୟରେ କେଉଁଭଳି ଭାବରେ କପଡା ପିନ୍ଧିବା ଉଚିତ ଏହାର ବି ଅନ୍ଦାଜ ନାହିଁ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ